Home Authors Posts by Bureau

Bureau

17676 POSTS 0 COMMENTS

୫-ଟି ସଚିବଙ୍କ କଟକ ଗସ୍ତ : କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ...

0
- SCB Public School କାମ ମାର୍ଚ୍ଚ ୨୩ ସୁଦ୍ଧା ଶେଷ ହେବ - ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ସହିତ ସଂଗ୍ରହାଳୟ ଓ ପ୍ରଦର୍ଶନୀସ୍ଥଳର ବିକାଶ କରାଯିବ - ଅରବାନ ହାଟ କାମ ଡିସେମ୍ବର ୨୦୨୨...

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି : ପିଚ୍ଛିଲା ଭାବେ...

0
ଭୁବନେଶ୍ବର ୧୯.୯ (ଓଡ଼ିଆ ପୁଅ) ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ...

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ଦଳର...

0
- ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି - ବିଷ୍ଣୁ ଭାଇଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଭୁବନେଶ୍ୱର, ସେପ୍ଟେମ୍ବର ୧୯ (ଓଡ଼ିଆ ପୁଅ) - ଓଡ଼ିଶା...

ନୂଆ ଷ୍ଟାଟଅପ୍: ଆପଣ ନେଇପାରିବେ ଫ୍ରାଞ୍ଚାଇଚ୍ : ଦେଖନ୍ତୁ ନୂଆ ବ୍ୟବସାୟର ପ୍ରେରଣା

0
ବାଙ୍ଗାଲୁରୁ ୧୯-୯ (ଓଡ଼ିଆ ପୁଅ) ବାଙ୍ଗାଲୁରୁରେ ବର୍ଷାପାଣି ରୋଡ୍‌ରେ ଭରି ରହିଥିବାର ଦୃଶ୍ୟ ଏବଂ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆପଣ ବିଭିନ୍ନ ସମୟରେ ଦେଖିପାରୁଥିବେ ବିଭିନ୍ନ ଗଣମାଧ୍ୟମ ଖବରରୁ। ତେବେ ଏମିତି କ୍ଷେତ୍ରରେ,...

ବିଜେପିର ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

0
ଭୁବନେଶ୍ବର ୧୯-୯ (ଓଡ଼ିଆ ପୁଅ) ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ଆସିଛି। ସେ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମାସେ ଚିକିତ୍ସା ପରେ ବିଧାୟକ ବିଷ୍ଣୁ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୮ ନୂଆ...

0
ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୮,୦୨୭ କୁ ହ୍ରାସ...

ରାଜ୍ୟରେ ଆଜି ୧୨୫ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୯ -୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୧୨୫ ୦-୧୮ ବର୍ଷର: ୨୦ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୪ - ସ୍ଥାନୀୟ ଅଞ୍ଚଳରୁ୫୧ ୧- ବାଲେଶ୍ୱର ଜିଲ୍ଲାରୁ...

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ : ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

0
ଭୁବନେଶ୍ବର, ୧୭।୦୯ : (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ...

୧୯ ସେପ୍ଟେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

0
- ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୦୨୨-୨୩ ଆର୍ଥିକ ବର୍ଷରେ ୨୩ ଶତାଂଶ ବଢିଛି - ୨୦୨୨-୨୩ ଆର୍ଥିକ ବର୍ଷରେ ଅଗ୍ରିମ ଟିକସ ସଂଗ୍ରହ ଚଳିତ ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୨, ୯୫, ୩୦୮...

‘ସର୍ ତନ୍ ସେ ଜୁଦା’ ଧମକର ମିଥ୍ୟା ଅଭିଯୋଗ କରିଥିବାରୁ ଗାଜିଆବାଦ ଡାକ୍ତରଙ୍କ ବିରୁଦ୍ଧରେ...

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଡାକ୍ତର ଅରବିନ୍ଦ ବତ୍ସ ଅକେଲା ଗତ କିଛି ଦିନ ତଳେ ଅଭିଯୋଗ କରିଥିଲେଯେ, ତାଙ୍କୁ ଆମେରିକାର ଏକ ମୋବାଇଲ ନମ୍ବରରୁ ମୃତ୍ୟୁ ଧମକ ମିଳିଛି ଯେ,...

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ ଲିଗ୍‌ କ୍ରିକେଟ୍‌ ମ୍ୟାଚ ପାଇଁ ବିକ୍ରି ହେବ ୩୪ ହଜାର...

0
କଟକ:୧୭/୯ (ଓଡ଼ିଆ ପୁଅ/ ଅଭୟ ଜେନା) ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ତ ଲିଗ କ୍ରିକେଟ ମ୍ୟାଚ୍। କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ...

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ଭାଇରାଲ କରିଥିବା...

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଚଣ୍ଡିଗଡ଼ ଏମଏମଏସ ମାମଲାରେ ଦ୍ୱିତୀୟ ଗିରଫ ହୋଇଛି। ଖବର ଅନୁଯାୟୀ, ଜଣେ ଛାତ୍ରୀ ଅଶ୍ଲିଳ ଭିଡ଼ିଓ ନିଜ ବୟଫ୍ରେଣ୍ଡ ଯିଏ କି ସିମ୍‌ଲାରେ ରୁହେ ତାକୁ...

ବାଃ … ବାଃ.. ରେ ପୋଲିସ୍ : ନିଖୋଜ ଝିଆରୀକୁ ଖୋଜିବା ଅଭିଯୋଗ କରିବାକୁ...

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଏକ ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣେ ଯୁବତୀ (ଯିଏ କି...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ସମ୍ବଦ୍ଧୀୟ ପ୍ରସ୍ତାବ

0
ଭୁବନେଶ୍ୱର ୧୮.୯ (ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ଅଧିକାରୀ (ପିଆରଓ) ତଥା ସାଂସଦ ଶ୍ରୀ ନିରୋଜ ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ପିସିସି ପ୍ରତିନିଧି ମାନଙ୍କର ଏକ...

ହିଙ୍ଗୁଳା କୋଇଲାଖଣିରେ ବିଶ୍ୱକର୍ମା ପୂଜା

0
ତାଳଚେର, ୧୮/୯ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲାଖଣିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ସମାରୋହରେ ପାଳିତ ହୋଇଯାଇଛି। ଏହି କ୍ରମରେ ହିଙ୍ଗୁଳା କୋଇଲାଖଣିର ବିଭିନ୍ନ ବିଭାଗରେ ମଧ୍ୟ ବାବା...

ତାମିଲନାଡୁରେ ଶାସ୍ତ୍ର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ : ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ...

0
- ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି କାରିଗରୀକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା - ଆସନ୍ତା ୨୫ ବର୍ଷ ପାଇଁ ପୁରାତନ ସଭ୍ୟତା ଭାବରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ - ଦେଶର ଇତିହାସକୁ ସଂରକ୍ଷିତ...

ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଜୟରାମ ରମେଶ ଦର୍ପଣରେ ନିଜ ଚେହେରା ଦେଖନ୍ତୁ :...

0
- ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମା ବାଜି କରୁଛନ୍ତି ରାହୁଲ ଗାନ୍ଧୀ - ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ‘ବି-ଟିମ୍‌’ ସାଜି କ୍ଷମତା ଉପଭୋଗ...

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

0
କେନ୍ଦ୍ରାପଡା, ୧୮ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ...

ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶନ

0
କେନ୍ଦ୍ରାପଡା, ୧୮ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ପ୍ରସିଦ୍ଧ ତୁଳସୀକ୍ଷେତ୍ରର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଆଜି ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର, କଟକ ସଞ୍ଜୟ କୁମାର...