Bureau
ମନ୍ଦ ପାଞ୍ଚୁଥିଲେ ମହିଳା, ନିଜେ ପାନେ ପାଇଲେ – ଭିଡ଼ିଓ
କଥାରେ ଅଛି, ଯେ' ପାଞ୍ଚେ ପରମନ୍ଦ ତା' ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ ଆପଣ କାହାକୁ ଗୋଡ଼ି ଟିଏ ଫୋପାଡ଼ିଥିଲେ ଆପଣଙ୍କ ପାଇଁ ପଥର ଟିଏ ଭଗବାନ ସଜାଡ଼ି ରଖିଛନ୍ତି ବୋଲି କୁହାଯାଇଥାଏ।...
ମୋଟର ସାଇକେଲ ଦୁର୍ଘଟଣା ୨ ଗୁରୁତର
ନବରଙ୍ଗପୁର ୮/୧୧ (ଓଡ଼ିଆ ପୁଅ) - ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ଡାବୁଗାଁ- ମଇଦଲପୁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି।...
ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ
ନୂଆଦିଲ୍ଲୀ ୦୮.୧୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି...
ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଜମ୍ମୁ...
ନୂଆ ଦିଲ୍ଲୀ ୯-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ...
କଟକରେ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା
କଟକ ୯/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି କଟକ ଐତିହାସିକ ବାଲିଯାତ୍ରା। ପୁରୁଣା ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀରେ ଏହାର ଶୁଭ ଉଦଘାଟନହୋଇଛି। ରାଜ୍ୟ ସୂଚନା ଓ...
୦୯ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ଯ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ।...
ବାସ୍ତବତା ଠାରୁ ଦୂରେଇ ଯାଉଛି ବିଜେଡ଼ି
ଧାମନଗର ଉପନିର୍ବାଚନରେ ପରାଜୟ ପରେ ଶାସକ ବିଜୁ ଜନତାଦଳର ଭବିଷ୍ୟତ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକାଧିକ କାରଣ ଓ ପ୍ରଶ୍ନବାଚୀ ଆସି ଛିଡ଼ା ହୋଇଛି ଦଳର ଆଗାମୀ ରଣନୀତି...
ବନ୍ଧୁକୁ ପ୍ରେମିକା ପାଇଁ ହତ୍ୟା କଲା ବାଲ୍ୟବନ୍ଧୁ : ପ୍ରାଇଭେଟ ପାର୍ଟ କାଟି ମୃତ...
ଭିୱାଣ୍ଡି ୮-୧୧ (ଓଡ଼ିଆ ପୁଅ) : ଜଣେ ୨୧ ବର୍ଷ ବୟସ୍କ ହୋଟେଲ ମାଲିକଙ୍କୁ ନଅ ଥର ଛୁରୀ ମାରି ହତ୍ୟା କରିବା ପରେ ସାଙ୍ଗର ପ୍ରାଇଭେଟ ପାର୍ଟ କାଟି ବନ୍ଧୁର ମୁହଁ...
ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ପାଳିତ
ଖୋର୍ଦ୍ଧା, ୮.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଚଳିତ ବର୍ଷ ପ୍ରଥମଥର ପାଇଁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାର ପୂର୍ବତନ...
ଅଟୋ ଉପରେ ଗଛ! ଦେଖନ୍ତୁ ଭିଡ଼ିଓ – ଦିଲ୍ଲୀରେ ପ୍ରଦୁଷଣ ହ୍ରାସ ପାଇଁ ବାର୍ତ୍ତା
ନୂଆ ଦିଲ୍ଲୀ ୮-୧୧ (ଓଡ଼ିଆ ପୁଅ) ବିଶ୍ୱର କେତେକ ପ୍ରଦୁଷିତ ସହର ମଧ୍ୟରୁ ଦିଲ୍ଲୀ ଗୋଟିଏ। ଗତ ସପ୍ତାହରେ ପ୍ରଦୁଷଣର ମାତ୍ରା ଏତେ ଥିଲାଯେ, ଏଠାରେ ନିଶ୍ୱାସ ନେବା କଷ୍ଟ ହେଉଥିଲା। ଏପରିକି...
