Home ଓଡ଼ିଶା ଅଲୋଡା ଶିଶୁ କନ୍ୟା

ଅଲୋଡା ଶିଶୁ କନ୍ୟା

354

ମୟୂରଭଞ୍ଜ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଅଲୋଡ଼ା ପାଲଟିଛି ଶିଶୁ କନ୍ୟା । ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ସିଙ୍ଗଡା ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ତେବେ ସୂଚନା ଅନୁସାରେ, ପିଲାଟିର କାନ୍ଦ ଶୁଣି  ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଶିଶୁଟିକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥଲେ । ବର୍ତ୍ତମାନ ଶିଶୁଟି ଭଲ ଥିବା ଡ଼ାକ୍ତର କହିଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.