Bureau
ଆଜିଠୁ ପଦଯାତ୍ରା ଆରମ୍ଭ କରିବେ ୩ ଦଳ
ଭୁବନେଶ୍ଵର,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜିଠାରୁ ଆରମ୍ଭ ହେଉଛି ପଦଯାତ୍ରା । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ କରିବେ । ଏଥିପାଇଁ ତିନି ଦଳ ପ୍ରସ୍ତୁତି ଶେଷ କରିଛନ୍ତି...
ଦଶହରାରେ ବର୍ଷା ସାଜିପାରେ ବାଧକ !
ଭୁବନେଶ୍ଵର,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ବର୍ଷା ସାମାନ୍ୟ କମିଥିବାବେଳେ ଦଶହରାରେ ପାଗ ମେଘୁଆ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୫...
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୋଦି
ନୂଆଦିଲ୍ଲୀ,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟସ୍ଥିତ ସମାଧିସ୍ଥଳରେ ପହଞ୍ଚି ଜାତିର...
ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ମିଳିଛି ଅପୂର୍ବ ସମର୍ଥନ: ଧର୍ମେନ୍ଦ୍ର
ଭୁବନେଶ୍ୱର,୦୨/୧୦: ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ବିଜେପି ପକ୍ଷରୁ ଗତ ସେପ୍ଟେମ୍ବର ୧ ଠାରୁ ୩୦ ପର୍ଯ୍ୟନ୍ତ ମାସେବ୍ୟାପୀ ଆରମ୍ଭ କରାଯାଇଥିବା...
ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ
ଭୁବନେଶ୍ୱର,୦୨/୧୦: ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ହୋଇଥିଲା । ଆଜି ୧୫୦ଗାନ୍ଧୀଜୀଙ୍କର ତମ ଜନ୍ମ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ) ଅହିଂସାର...
ବିପୁଳ ବିସ୍ଫୋରକ ଜବତ
ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି ।...
ମାଉସୀ ଘରକୁ ବୁଲିବାକୁ ଆସି ଶିଶୁ ନିଖୋଜ,ଥାନାରେ ଏତଲା
ରାଉରକେଲା,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଷ୍ଟିଲ୍ ସିଟି ରାଉରକେଲାରେ ଅଘଟଣ । ସୁନୀଲ ଗୁପ୍ତା ନାମକ ୧୧ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଜ ବଡ଼ ଭାଇ ସହ...
ବଢିଲା ରେଙ୍ଗାଲୀ ଜଳସ୍ତର
ଅନୁଗୁଳ,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଖୋଲିଲା ରେଙ୍ଗାଲି ଗେଟ । ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଲି ଜଳଭଣ୍ଡାରରୁ ଗୋଟିଏ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ରେଙ୍ଗାଲି ଜଳଭଣ୍ଡାରର...
ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ ସଂପୂର୍ଣ୍ଣ କଟକଣା
ଭୁବନେଶ୍ୱର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’ । ଏନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗ...
ବିଭିନ୍ନ ଦାବି ପୂରଣ ନେଇ ସହର ପରିକ୍ରମା କଲା ଆଦିବାସୀ ମେଳି
ବ୍ରହ୍ମପୁର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ବିଶାଳ ଆଦିବାସୀ ମେଳି ସହ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଦିବାସୀ ଭାରତ ମହାସଭାର...
ଆଗକୁ ଅଛି ପ୍ରବଳ ବର୍ଷା
ଭୁବନେଶ୍ଵର,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିବା ଯୋଗୁଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା...
ଲଗାଣ ବର୍ଷାରେ ଚାରିଆଡ଼େ ବନ୍ୟା ପରିସ୍ଥିତି
ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଲଗାଣ ବର୍ଷା ପରେ ବିହାର ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି କହିଲେ ନ ସରେ । ବର୍ଷା ଯୋଗୁଁ ପରିସ୍ଥିତି ଏଭଳି ହେଲା ଯେ ୨ଟି ରାଜ୍ୟ ର...
ପୁଣି ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨ଟି ଗେଟ
ସମ୍ବଲପୁର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଖୋଲିଲା ହୀରାକୁଦର ଆଉ ୨ଟି ଗେଟ । ଜଳଭଣ୍ଡାର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ତେବେ ଗତ କିଛି ଦିନ...
ଷ୍ଟୋଭ ଫାଟି ୪ ଗୁରୁତର, ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଷ୍ଟୋଭ ଫାଟି ୪ ଗୁରୁତର । ରୋଷେଇ କରୁଥିବାବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ...
କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି
ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଗତ...
ବାଟାଗୁଡାରେ ଆଇନ ସଚେତନତା ଶିବିର
ବାଲିଗୁଡା,୩୦-୯.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାଟାଗୁଡା ଠାରେ ଶାନ୍ତିମୈତ୍ରୀ ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ପଟ୍ଟନାୟକ, ଏସଡିଜେଏମ...
କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌରବ ହରାଉଛି ୧୦୦ବର୍ଷର ପୁରୁଣା ବିଦ୍ୟାଳୟ
ବାଲିଗୁଡା, ୩୦-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ମଧ୍ୟରେ ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଗଣତି ହେଉଛି। ୧୮୧୭...
ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ – ଧର୍ମେନ୍ଦ୍ର...
ରାଉରକେଲାରେ ଭାରତୀୟ ମଜଦୁର୍ ସଂଘ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
- ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବା ଭାରତୀୟ ମଜଦୁର୍ ସଂଘର ସ୍ପଷ୍ଟ ବିଚାରଧାରା
- ଦେଶର ଆମଦାନୀ ଓ ରୋଜଗାରକୁ ବଢାଇବାରେ ଶ୍ରମିକମାନଙ୍କ ରହିଛି ମହତ୍ୱପୂର୍ଣ୍ଣ...
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୦ଟା ୨୦ମିନିଟ ସମୟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଏହି...
ନୀତି ଆୟୋଗ ଦ୍ୱାରା ପ୍ରଥମ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ ଉନ୍ମୋଚିତ : ପ୍ରଶାସନିକ...
ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ପ୍ରଥମ ଥର ପାଇଁ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ (ଏସଇକ୍ୟୁଆଇ) ବିକଶିତ କରାଯାଇଛି। ଏହା ମାଧ୍ୟମରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ...





