Home Authors Posts by Bureau

Bureau

17660 POSTS 0 COMMENTS

ଭୋଟ ବର୍ଜନପାଇଁ ଚେତାବନୀ ଦେଲେ କଣ୍ଡରାଗଡିଆ ଗ୍ରାମବାସୀ

0
ଖଇରା, ୧୯/୪/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହରୋ)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧିନ କଣ୍ଡରାଗଡିଆ ଗ୍ରାମର ୭ନମ୍ବର ୱାର୍ଡର ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଂଚିତ ହେଉଥିବାରୁ ଚଳିତ ବର୍ଷ ଅନୁଷ୍ଠିତ...

ଓଡିଶା ଆନ୍ଧ୍ର ସୀମାନ୍ତ ଗ୍ରାମ ସୁଙ୍କି ଜଙ୍ଗଲରେ ନିଆଁ ଲାଗିଛି

0
ପଟାଙ୍ଗୀ ୧୯-୪ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ସଦର ମହକୁମା ଅନ୍ତର୍ଗତ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତି ଗ୍ରାମ ସୁଙ୍କି ଜଙ୍ଗଲରେ ଦୀର୍ଘ ତିନିଦିନ ଧରି ନିଆଁ ଲାଗିଛି। ସୁଙ୍କି ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ...

ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ପୋଲିସ ସାଜିଛି ବିଜେଡି କର୍ମୀ :ବିଜେପି

0
ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ବେଆଇନ ଭାବେ ଗରିଫ କରିବା ପ୍ରସଙ୍ଗରେ ଭୁବନେଶ୍ୱର, ୧୯/୦୪ (ଓଡ଼ିଆ ପୁଅ) : ଗତକାଲି ସୋରଡା ନିର୍ବାଚନୀ ମଣ୍ଡଳୀରେ ଯୋଜନାବଦ୍ଧ ଭାବେ ଉଦ୍ୟମ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

ପୋଲସରା – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଆକ୍ରମଣ

0
ପୋଲସରା ୧୯-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ଥାନା ଅନ୍ତର୍ଗତ ବିଲେଇଝୁରି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଗା ପ୍ରଧାନ(୨୫)।ଆହତଙ୍କ...

ପ୍ରଧାନମନ୍ତ୍ରୀ ମୋଦୀ ଉପରେ ନିର୍ମିତ ବାୟୋପିକକୁ ଉର୍ମିଲା ମାତୋଣ୍ଡକର କହିଲେ ଏକ ମଜାକ –...

0
ମୁମ୍ବାଇ ୧୯-୪ (ଓଡ଼ିଆ ପୁଅ) ଅଭିନେତ୍ରୀରୁ କଂଗ୍ରେସ ପ୍ରାର୍ଥିୀ ହୋଇଥିବା ଉର୍ମିଲା ମାତୋଣ୍ଡକର ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସ ପ୍ରାର୍ଥିୀ ଅଟନ୍ତି। ଉର୍ମିଲା ମାତୋଣ୍ଡକର ମୁମ୍ବାଇ ମରାଠୀ ପତ୍ରକାର ସଂଘ ସହିତ ବାର୍ତ୍ତାଳାପ...

ରଣପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର- କହିଲେ କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ବିଜେପି...

0
ରଣପୁର ୧୯-୪ (ଓଡ଼ିଆ ପୁଅ) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରଣପୁରରେ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। ନୟାଗଡ଼ର ରଣପୁର ସଭାରେ କାଳିଆ, ମିଶନ ଶକ୍ତି ଓ...

ବଲାଙ୍ଗୀର: ଯାତ୍ରୀବାହୀ ବସ ଓଲଟିଲା, ଜଣେ ମୃତ ଓ ୬ ଆହତ

0
ବଲାଙ୍ଗୀର, ୧୯-୪ (ଓଡ଼ିଆ ପୁଅ) : ବଲାଙ୍ଗୀର ପୁଇଁତଳା ନିକଟରେ ଶ୍ରୀରାମ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିବା ଫଳରେ ଅରୁଣ ପାତ୍ର ନାମକ ଜଣେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ...

ଇଭିଏମ ଭଙ୍ଗା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜାମିନ୍ ଆବେଦନ ଖାରଜ, ଜେଲ୍‌ ଗଲେ

0
ସୋରଡ଼ା, ୧୯-୪ (ଓଡ଼ିଆ ପୁଅ) : ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ...

ଜୀବିକା ଦେଇଛି ମହୁଲ, ମିଳୁନି ଉଚିତ ମୂଲ୍ୟ

0
ବଡ଼ବିଲ ୧୯/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) ବଣଜଙ୍ଗଲ ବହୁ ପ୍ରକାର ଖାଦ୍ୟ ଯୋଗାଇଦେଇଥାଏ। ବର୍ଷ ତମାମ ବିଭିନ୍ନ ପ୍ରକାରର ଫଳ, ଫୁଲ, ପତ୍ର ତଥା ଅନ୍ୟାନ୍ୟ ଖାଦ୍ୟ ଓ ବନଜାତ ଦ୍ରବ୍ୟ ଯୋଗାଇଥାଏ।...

