Home Authors Posts by Bureau

Bureau

17674 POSTS 0 COMMENTS

ଉପନିର୍ବାଚନ ପୂର୍ବରୁ ଡ଼ିଜିଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ

0
ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ କୁ ଆଉ ରହିଲା ଦିନ କେଇଟା । ୨୧ ତାରିଖରେ ଅନୁଷ୍ଠିତ ହେବ ବିଜେପୁର ଉପନିର୍ବାଚନ ଓ ଆଜିଠୁ ପ୍ରଚାର ମଇଦାନ ଜୋର ଧରିବ...

ଅତି ନିର୍ମମ ଭାବେ ଯୁବକଙ୍କ ହତ୍ୟା

0
ମୟୁରଭଞ୍ଜ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା ଉପରେ ଭିଙ୍ଗି ଚାଲିଗଲେ । ଏଭଳି ହତ୍ୟାକାଣ୍ଡ ପଛରେ କାରଣ ଜଣାପଡିନଥିବା ବେଳେ ଗାଁ ଲୋକେ ପ୍ରଥମେ ଏହା...

ମାଲକାନଗିରିରେ ଭିକେ ପାଣ୍ଡିଆନ

0
ମାଲକାନଗିରି,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ମାଲକାନଗିରି ରେ ପହଞ୍ଚିଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସେଠାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ରୋଗୀଙ୍କ ସହ ମଧ୍ୟ...

ନିର୍ମମ ହତ୍ୟା

0
ମୟୁରଭଞ୍ଜ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ମୟୁରଭଞ୍ଜ ଜିଲ୍ଲା କପାଡିହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଜଣେ ବ୍ୟକ୍ତିଙ୍କ ବେକକୁ ଅତି ନିର୍ମମ ଭାବେ କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି...

ହାତୀ ଆକ୍ରମଣରେ ଜଣେ ଗୁରୁତର

0
ଖୋର୍ଦ୍ଧା,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଖୋର୍ଦ୍ଧା ବନଖଣ୍ଡ ରାମେଶ୍ୱରରେ ଏହା  ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ...

ରକ୍ତରଞ୍ଜିତ ହେଲା ମା ବସ୍ତ୍ରେଣୀଙ୍କ ପୀଠ

0
କଳାହାଣ୍ଡି,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ପଶୁ ବଳିରେ ଭିଜିଲା ପୀଠ । ମା ବୁଢି ବସ୍ତ୍ରେଣୀଙ୍କ ପୀଠରେ ଆଜି ଶତାଧୀକ ବଳି ପଡି ରକ୍ତ ରଞ୍ଜିତ ହୋଇଛି । କଳାହାଣ୍ଡି ଜିଲ୍ଲା...

ମତ୍ସ୍ୟଜୀବୀ ନିଖୋଜ ଘଟଣାରେ ଜଣେ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର

0
ପାରାଦୀପ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡି ଘଟଣାରେ ନିଖୋଜ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ତେବେ ଏବେ ବି ଆଉ...

ଖୋଲିଲା ଆଉ ୨ଟି ଗେଟ

0
ସମ୍ବଲପୁର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ଗେଟ ଖୋଲିବା ପରେ ଏବେ ଜଳଭଣ୍ଡାରର ଜଳସ୍ତର ୬୩୦ ଘନଫୁଟ ରହିଛି । ତେବେ ସୂଚନା...

ଭସାଣୀ ପାଇଁ ସ୍ବତନ୍ତ୍ର ଆୟୋଜନ

0
ଭୁବନେଶ୍ୱର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଚାହୁଁ ଚାହୁଁ ସରିଗଲା ଦଶହରା । ଆଉ ଆଜି ଭସାଣୀ । ଦଶଦିନ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା ଦୁର୍ଗା । ପୁଣି ଏହି ଦିନ...

ରାବଣ ତଳେ ପଡିବାରୁ ବାଳକ ଗୁରୁତର,ଜିଲା ମେଡିକାଲରେ ଭର୍ତି

0
ନୂଆପଡ଼ା-୮/୧୦-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲା କୋମନା ବ୍ଲକ କାଣ୍ଡେତରା ଗ୍ରାମରେ ରାବଣ ପୋଡି ବେଳେ ଏକ ଅଘଟଣ ଘଟିଛି । ମିଲିଥିବା ସୂଚନା ଅନୁସାରେ ଆଜି ସଂଧ୍ୟାରେ ବିଜୟା ଦଶମୀ ଉପଲକ୍ଷେ ପଡିଆରେ...

