Bureau
“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ : ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ
ଗଙ୍ଗପଡ଼ା ୧୯-୯ (ଓଡ଼ିଆ ପୁଅ) :- ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ...
ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ : ମାନବତାର ଭବିଷ୍ୟତ...
- ଏମ୍ଫାସିସ୍ ସେଣ୍ଟର ଫର୍ କ୍ୱାଣ୍ଟମ ସାଇନ୍ସ ଓ କୋଟକ୍- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
- ଶିକ୍ଷାନୁଷ୍ଠାନ ପରିସରରେ ଥିବା ୫ଜି ଟେଷ୍ଟ୍ ବେଡ୍, ୩ଡି -ପ୍ରିଣ୍ଟେଡ୍...
କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ପୈାରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ...
ଶିବାନନ୍ଦ ଆଶ୍ରମରେ ଯୋଗ ଓ ବକ୍ତୃତା ପ୍ରତିଯୋଗୀତା
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ୨ଦିନ ବ୍ୟାପି ବକ୍ତୃତା ଓ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏତଦବ୍ୟତିତ ସ୍ୱାମୀ...
ତେନ୍ତଳିଖୁଣ୍ଟି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର
ନବରଙ୍ଗପୁର ୧୯/୦୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ତେନତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫...
ନାବାଳିକା ଉଦ୍ଧାର
ନବରଙ୍ଗପୁର ୧୯/୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) - ନବରଙ୍ଗପୁର ଜିଲା ଡାବୁଗାଁଥାନା ପୋଲିସ ଜଣେ ନାବାଳିକାକୁ ସୋମବାର ଉଦ୍ଧାର କରିଛି। ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ପରଶୁରାମ ପୂଜାରୀଙ୍କ ୧୪...
୨୦ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ...
ବିନା ରାଜ୍ୟରେ ରାଜା : ଗଜପତି ପୁସ୍ତକ ଉନ୍ମୋଚନ
ନୁଆଦିଲ୍ଲୀ, ୧୯.୦୯ (ଓଡ଼ିଆ ପୁଅ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର...
୬ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଆଜି ଆମେ ବିଭିନ୍ନ କ୍ଷେତ୍ରରେ ଆମର ପ୍ରତିଭାର ବିକାଶ ହୋଇପାରିଛି – ମିଶନ ଶକ୍ତି ମା' ମାନେ
ଭୁବନେଶ୍ବର, ୧୯.୦୯ (ଓଡ଼ିଆ ପୁଅ) ଆଜି ସଂଧ୍ୟାରେ ନବୀନ...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ : ଶିକ୍ଷକ...
- ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ବଜ୍ର ଯୋଜନାର ଶୁଭାରମ୍ଭ
- ୫ଟି ଶ୍ରେଷ୍ଠ ବିଦ୍ୟାଳୟ ଓ ୫ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ପୁରସ୍କୃତ
ଭୁବନେଶ୍ୱର ୧୯-୦୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...
ଓଡ଼ିଶା ପ୍ରାଥମିକ ବି.ଏଡ୍. ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ
ଭୁବନେଶ୍ୱର, ୧୮ା୯ (ଓଡ଼ିଆ ପୁଅ) : ଓଡ଼ିଶା ପ୍ରାଥମିକ ବି.ଏଡ୍ ଟିଚର୍ସ ଫେଡେରେସନ୍ (ଓଇବିଟିଏଫ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥ ଇନ୍ଦିରାଗାନ୍ଧୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ଧଳଙ୍କ...
ଐତିହସିକ ପୋଡାଗଡ଼ରେ ନୁଆଖାଇ ଭେଟ୍ ଘାଟ୍
ନବରଙ୍ଗପୁର ୧୯-୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ଐତିହଭରା ପର୍ଯ୍ୟଟନ୍ ସ୍ଥଳିରେ ମହାସମାହାରରେ ନୁଆଖାଇ ଭେଟ୍ ଘାଟ୍ ପାଳିତ ହୋଇ ଯାଇଛି। ଏହି ଅବସରରେ ଉକ୍ତ ଐତିହାସିକ ପିଠରେ ତିନି ମୁଠାର...
ଭାରତ ଯୋଡ଼ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ମନୋଜ ସାହୁ ମନୋନୀତ
ଭୁବନେଶ୍ୱର ୧୯.୯ (ଓଡ଼ିଆ ପୁଅ) : ଭାରତ ଯୋଡ଼ ଓଡ଼ିଶା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟ କଂଗ୍ରେସ ସେବା ଦଳ...
ପି.ସି.ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ
ନବରଙ୍ଗପୁର ୧୯-୦୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ପାତ୍ରପୁଟ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ...
ରାଜ୍ୟ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ଏସ.ଏସ.ବି. ଅଧ୍ୟାପକ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ସରୋଜକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ...
ଭରତପୁର ଗଣ୍ଡାଧର ମଠରେ ଅନନ୍ତବାବାଙ୍କ ତିରୋଧାନ ଉତ୍ସବ
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧି ଲାଭ କରିଥିବା ଗଣ୍ଡାଧରବାବାଙ୍କ ମଠ ତଥା ଅନନ୍ତ କଳ୍ପତରୁ ଆଶ୍ରମରେ ମହାପୁରୁଷ ଅନନ୍ତବାବାଙ୍କ ୫୪ତମ ତିରୋଧାନ...
ତଥ୍ୟ ପ୍ରଦାନରେ ବିଳମ୍ବ ଯୋଗୁଁ ଗରଦପୁର ବ୍ଲକ ଏବିଡିଓ ଏବଂ ପିଇଓଙ୍କୁ ୫ହଜାର ଟଙ୍କା...
କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସୂଚନା ଅଧିକାର ଆଇନ ଅନୁଯାୟୀ ଜଣେ ଦରଖାସ୍ତକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ କରିବାରେ ବିଳମ୍ବ ଏବଂ ଅବହେଳା କାରଣରୁ ଓଡିଶା...
ବିଜୁଳି ଶୁଳ୍କ ହ୍ରାସ, ବିଜୁଳିକାଟ୍ ବନ୍ଦ ଓ କୃଷିକାର୍ଯ୍ୟରେ ୯୦ ପ୍ରତିଶତ ରିହାତି ବ୍ୟବସ୍ଥା...
ଭୁବନେଶ୍ୱର, ୧୯/୯ (ଓଡ଼ିଆ ପୁଅ) - ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ଏକ ବଳକା ରାଜ୍ୟ। ତେଣୁ ବିଦ୍ୟୁତ ଶୁଳ୍କ ପଡ଼ୋଶୀ ରାଜ୍ୟଙ୍କଠାରୁ ଅଧିକ ରହିବା ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ...
କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡିଆ ନୂଆବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀ ପଠା ପରିସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଳନ ଉପଲକ୍ଷେ...
ଅଯୋଧ୍ୟାରେ ‘ରାମ ମନ୍ଦିର’ ପୂର୍ବରୁ ନିର୍ମିତ ହେଲା ଯୋଗୀଙ୍କ ମନ୍ଦିର, ଆରତୀ ହେଉଛି ପ୍ରତିଦିନ,...
ଅଯୋଧ୍ୟା ୧୯-୯ (ଓଡ଼ିଆ ପୁଅ) ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ରାମନଗରୀ ଅଯୋଧ୍ୟାରେ ଚାଲିଛି। ଏହାପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅଯୋଧ୍ୟା...