ଅଜି ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ...
- ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟରେ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକ ପ୍ରତିଫଳିତ ହେବ
- ଜି୨୦ ଅଧ୍ୟକ୍ଷତା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ପର୍କିତ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ...
ଏହିପରି ପଢ଼ାଇଲେ ପାଠ, ଛାତ୍ରଙ୍କର ମନ ରହିବ ପାଠରେ, ମଜା ବି ଆସିବ –...
ନୂଆ ଦିଲ୍ଲୀ ୮-୧୧ (ଓଡ଼ିଆ ପୁଅ) ଅନେକ ଶିକ୍ଷକ ଗାଁ ଗଣ୍ଡାରେ ଅଛନ୍ତି। ବିଭିନ୍ନ ଶୈଳୀ ଆପଣାଇ ନିଜ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇ ଆସୁଛନ୍ତି। କିନ୍ତୁ ଏହି ପ୍ରଥା ଅନେକ କାଳରୁ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ
ପୁରୀ ୮-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ। ମହାପ୍ରଭୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ଼। ସେପଟେ ଆଜି...
୦୮ ନଭେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ...
ରାମପୁର ଉପ-ନିର୍ବାଚନ : ଆଜାମ ଖାନଙ୍କ ଆବେଦନ ଉପରେ ନିର୍ବାଚନ ଆୟୋଗ ଏବଂ ୟୁପି...
ନୂଆଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) : ରାମପୁରରେ ଉପ-ନିର୍ବାଚନ ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୫ ରେ ମତଦାନ ଏବଂ ମତଗଣନା ଡିସେମ୍ବର ୮...
ନିଶାରେ ମତୁଆଲା ହୋଇ ଡାବୁଗାଁ ଅଞ୍ଚଳର ଯୁବତୀଙ୍କୁ ଅସଦାଚରଣ କଲେ ଡାକ୍ତର : ନବରଙ୍ଗପୁର...
ନବରଙ୍ଗପୁର ୭-୧୧: (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି ବିବେଚନା କରାଯାଏ। କିନ୍ତୁ ଜଣେ ଡାକ୍ତର ନିଶାରେ ମତୁଆଲା ହୋଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି।...
ଭୁବନେଶ୍ୱର : ଅଖିଳ ଭାରତୀୟ ବିଶାଳ ଆଇନ୍ ସଚେତନତା ଶିବିର
- ସାଧାରଣ ଜନତାଙ୍କୁ ଆଇନଗତ ଓ ସାମାଜିକ ସ୍ତରରେ ଏହା ସଶକ୍ତ କରିବ।
- ୧୬ଟି ଅସ୍ଥାୟୀ ଶିବିରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା।
- ୩୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା...
ପୁଣି ଏକ ଅକାଳ ମୃତ୍ୟୁ : ଖବର କାଗଜ ପଢ଼ୁଥିଲେ ଚାଲିଗଲା ଜୀବନ, ଦେଖନ୍ତୁ...
ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା...
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ଏହି ରାଶି ଗୁଡ଼ିକ ଉପରେ ପଡ଼ିବ ପ୍ରଭାବ,...
ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୦୮ ରେ ଘଟିବାକୁ ଯାଉଛି। ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ଅପରାହ୍ଣ ୨:୩୯ ମିନିଟରେ ଆରମ୍ଭ ହେବ। ଚନ୍ଦ୍ର ଗ୍ରହଣର ମଧ୍ୟଭାଗ...
ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ
ପୁରୀ ୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପଞ୍ଚୁକର ଚତୁର୍ଥ ଦିବସ। ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଏହି ଅବସରରେ ଆଜି ଶ୍ରୀ ବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ...























