Bureau
ମଇ ମାସ ଦ୍ବିତୀୟ ଶନିବାର ଓ ରବିବାର ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ...
ଭୁବନେଶ୍ବର ୧୦.୫ (ଓଡ଼ିଆ ପୁଅ) ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ମେ ୧୧ ତାରିଖ ଓ ୧୨ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ TIME ପତ୍ରିକାର ବିବାଦାସ୍ପଦ କଭର, ଲେଖିଲା- ‘ଡିଭାଇଡର ଇନ୍ ଚିଫ’
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଅନ୍ତର୍ରାଷ୍ଟ୍ରୀୟ ପତ୍ରିକା ଟାଇମର କଭର ଉପରେ ଏକ ବିବାଦାସ୍ପଦ ଲେଖାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବଡ଼ ହଲଚଲ ହୋଇଛି। ଏହି ପ୍ରତିଷ୍ଠିତ ପତ୍ରିକା ପ୍ରଧାନମନ୍ତ୍ରୀ...
କ୍ରସର ପରିଚାଳକଙ୍କୁ ହତ୍ୟା
ଯାଜପୁର ୧୦/୫ (ଓଡ଼ିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନସ୍ଥ ଜେନାପୁର ଥାନ ଅନ୍ତର୍ଗତ ବାଘୁଆଛକ ନିକଟସ୍ଥ ଏକ କ୍ରସରର ଘରୁ ସେହି କ୍ରସରରେ କାର୍ଯ୍ୟ କରୁଥିବା ବଡଚଣା ବ୍ଲକ...
ଭାରତୀୟ ବାୟୁ ସୀମାରେ ପାକିସ୍ଥାନ ଏୟାରସ୍ପେସରୁ ଆସିଥିବା ବିମାନକୁ ଏୟାର ଫୋର୍ସ ଜୟପୁରରେ ଓହ୍ଲାଇଲେ,...
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଭାରତୀୟ ବାଯୁସେନାର ଫାଇଟର ଜେଟ୍ସ ଭାରତୀୟ ବାୟୁ ସୀମାରୁ ଆସିଥିବା ପାକିସ୍ଥାନୀ ଏୟାରସ୍ପେସରୁ ଆସିଥିବା ଏଟେନବ ଏ ଏନ ୧୨ ବିମାନକୁ ଜୟପୁର ଏୟାରପୋର୍ଟ ରେ...
ଅଗଷ୍ଟରେ ଖୋଲିବ ବସ୍ ଟର୍ମିନସର ନୂଆ ଫୁଡ଼ କୋର୍ଟ
ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସମ୍ବଲପୁର ଉନ୍ନୟନ ପ୍ରଧୀକରଣ (ଏସଡ଼ିଏ) ପକ୍ଷରୁ ଅଇଁଠାପାଲି ନୂଆ ବସ ଟର୍ମିନସ ଠାରେ ନିର୍ମାଣାଧୀନ ଫୁଡ଼ କୋର୍ଟ ଆଗାମୀ ଅଗଷ୍ଟ ମାସ ବେଳକୁ କାର୍ଯକ୍ଷମ ହେବ। ପ୍ରଥମ...
ଆସନ୍ତା ୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବ-ଧର୍ମେନ୍ଦ୍ର ପ୍ରଧାନ
ଫୋନି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
- ପୁରୀକୁ ୧୮ ପେୟାରରୁ ୧୦ ପେୟାର ଟ୍ରେନ୍ ଚଳାଚଳା ଆରମ୍ଭ ହେଲାଣୀ
- ଘଡିସନ୍ଧି ମୂହର୍ତରେ ରେଳବିଭାଗର...
ପାରଦ ୪୦ ଡିଗ୍ରୀ ଛୁଇଁଲାଣି ଆବଶ୍ୟକ ଅନୁଯାୟୀ ଖୋଲା ଯାଉ ନାହିଁ ଜଳଛତ୍ର
ପାଟଣା ୧୦-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) - ସାରାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡେଇରେ ଭାଜି ହୋଉଛନ୍ତି ଲୋକେ। ସୂର୍ଯ୍ୟଙ୍କ କୋପ ଦୃଷ୍ଟିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲା। ପ୍ରବଳ...