ଦ୍ୱିତୀୟ ପର୍ଯ୍ୟାୟରେ ୯୫ଟି ଲୋକସଭା ଆସନ ପାଇଁ ମତଦାନ ସଂପନ୍ନ: ୬୬ ପ୍ରତିଶତ ମତଦାନ

0
ନୂଆ ଦିଲ୍ଲୀ ୧୮-୪ (ଓଡ଼ିଆ ପୁଅ) ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାରଦିନ ସମଗ୍ର ଦେଶରେ ୧୨ଟି ରାଜ୍ୟ ଏବଂ ଏକ କେନ୍ଦ୍ର ଶାସିତ ପ୍ରଦେଶର ୯୫ଟି ଲୋକସଭା ଆସନ ପାଇଁ ମତଦାନ...

ଦିନ କୁ ଦିନ ବଢୁଛି ବିଜେଡିର ରାଜନୈତିକ ହିଂସା: ହିଂସାକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି...

0
ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ହିଂସା ଦମନ ସହ ହିଂସାକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ଭୁବନେଶ୍ୱର, ୧୮/୦୪ (ଓଡ଼ିଆ ପୁଅ) : ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡି ଦଳର ନେତା...

ପରାଜୟ ଭୟରେ ରକ୍ତମୁଖା ସାଜି ଆତଙ୍କରାଜ କରୁଛି ବିଜେଡି :ବିଜେପି

0
- ଖୋର୍ଦ୍ଧାରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଥିଲେ - ଘଷିପୁରରେ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ବିଜେଡିର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଛି - ସେରଗଡର ବୁଲୁ ପ୍ରଧାନ,...

ପାର୍ଟି ହାଇକମାଣ୍ଡ” ପିଞ୍ଜରା ମଧ୍ୟରେ ଆବଦ୍ଧିତ : “ଶୁଆ”- ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖାନ କରାଯାଉ- “ଫ୍ରିଥଟ୍...

0
ଭୁବନେଶ୍ୱର ୧୮/୦୪ (ଓଡ଼ିଆ ପୁଅ) : ଏହା ଦୁଃଖ ଓ ଲଜ୍ଜ୍ୟାର ବିଷୟ ଏହି ଯେ କର୍ପୋରେଟ୍ ହାଉସ୍ ର କୋଟି କୋଟି ଟଙ୍କାର ଚୋରା ଅନୁଦାନରେ ପରିପୁଷ୍ଠ ରାଜନୈତିକ ଦଳ ଗୁଡ଼ିକର...

ବିଜୁ ଜନତା ଦଳରେ ଦାୟୀତ୍ତ୍ୱ ପ୍ରଦାନ

0
ଭୁବନେଶ୍ୱର, ୧୮/୪ (ଓଡ଼ିଆ ପୁଅ) - ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ...

ଭୋଟ ବର୍ଜନ କଲେ ବାଲିଗୁଡା ବ୍ଲକର ଚାରୋଟି ଗ୍ରାମର ଛଅ ଶହରୁ ଉର୍ଦ୍ଧ୍ବ ଭୋଟର

0
କନ୍ଧମାଳ ୧୮-୪ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ବ୍ଳକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତର ବୁଥ୍ ନମ୍ବର ୫୨...

ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନଙ୍କ ଦିବାସ୍ୱପ୍ନ, ଓଡିଆ ଲୋକ ଜବାବ୍...

0
ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ - ଅନୁଗୁଳର ବିକାଶ ପାଇଁ ମୋଦି ପଠାଇଥିଲେ ୧ ହଜାର କୋଟି, ପିସି ପାଇଁ ଅର୍ଥ ଖର୍ଚ୍ଚ କଲେନି ନବୀନ - ବିଜେପି ସରକାର...

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ରଦ୍ଦ

0
ନୂଆ ଦିଲ୍ଲୀ ୧୮-୪ (ଓଡ଼ିଆ ପୁଅ) ୧୯.୦୪. ୨୦୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି।...

ଏପ୍ରିଲ ୧୯ରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୨୦ରେ ଆସୁଛନ୍ତି କେନ୍ଦ୍ର ସଂଖ୍ୟା...

0
ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ - ମୟୁରଭଂଜ, ନୟାଗଡ ଏବଂ କଟକ ସଦରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ - ସାଲେପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଠାରେ...

୨୩ରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0
- କେନ୍ଦ୍ରାପଡା ଓ ବାଲେଶ୍ୱର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର, ୧୮/୦୪ (ଓଡ଼ିଆ ପୁଅ) : ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି...

ନୂଆପଡା ଯୁବକଙ୍କ ମୃତ ଶରୀର ଉଦ୍ଧାର: ଗଳା କାଟି ହତ୍ୟା ସନ୍ଦେହ

0
ନୂଆପଡା -୧୮/୦୪-(ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରୀ )ନୂଆପଡା ଜିଲ୍ଲା ଧରମବନ୍ଧା ପଞ୍ଚାୟତର ଶିଶୁ ମନ୍ଦିର ପଛ ପଟେ ଆଜି ସକାଳୁ ଏକ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ଶବଟି...