Bureau
ଆଜି ବି ଅଛି ମାନବିକତା, ଦେଖନ୍ତୁ ଭିଡ଼ିଓ ଦିଅନ୍ତୁ ମନ୍ତବ୍ୟ
ଜଣେ ଗର୍ଭବତୀ ମହିଳା। ଗର୍ଭ ଯନ୍ତ୍ରଣା ଆସିବା ପରେ ଏକ ଅଟୋରେ ହସ୍ପିଟାଲକୁ ଯାଉଥିବା ସମୟରେ ଅଟୋର ଚକାଟି ଭାଙ୍ଗି ଯାଉଛି କିମ୍ବା ପଞ୍ଚର ହୋଇଯିବା ପରେ, ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା...
୨୧ ଅକ୍ଟୋବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...
ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ...
କଳାହାଣ୍ଡି : ୧୯.୧୦ (ଓଡ଼ିଆ ପୁଅ) : ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର...
କଟକ ଏସସିବି ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି ନେଇ ଉତ୍ତେଜନା
କଟକ, ୨୦/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ମେଡ଼ିକାଲ ପୋଲିସ ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରିଲେ। ଫାଣ୍ଡି ଗେଟ ଭିତରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବନ୍ଦ କରି ପିଟିଲେ...
୨୦ ଅକ୍ଟୋବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ...
ନୟାଗଡ଼: ୬୩ ଅଭିଯୋଗ ଶୁଣାଣିରେ ତତ୍କାଳରେ ୨୪ କେଶ୍ ସମାଧାନ
ନୟାଗଡ଼, ୧୮ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ...
କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡ଼ଗେ
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଥିରୁବନନ୍ତପୁରମରୁ ଲୋକସଭା ସାଂସଦ ଶଶି ଥରୁରଙ୍କଠାରୁ...
ଏହା ମଧ୍ୟ ଦୀପାବଳିର ଏକ ପ୍ରକାରର ଅନୁଭବ, ଦେଖନ୍ତୁ ଭିଡ଼ିଓ ଦିଅନ୍ତୁ ସନ୍ଦେଶ …
ଦୀପାବଳି। ଆଲୋକର ପର୍ବ। କୁହାଯାଏ ଏହା ହିନ୍ଦୁଙ୍କର ଏକ ବଡ଼ ପର୍ବ। କିନ୍ତୁ ଏହାକୁ ମନାଇଥାନ୍ତି ସର୍ବଧର୍ମର ଲୋକେ। ଏହି ପର୍ବରେ ଆଲୋକିତ ହେଇଥାଏ ଭାରତ ବର୍ଷ। ବାଣ ମଧ୍ୟ ଫୁଟାଇ ମନାଇଥାନ୍ତି...
ଏ ଅଙ୍କ କେମିତି କଷିବେ? ଦେଖନ୍ତୁ ନୂଆ ଉପାୟ, ଜାଣିଛନ୍ତି କି? ଆପଣ ମଧ୍ୟ...
ଅଙ୍କ କିମ୍ବା ଗଣିତ କଷିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଶିକ୍ଷକମାନେ ନିଜ ନିଜର ଢଙ୍ଗରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅନେକ ସମୟରେ ବିଭିନ୍ନ କୌଶଳରେ ସହଜିଆ ଶିକ୍ଷା ଦିଆଯାଇଥାଏ। ଏଥି...
୧୯ ଅକ୍ଟୋବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ...
ବିଜେଡ଼ିର ରକ୍ତଦାନ ଶିବିର ଏବଂ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ
ପୁରୀ ୧୮-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରଯାଇଛି ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ନିକଟରେ। ପୁରୀରେ ବିଜୁ ଯୁବ ଜନତା...
ମଣ୍ଡେଇ ପାଳନ ଉପରେ ଜିଲ୍ଲାପାଳଙ୍କ୍ ବିସ୍ତ୍ରୁତ ଆଲୋଚନା
ନବରଙ୍ଗପୁର ୧୮.୧୦ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) : ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ଅବସରରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମଣ୍ଡେଇ ନାଟକ ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ମହୋତ୍ସବର ରୂପ...
ସାମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ନରେ ଉଚ୍ଚ ସ୍ତରୀୟ ବୈଠକ
ଭୁବନେଶ୍ବର ୧୮-୧୦ (ଓଡ଼ିଆ ପୁଅ) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ଥିବାରୁ ଆଜି ଅପରାହ୍ନ ୪ରେ ପ୍ରଶାସନ ତରଫରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ରିଲିଫ କମିଶନର...
ଏ କିପରି ମୃତ୍ୟୁ? ପୁଣି ଏପରି ନାଚୁନାଚୁ ମୃତ୍ୟୁ ହେଉଛି କାହିଁକି?
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା ଦେଖିନଥିଲେ...
୧୮ ଅକ୍ଟୋବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ...
ସ୍ୱଛ, ସବୁଜ ଓ ସରସ ସୁନ୍ଦର କଟକ ବାଲିଯାତ୍ରା ଉତ୍ସବ ଆୟୋଜନ ନିମନ୍ତେ ଅଭିଯାନ...
କଟକ, ୧୬/୧୦(ଓଡ଼ିଆ ପୁଅ /ଅଭୟ ଜେନା ) ଚଳିତ ବର୍ଷ କଟକ ବାଲିଯାତ୍ରା ଉତ୍ସବକୁ ସ୍ୱଚ୍ଛ, ସରସ ଓ ସୁନ୍ଦର କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ...
ହିନ୍ଦୁ ଯୁବକମାନଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଲା
ନବରଙ୍ଗପୁର ୧୭-୧୦ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଉମରକୋଟ ଠାରେ ବଜରଙ୍ଗଦଳ ତରଫରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଜେପିର ବରିଷ୍ଠ ନେତା ଗୌତମ ସାମନ୍ତରାୟ ଏବଂ...
କଟକରେ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି
କଟକ, ୧୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ଓସିଏ କକ୍ଷରେ କଟକ କାଳୀପୂଜା ଓ ଭସାଣୀ ଉତ୍ସବ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ କଟକ...
ଟଙ୍କାର ମୂଲ୍ୟ ହ୍ରାସ ହେଉନାହିଁ, ଡଲାର ଶକ୍ତିଶାଳୀ ହେଉଛି – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ମହଁଗାମାଡ଼ ଏବଂ ବଜାରର ଅସ୍ଥିରତା, ବେରୋଜଗାରୀ, ଆର୍ଥିକ ମସାମାନ୍ୟତା ସାଧାରଣ ଜନତା ଏବେ କ'ଣ କରିବେ ବୋଲି ରାସ୍ତା ମିଳୁନାହିଁ। ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ...
ବୌଦ୍ଧ : ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବୌଦ୍ଧ - ୧୬/୧୦ (ଓଡ଼ିଆ ପୁଅ/ହୃଦାନନ୍ଦ ମେହେର) -ଭାରସାମ୍ୟ ହରାଇ ବ୍ରିଜ ୱାଲକୁ ପିଟିଲା କାର। ଦୁର୍ଘଟଣାରେ ଜଣକର ମୃତ ଘଟିଥିବା ବେଳେ ଜଣେ ଗୁରୁତର। ମୃତକଙ୍କ ପରିଚୟ ମିଳିନାହିଁ। ଗୁରୁତର ହେଲେ...