ଦୁଇ ମହିଳାଙ୍କ ସମେତ ଚାରୀ ଜଣଙ୍କ ଠାରୁ ବିପୁଳ ନିଶା ଔଷଧ ଜବତ
ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସମ୍ବଲପୁର ଟାଉନ ଥାନା ପୋଲିସ ଗତ ରାତି ସାହୁକଲୋନୀ ରେ ଚଢାଉ କରି ବିପୁଳ ପରିମାଣର ନିଶା ଔଷଧ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଶହେ...
ଚୋରୀ ତମ୍ବା ତାର ସହ ଦୁଇ ଗିରଫ
ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସହରର ଅଇଁଠାପାଲି ଥାନାନ୍ତର୍ଗତ ପାଂଚଗଛିଆ। ଠାରେ ଥିବା ଏଟିସି ଟାଓରରୁ ଦେଢ ଲକ୍ଷ ଟଙ୍କା ମୁଲ୍ୟର ତମ୍ବାତାର ଚୋରୀ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସକ୍ଷମ ହୋଇଛି।...
ଫୋନି ବାତ୍ୟା ପରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସୁଧାର ପାଇଁ ଆରବିଆଇ ସମେତ ସମସ୍ତ ସରକାରୀ...
ଫୋନି ପ୍ରଭାବିତ ଅଂଚଳରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା-ଧର୍ମେନ୍ଦ୍ର ପ୍ରଧାନ
- ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟରେ ସମନ୍ୱୟ କରିବା ପାଇଁ ଆସନ୍ତାକାଲି ଖୋଲିବ ଏକ କଂଟ୍ରୋଲରୁମ୍
- ନଗଦ ଟଙ୍କାର ଅଭାବ ନଥିବା ଆରବିଆଇ ର...
ବ୍ୟାଙ୍କମାନଙ୍କ ସହ ସମୀକ୍ଷା ପରେ କେନ୍ଦ୍ରଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ବାତ୍ୟା ପ୍ରଭାବିତ ହୋଟେଲ ଶିଳ୍ପ ତଥା କୃଷି, ପଶୁପାଳନ ଓ ଆନୁସଙ୍ଗିକ କ୍ଷେତ୍ରପାଇଁ ବ୍ୟାଙ୍କ ମାନଙ୍କ ଦ୍ୱାରା ସୁହାଇବା ଭଳି ବ୍ୟବସ୍ଥା କରିବାକୁ ଅନୁରୋଧ।
- ଇନସ୍ୟୁରାନ୍ସ କ୍ଲେମ୍ ପକ୍ରିୟାକୁ ତ୍ୱରାନ୍ୱିତ କରାଯାଉ।
- ଏସ୍ବିଆଇ...
ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ
ପଟାଙ୍ଗୀ ୧୦-୫ (ଓଡିଆ ପୁଅ/ମେଘା ଗୁଣ୍ଠା)କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଟାଙ୍ଗୀ ଠାରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ ଦିବସ ପାଳିତ ହୋଇଯାଇଅଛି। ଗୋଷ୍ଠି...
ସମ୍ବଲପୁର ଜିଲ୍ଲାରେ ଶାଶ୍ୱତ ଓ ଶୁଭାଂଗୀଙ୍କ ସଫଳତା
ସମ୍ବଲପୁର ୧୦-୫ (ଓଡ଼ିଆ ପୁଅ) - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼-ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସମ୍ବଲପୁରର ବିଦ୍ୟାଳୟ ଗୁଡ଼ିକର ଭଲ ରେଜଲ୍ଟ ହୋଇଛି। ସମ୍ବଲପୁର ଜିଲ୍ଲାର ଗୁରୁନାନକ୍ ପବ୍ଲିକ୍...
ମାଲକାନଗିରିର ଦୁର୍ଷମ ପୀଡିତାର ମୃତ୍ୟୁ ପ୍ରସଙ୍ଗରେ: ରାଜ୍ୟରେ ଆଉ କେତେ ନାବାଳିକାଙ୍କ ଜିବନ ଗଲେ...
