Home Authors Posts by Bureau

Bureau

17674 POSTS 0 COMMENTS

ଆମ୍ବୁଲାନ୍ସ ରୁ ତେଲ ସରିଥିବା ଘଟଣାରେ ନିଲମ୍ବିତ ହେଲେ ଆମ୍ବୁଲାନ୍ସ ଡ୍ରାଇଭର

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆମ୍ବୁଲାନ୍ସରୁ ତେଲ ସରିଯିବା ଏବଂ ସେଥିପାଇଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହେବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇ...

ବିଜେପି ନେତାଙ୍କୁ ହତ୍ୟା

0
ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ରରେ ଚାଞ୍ଚଲ୍ୟ । ଜଣେ ବିଜେପି ନେତାଙ୍କ ଘରେ ପଶି ସେମାନଙ୍କୁ ଗୁଳି କରିବା ଘଟଣାରେ ୩ ଅଭିଯୁକ୍ତ ଆଜି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା...

୫୦ ଫୁଟ ତଳକୁ ଖସିଲା ଗାଡି

0
କନ୍ଧମାଳ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଫଳରେ  ୫୦ ଫୁଟ ପୋଲ ତଳକୁ ଏକ ରୋଲର ବୋଝେଇ ଗାଡି...

ଯନ୍ତ୍ରଣାରେ ଛଟପଟ ହେବା ପରେ ଆଖି ବୁଜିଲା ମାଈ ହାତୀ

0
କେନ୍ଦୁଝର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ଦୀର୍ଘ ୯ ଦିନ ଧରି ଛଟପଟ ହେବା ପରେ ଶେଷରେ ଆଖି ବୁଝିଛି ମାଈ ହାତୀ । ହରପିସ ରୋଗରେ ଆକ୍ରାନ୍ତ ଭାବି ତାର ଉତ୍ତମ ଚିକିତ୍ସା...

୨ ଦିନିଆ ଫ୍ରାନ୍ସ ଗସ୍ତରେ ରାଜନାଥ ସିଂହ

0
ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଭାରତୀୟ ବାୟୁସେନାର ବିମାନ ଆଣିବା ପାଇଁ ସେ ଫ୍ରାନ୍ସ ଯାଇଛନ୍ତି ବୋଲି ସୂଚନା...

ମହାନଦୀରେ ୬ ନାବାଳିକା ଭାସିଯିବା ଘଟଣାରେ ମିଳିନାହିଁ ଅନ୍ୟ ଜଣେ ଝିଅର ପତ୍ତା

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଗତକାଲି ମହାନଦୀ ତୁଠରେ ୬ ଜଣ ଝିଅ ଭାସି ଯାଇଥିଲେ। ଏଥିରେ ୫ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ନିଖୋଜ ଅଛନ୍ତି ।...

ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା, ପୋଲିସର ଛାନଭିନ ଆରମ୍ଭ

0
ଝାରସୁଗୁଡ଼ା,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଝାରସୁଗୁଡ଼ାରେ ହୋଇଛି ବିଭତ୍ସ ହତ୍ୟାକାଣ୍ଡ । ତିହାଡ଼ିପାଲି ଗାଁର ଗୁଣ ସାଗର ଦାସଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଛି । ତେବେ  ଗୁଣସାଗର ଗତ କାଲି ସନ୍ଧ୍ୟାରେ...

ଗଛ କାଟିବା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

0
ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆରେ ମାମଲାରେ ସୁପ୍ରିମ୍‌ମୋକୋଟ୍‌ରେ ଶୁଣାଣି ହୋଇଛି ।  ଆରେ ଜଙ୍ଗଲରୁ ଗଛ ନ କାଟିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୁମ୍ବାଇର ଆରେ...

ବିଧାୟକଙ୍କ ନାମରେ ଫେକ ଆଇଡି ଖୋଲି ଠକେଇ ଉଦ୍ୟମ

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ବିଧାୟକଙ୍କ ନାମରେ ଫେକ ଆଇଡି ଖୋଲି ଠକେଇ ଉଦ୍ୟମ । ଏଭଳି ଉଦ୍ୟମ କରି ଶେଷରେ ଗିରଫ ହୋଇଛନ୍ତି ଯୁବକ । ତେବେ ବିଧାୟକ ସରୋଜ ମେହେରଙ୍କ...

ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

0
କଟକ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): କଟକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାତିରେ ଶୋଇଥିବା ବେଳେ ବାହାରୁ ଦୁର୍ବୃତ୍ତ କବାଟରେ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି । ବାଲିପଡା...

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ

0
ସମ୍ବଲପୁର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଜଳସ୍ତର ବୃଦ୍ଧି ଯୋଗୁଁ ପୁଣି ଖୋଲିଲା ହୀରାକୁଦ ଜଳଭଣ୍ତାର । କିଛି ଦିନଧରି ଜଳସ୍ତର କମ ଥିବାରୁ ଗେଟ ବନ୍ଦ ରହିଥିଲା । ମାତ୍ର ଆଜି ପୁଣି ଗେଟ...

ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଗୋଟିଏ ଗେଟ

0
ଅନୁଗୁଳ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଜଳସ୍ତର ବୃଦ୍ଧି ପାଇବାରୁ ଆଜି ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଛି । ତେବେ ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ବନ୍ୟାଜଳ ନିଷ୍କାସନ କରାଯାଇଛି ।...

ମଝିରୁ ଭୁଷୁଡି ପଡିଲା ପୋଲ

0
ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ହତାଠ୍‌ ଭାଙ୍ଗିଗଲା ପୋଲ। ଆଉ ନଦୀ ମଝିକୁ ଖସିପଡିଲା କାର୍‌। ରବିବାର ଗୁଜୁରାଟରେ ଏହି  ଘଟଣା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ସବୁ ଗାଡ଼ି ମୋଟର...

ଆଜି ମା’ଙ୍କ ମହାନବମୀ ପୂଜା

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ଜଗତ ଜନନୀ ମା ଦୁର୍ଗାଙ୍କ ମହାନବମୀ । ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା ଅଟେ। ଏଥିପାଇଁ ଆଜି ସକାଳୁ ଦେବୀଙ୍କର ମହାସ୍ନାନ ପରେ...

ଆସନ୍ତା ୨ ଦିନ ମଧ୍ୟରେ ହୋଇପାରେ ବର୍ଷା

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ପାର୍ବଣର ଋତୁ ଚାଲିଛି । ଏଥିପାଇଁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମନ୍ତେ ଉତ୍ସାହର ସହ ମନାଉଛନ୍ତି ମା ଜଗତଜନନୀଙ୍କ ପୂଜା । ଆଉ ବେଶ ଉପଭୋଗ...

ଭୁବନେଶ୍ଵର ରୁ ବ୍ୟକ୍ତିଙ୍କ ଅଜଣା ମୃତଦେହ ଉଦ୍ଧାର

0
ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଭୁବନେଶ୍ଵର ରୁ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନିକୋପାର୍କ ଛକ ନିକଟରୁ ଏହା ଉଦ୍ଧାର କରାଯାଇଛି । ତେବେ ଆଶ୍ଚର୍ଯ୍ୟ ର...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ୫ ଆହତ

0
ଚାନ୍ଦବାଲି,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଚାନ୍ଦବାଲି ବ୍ଲକ ଘଟେଶ୍ବର ବଜାରରେ ଦୂର୍ଗା ମଣ୍ଡପ ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ତେବେ ଏହି ଗୋଷ୍ଠୀ ସଂଘର୍ଷର କାରଣ ପୂର୍ବ ଶତ୍ରୁତା ବୋଲି ଜଣାପଡିଛି । ତେବେ...

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

0
କଟକ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ଫାଟିଲା ଗ୍ୟାସ ସିଲିଣ୍ଡର, ଆଉ ଜଳିଗଲା ଘର । ଏହି ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କୁସମ୍ବୀ ଗାଁରେ । ସୂଚନା ଅନୁସାରେ, ରୋଷେଇ...

୧୧ କେଭି ତାର ନେଲା ନାବାଳକ ଜୀବନ

0
ଗଜପତି,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏହି ଘଟଣା ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖାଲ ଗାଁ ନିକଟରେ ଘଟିଛି...

ଅଲୋଡା ଶିଶୁ କନ୍ୟା

0
ମୟୂରଭଞ୍ଜ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଅଲୋଡ଼ା ପାଲଟିଛି ଶିଶୁ କନ୍ୟା । ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ସିଙ୍ଗଡା ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ତେବେ ସୂଚନା ଅନୁସାରେ,...