Home ଓଡ଼ିଶା ବିଜେପୁର ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା: ସନତ ଗଡତିଆ ହେଲେ ଦଳୀୟ ପ୍ରାର୍ଥୀ

ବିଜେପୁର ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା: ସନତ ଗଡତିଆ ହେଲେ ଦଳୀୟ ପ୍ରାର୍ଥୀ

381

ଭୁବନେଶ୍ୱର, ତା.୨୯/୦୯ (ଓଡ଼ିଆ ପୁଅ) : କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତିକ୍ରମେ ଓଡିଶାରେ ହେବାକୁ ଥିବା (୨) ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଶ୍ରୀ ସନତ ଗଡତିଆଙ୍କ ନାମ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଜେ.ପି.ନଡ୍ଡା ଘୋଷଣା କରିଛନ୍ତି।

ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.