ଭୁବନେଶ୍ୱର, ତା.୦୯/୦୫ (ଓଡ଼ିଆ ପୁଅ) : ମାଲକାନଗିରିର ଗୋବିନ୍ଦପାଲୀ କଲେଜ ଛାତ୍ରୀ ଗଣଦୁଷ୍କର୍ମ ପରେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ ପରେ ଏମ୍ସ ହସପିଟାଲଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି।...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଏଚ.ଡି.ଏଫ.ସି ବ୍ୟାଙ୍କ ୧୦ କୋଟି, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ...
ଭୁବନେଶ୍ଵର, ୯-୫-୧୯ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଅଯାଇଛି। ଏଚ.ଡି.ଏଫ.ସି...
ଗାଧୋଇବା ବେଳେ ପୋଖରୀରେ ବୁଡି ବାଳିକା ମୃତ
ବଡ଼ବିଲ, ତା ୯ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଡଙ୍କୁରି ଗ୍ରାମର ମାୟାଧର ସାଙ୍କ ଝିଅ ମୋନାଲିସା ସା(୧୭ ) ଆଜି ୧୦ଘଟିକା ସମୟରେ ଗ୍ରାମ...
ଫନୀ ପରେ ଓଡ଼ିଶାରେ ବିଜୁଳି ନାହିଁ: ନାସା ପୋଷ୍ଟ କଲା ସ୍ୟାଟେଲାଇଟ୍ ଇମେଜ୍ –...
ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ)ଓଡ଼ିଶାରେ ବାତ୍ୟା ଫନୀ ପରେ, ଓଡ଼ିଶାର ବିଜୁଳି ସମସ୍ୟାକୁ ନେଇକରି ନାସା ଦ୍ୱାରା ସ୍ୟାଟେଲାଇଟ୍ ଫଟୋ ସେୟାର କରାଯାଇଛି ଏବଂ ନାସା ଫଟୋ ସେୟାର କରି ଲେଖିଛିଯେ,...
ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଢ଼ଙ୍ଗୀ: ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ...
ଭୁବନେଶ୍ଵର ୯-୫ (ଓଡ଼ିଆ ପୁଅ) : ଓଡିଶା ଶୁଟର ଶ୍ରୀୟଙ୍କା ଷଢ଼ଙ୍ଗୀ ୧୦ ମିଟର ଏୟାର ରାଇଫଲ୍ ମିକ୍ସ୍ଡ ପ୍ରତିଯୋଗିତାରେ ଗଗନ ନାରଙ୍ଗଙ୍କ ସହିତ ପ୍ଲେଂଜନରେ ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ...
ଫୋନି ବାତ୍ୟା ସହାୟତା: ଏନ୍.ଡ଼ି.ଆର୍.ଏଫ୍. ଡ଼ିଜିଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୮ ମଇ (ଓଡ଼ିଆ ପୁଅ) : ରାଜ୍ୟରେ ଫୋନି ବାତ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ପ୍ରଗତି ସଂର୍ପକରେ ଏନ୍.ଡ଼ି.ଆର୍.ଏଫ୍.ର ଡ଼ିଜି ଏସ୍.ଏନ୍. ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା...
ଫୋନି ପରେ ଟେଲିଫୋନ୍ ସେବା ସଚଳ ପାଇଁ ଟେଲିକମ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ...
ଖୁବଶୀଘ୍ର ଟେଲିଫୋନ୍ ଓ ମୋବାଇଲ ସେବାରେ ଉନ୍ନତି ଆସିବ-ଧର୍ମେନ୍ଦ୍ର ପ୍ରଧାନ
- ପୁରୀ, ଭୁବନେଶ୍ୱର, କଟକ, ଖୋର୍ଧା, ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡା ପରି ଅଂଚଳକୁ ପ୍ରାଥମିକତା
- ଯେଉଁ ସ୍ଥାନରେ ଟେଲିଫୋନ ଟାଓାର କାମ କରୁନି,...






