Home ଜାତୀୟ ବିଦ୍ରନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଓ ଦର୍ଶନଅଳକନନ୍ଦା ନଦୀ ସମ୍ମୁଖ ବିକାଶ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା

ବିଦ୍ରନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଓ ଦର୍ଶନଅଳକନନ୍ଦା ନଦୀ ସମ୍ମୁଖ ବିକାଶ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା

47

ନୂଆଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୧୦.୨୦୨୨) ଶ୍ରୀବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ମୋଦୀ ଭିତର ଗର୍ଭଗୃହରେ ପ୍ରାର୍ଥନା କରିଥିଲେ। ସେ ମଧ୍ୟ ଅଳକନନ୍ଦା ନଦୀ ପାର୍ଶ୍ଵ ବିକାଶମୂଳକ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସହିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରମିତ ସିଂ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.