Home ଓଡ଼ିଶା ନିର୍ମମ ହତ୍ୟା

ନିର୍ମମ ହତ୍ୟା

564

ମୟୁରଭଞ୍ଜ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ମୟୁରଭଞ୍ଜ ଜିଲ୍ଲା କପାଡିହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଜଣେ ବ୍ୟକ୍ତିଙ୍କ ବେକକୁ ଅତି ନିର୍ମମ ଭାବେ କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ସୁନାରାମ ମାରାଣ୍ଡି ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ନିଜ ସ୍ତ୍ରୀ ସହିତ ଯୋକା ଠାରେ ରାବଣପୋଡି ଦେଖୁବାକୁ ଯାଇ ଘରକୁ ଫେରିବା ସମୟରେ ମିଳିତ ଭାବେ କେହି ତଣ୍ଟି କାଟି ହତ୍ୟା କରିଥିଲେ । ଏହାଦେଖି ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.