Bureau
ନିର୍ବାଚନ ହାରିବା ଭୟରେ ବିଜେଡି ହିଂସା ପନ୍ଥା ଆପଣାଇ ଭୋଟରଙ୍କୁ ଭୟଭୀତ କରୁଛି:ବିଜେପି
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୧୭/୦୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଇନଶୃଙ୍କଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତିଦିନ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେବା ସହ ହତ୍ୟା...
କେନ୍ଦ୍ର ସରକାରରେ ବିଜେପି ଜଳ ସଂଶାଧନ ଓ ମତ୍ସ୍ୟ ବିଭାଗ ନାମରେ ଦୁଇଟି ସ୍ୱତନ୍ତ୍ର...
ସମ୍ବଲପୁର, ୧୮/୪ - (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ଦ୍ୱାରା କେନ୍ଦ୍ରରେ ସ୍ଥାପିତ ହେବାକୁ ଥିବା ନୂଆ ସରକାର ଜଳ ସଂଶାଧନ ଏବଂ ମତ୍ସ୍ୟ ବିଭାଗ ନାମରେ ଦୁଇଟି ସ୍ୱତନ୍ତ୍ର ମନ୍ତ୍ରାଳୟ...
ଦଶପଲ୍ଲା ମୁକୁଟ କାହା ମୁଣ୍ଡରେ:ଭାଗ୍ୟ ନିର୍ଦ୍ଧାରଣ ଆଜି
ନୟାଗଡ଼, ୧୮-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଦଶପଲ୍ଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆସନ୍ତାକାଲି ହେବ। କିଏ ଉଡ଼ାଇବ ବିଜୟ ଧ୍ୱଜା ତାହାକୁ ନେଇ ଗୁରୁବାର ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।...
୫୪ ଜଣ କଂଗ୍ରେସ ନେତୃମଣ୍ଡଳୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ
ଭୁବନେଶ୍ୱର ୧୭.୪ (ଓଡ଼ିଆ ପୁଅ) – ଚଳିତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଅଖିଳ ଭାରତ କଂଗ୍ରେସ କମିଟି...
ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ କାର୍ଯ୍ୟାଳୟରେ ଚଢାଉ ଦାବି କଲା ବିଜେପି
ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଭୋଟରଙ୍କୁ ଟଙ୍କା ବାଂଟିବା ପ୍ରସଙ୍ଗରେ
ଭୁବନେଶ୍ୱର, ୧୭/୦୪ (ଓଡ଼ିଆ ପୁଅ) : ବିଜେଡି ନିର୍ବାଚନୀ ସମୟରେ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବଂଟନ କରିବା ଘଟଣା ଆଗରୁ...
ରାଜନୈତିକ ହିଂସା: ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂଙ୍କ ୨ ଭାଇଙ୍କୁ ଭୁଜାଲି ମାଡ଼- ...
ସୁନ୍ଦରଗଡ଼ ୧୮-୪ (ଓଡ଼ିଆ ପୁଅ) : ଭଷ୍ମା ଥାନା ରାଏବଗା ଗାଁରେ ନିର୍ବାଚନୀ ହିଂସା ଘଟିଛି। ଖବର ଅନୁଯାୟୀ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇଙ୍କ ସମେତ ୫ ଜଣଙ୍କୁ...
ସିନାପାଲି -ଯୋଗୀମଠ ପଡାରେ ପାନୀୟ ଜଳ ଅଭାବ
ସିନାପାଲି-୧୮/୪-(ଓଡିଆ ପୁଅ/ହେରମ୍ବ ମେହେର)-ନୁଆପଡା ଜିଲ୍ଲା ସିନାପାଲି ବ୍ଲକ କୋଟାମାଲ ଗ୍ରାମର ଯୋଗୀମଠ ପଡାରେ ପାନୀୟଜଳର ଘୋର ସମସ୍ୟା ଦେଖିବାକୁ ମିଳିଛି। ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତସେବା ଭଳି ମୌଳିକ ସମସ୍ୟା ପାଇଁ ସରକାରୀ ପାଣ୍ଠିରୁ...
ନୂଆପଡା -ବୁଥ୍ ନିକଟରେ ପିସିସି ସଦସ୍ୟଙ୍କୁ ମାଡ଼ ଘଟଣା, ଚାରି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ...
ନୂଆପଡା -୧୭-୦୪ -(ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ )-ଗତ ୧୧ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନ କୁ ନେଇ କଂଗ୍ରେସର ପିସିସି ସଦସ୍ୟ ବିରଞ୍ଚି ବାଗଙ୍କୁ ନିଜ ଗାଁ ଜଳମକଟା ବୁଥ ନିକଟରେ କିଛି...
ନିର୍ବାଚନ ପୂର୍ବରୁ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ
କନ୍ଧମାଳ ୧୭-୪ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ବାର୍ଲା ଗାଁ ନିକଟରେ ମାଓବାଦୀ ମାନେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କୁ ଗୁଳି କରି ହତ୍ୟା କରିଥିବା ଖବର ମିଳିଛି। ଖବର...
ଘଷିପୁରା ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରଦାନ ସହ ସିସିଟିଭି ଲଗାଯାଉ:ବିଜେପି
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୧୬/୦୪ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲାର ଘଷିପୁରା ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବୁଥ ରିଗିଂ ଏବଂ ବୁଥ କ୍ୟାପଚରିଂ ହେବାର ଆଶଙ୍କା ରହିଛି।...
ଓଡିଶାରେ ଏଥର ବିଜେପି ସରକାର ନିଶ୍ଚିନ୍ତ:ନରେନ୍ଦ୍ର ମୋଦି
ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଓଡିଶା ଲୋକଙ୍କୁ ମିଳୁଥିବା ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଛି
- ଭେଦଭାବ, ଜାତିପ୍ରଥା କଂଗ୍ରେସ ଏବଂ ବିଜେଡିର ଉପଲବ୍ଧ
-...
ତାମୁଣ୍ତିଆ ଜାତିକୁ ଆଦିବାସୀ ବର୍ଗ ନକଲେ ଭୋଟ ବର୍ଜନ କରିବେ ତାମୁଣ୍ତିଆ ସମାଜ
ବଡ଼ବିଲ ୧୭/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଡିମିରିଡିହା ୪ନଂମ୍ବର ୱାର୍ଡ ତାମୁଣ୍ତିଆ ଆଦିବାସି ଜାତିକୁ ଜମିପଟାରେ ତାମୁଣ୍ତିଆ, ତାମୁଡିଆ, ଭିନ୍ନ ଭିନ୍ନ ଜାତି କରି...
ସହସ୍ରାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ
ଭୁବନେଶ୍ୱର, ୧୬/୪ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୁରୀ ଜିଲ୍ଲା କଂଗ୍ରେସର...
କେନ୍ଦୁପୋଶିରେ ନୂଆଖାଇ
ବଡ଼ବିଲ ୧୭/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବରୱାର୍ଡ କେନ୍ଦୁପୋଶି ଗ୍ରାମରେ ଚଳିତ ବର୍ଷ ବୈଶାଖ ମାସ ଆମ୍ବ ନୂଆଖାଇ ପର୍ବ ପାଳନ କରାଯାଇଛିା...