ମାଛ ଧରିବାକୁ ଯାଇ ୩ ମତ୍ସ୍ୟଜୀବୀ ନିଖୋଜ

0
ପାରାଦୀପ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ମାଛଧରା ବୋଟ ଓଲଟି ୩ ମତ୍ସ୍ୟଜୀବୀ ନିଖୋଜ । ଏହି ଘଟଣା ପାରାଦୀପର ନେହେରୁ ବଙ୍ଗଳା ନିକଟରେ ଘଟିଥିବା ସୂଚନା ମିଳିଛି । ତେବେ ମତ୍ସ୍ୟଜୀବୀ ମାନେ...

ନାଗପୁରରେ ଓଡ଼ିଆ ଶ୍ରମିକଙ୍କ ଗୋଡ଼ ଆଙ୍ଗୁଠି କାଟି ଦେଲେ ହାତ ଆଙ୍ଗୁଠି ଭାଙ୍ଗି ଟ୍ରେନ...

0
ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ରୋଜଗାର ପାଇଁ ମହାରାଷ୍ଟ୍ରର ନାଗପୁରକୁ ଯାଇଥିବା ଓଡିଶାର ନୂଆପାଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଉପରେ ହୋଇଛି ଅମାନୁଷିକ ଅତ୍ୟାଚାର। ଚମରୁ ପହରିଆ ନାମକ ଜଣେ...

ଜିଲ୍ଲା ବାହାର ଡକାୟତ ଦଳର ୬ଜଣ ଗିରଫ: ବାଇକ ଟଙ୍କା ମୋବଇଲ ସହ ବହୁ...

0
ବାଲିଗୁଡା, ୮-୧୦ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତର ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ୍ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳତା ହାସଲ...

ପାରିବାରିକ କଳହକୁ କେନ୍ଦ୍ର କରି ମହିଳାଙ୍କ ଆତ୍ମହତ୍ୟା

0
କେନ୍ଦ୍ରାପଡ଼ା,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ବଡମଠ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ଅନୁସାରେ, ଜଣେ ମହିଳା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା...

ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

0
ସମ୍ବଲପୁର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ହାତୀ ଆତଙ୍କକୁ ନେଇ ଯେତେ ଖବର ବାହାରିଲେ ମଧ୍ୟ ଏହା ର କିଛି ପ୍ରଭାବ ପଡ଼ୁନାହିଁ । ଦିନକୁ ଦିନ ହାତୀ ଆତଙ୍କ ବଢୁଛି । ହାତୀ...

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ଆଶଙ୍କା

0
ଭୁବନେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ):ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଦକ୍ଷିଣ ଉପକୂଳ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ...

ଭଷାଣୀ ପାଇଁ ୩୦ ପ୍ଲାଟୁନ ପୋଲିସ ହେବେ ମୁତୟନ

0
ଭୁବନେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ମା ଦୁର୍ଗାଙ୍କ ପବିତ୍ର ବିଜୟାଦଶମୀ । ଏହି ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଆଉ ସବୁଆଡ଼େ ମାହୋଲ ଟିକିଏ ନିଆରା...

ପରକୀୟା ପ୍ରୀତିରେ କରୁଣ ପରିଣତି

0
ଜଗତସିଂହପୁର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ପରକୀୟା ପ୍ରୀତିର କରୁଣ ପରିଣତି । କୃଷ୍ଣଚନ୍ଦ୍ର ଚମ୍ପତିରାୟ ନିଜେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ । କୃଷ୍ଣଙ୍କର ମଧୁଙ୍କ ସହ ଫେସବୁକରୁ ପ୍ରେମ...

ବାୟୁସେନାର ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଅଭିନନ୍ଦନ

0
ନୂଆଦିଲ୍ଲୀ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ସମ୍ମାନିତ ହେଲେ ଅଭିନନ୍ଦନ ବର୍ତ୍ତମାନ । ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନିତ କରାଯାଇଛି ।...

ଚୋର ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

0
କନ୍ଧମାଳ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଦୀର୍ଘ ମାସ ଧରି ଚୋରି କରି ଆତଙ୍କ ଖେଳାଇ ଥିବା ଏକ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଏମାନେ ବିଭିନ୍ନ ସ୍ଥାନରୁ ଟଙ୍କା, ସୁନା...