Bureau
୧୧ ଡିସେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟାପାରରେ ଲାଭ ହେବ। ବିବାହ ଉତ୍ସୁକ ଲୋକଙ୍କର ବିବାହର ଆୟୋଜନ...
କଟକ ଜଗତପୁରରେ ଭୟଙ୍କର ଦୁର୍ଘଟଣା : ବାଇକ୍ ଓ କାର୍ ଉପରେ ମାଡ଼ିଗଲା ଦ୍ରୁତଗାମୀ...
କଟକ: ୧୦/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁରର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଭୟଙ୍କର ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।...
ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ହେବେ ଗୁଜରାଟର ମୁଖ୍ୟମନ୍ତ୍ରୀ : ବିଧାନସଭା ଦଳ...
ଗାନ୍ଧିନଗର ୧୦-୧୨ (ଓଡ଼ିଆ ପୁଅ) : ଗୁଜୁରାଟରେ ଭାରତୀୟ ଜନତା ଦଳ ଭୁପେନ୍ଦ୍ର ପଟେଲ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗାନ୍ଧିନଗରରେ ବିଜେପି ବିଧାନସଭା ପାର୍ଟି ବୈଠକରେ...
ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ...
ପୁରୀ ୧୦-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି କ୍ରମରେ ପୁରୀ...
ପୁରୀରେ ଖୋ ଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ
ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ...
ପୁରୀରେ ଚଳିତ ମାସ ୨୨ ରୁ ବାସ୍କେଟବଲ ଲିଗ
ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ।ଓଡିଶା...
ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏହା ସହ ପଲ୍ଲିଶ୍ରୀ ମେଳା ଓ...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ : ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି...
ଭୁବନେଶ୍ବର ୯.୧୨ (ଓଡ଼ିଆ ପୁଅ) ନିଟ୍ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ...
୧୦ ଡିସେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି...
ପଦମପୁର୍ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ପଦମପୁରର ପ୍ରିୟ ଭାଇ ଓ ଭଉଣୀମାନେ,
ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ।
ବିଜେଡ଼ିର ଲକ୍ଷ ଲକ୍ଷ...
ବାଦ୍ୟବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ
ପୁରୀ ୮/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାର ଠାରେ ସଂପନ୍ନ ହୋଇଛି।...
ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମୀକ୍ଷା ବୈଠକ
ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ମାସ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ଡିସେମ୍ବର ୮ ତାରିଖରେ ପରିସମାପ୍ତ ହୋଇଛି।...
ଦୁର୍ବୃତ୍ତଙ୍କ ଦ୍ୱାରା ବୃଦ୍ଧଙ୍କ ଗଳା କାଟି ହତ୍ୟା, ଦୁଇ ଗୁରୁତର
କଟକ, ୯/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ବିଳମ୍ୱିତ ରାତିରେ ଘରେ ପଶି ଜଣକୁ...
ଆମର ପର୍ଯ୍ୟାବରଣ କେତେ ସୁନ୍ଦର, ଦେଖନ୍ତୁ ଏହି ଅନନ୍ୟ ଭିଡ଼ିଓ
ଆମର ପର୍ଯ୍ୟାବରଣ କେତେ ସୁନ୍ଦର। ଏହା ତ ସମସ୍ତଙ୍କୁ ଜଣା। କିନ୍ତୁ ଆମେ ଏହି ଭିଡ଼ିଓରେ ଆପଣଙ୍କୁ ଏଥିରେ ଅଭିନୟ କରିଥିବା କଳାକାରମାନଙ୍କର ଅନନ୍ୟ କଳାର ସୁନ୍ଦରତା ସେୟାର କରିବାକୁ ଚାହୁଁଛୁ। ଆପଣ...
ମାଡ଼ି ଆସୁଛି ବାତ୍ୟା ‘ମାଣ୍ଡୋସ୍’ – ଆଜି ଛୁଇଁବ ଉପକୂଳ – ଏହି ରାଜ୍ୟଗୁଡିକରେ...
ନୂଆଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାତ୍ୟାର ରୂପ ନେଇଛି। ଏହାର ନାମକରଣ 'ମାଣ୍ଡୋସ୍' ରଖାଯାଇଛି। ଏହି ସାମୁଦ୍ରିକ ଝଡ଼ କାରଣରୁ ଆଜି ତାମିଲନାଡୁର...
୦୯ ଡିସେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ। କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ।...
ପଦ୍ମପୁର ଉପନିର୍ବାଚନ : ଆତ୍ମବିଶ୍ୱାସର ବିଜୟ
ପଦ୍ମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ଅଭୁତପୂର୍ବ ବିଜୟ ପରେ ପୁଣି ଥରେ ପ୍ରମାଣିତ ହେଲା ଯେ, ଓଡ଼ିଶାରେ ନବୀନଙ୍କ ଯାଦୁ ଆଗରେ ସବୁ ତୁଛ। ଜାତୀୟ ରାଜନୀତିର ଧାରା ସମୟାନୁସାରେ...
ବଢ଼ୁଛି ବିଜେଡ଼ିର ଭୋଟ ପ୍ରତିଶତ: ନବମ ରାଉଣ୍ଡରେ ବିଜେଡ଼ି ୧୭,୪୪୫ ଭୋଟରେ ଆଗୁଆ, ବର୍ଷାଙ୍କୁ...
ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ନବମ ରାଉଣ୍ଡରେ ବିଜେଡ଼ି ୧୭,୪୪୫ ଭୋଟରେ ଆଗୁଆ ରହିଛି। ବର୍ଷା ସିଂଙ୍କୁ ୫୮% ଭୋଟ ମିଳିଛି। ପ୍ରଦୀପ ପୁରୋହୀତଙ୍କୁ ୩୭% ଭୋଟ ମିଳିଛି।
୨୩...
ପଦ୍ମପୁର ଉପନିର୍ବାଚନ : ୮ମ ରାଉଣ୍ଡରେବି ବିଜେଡି ଆଗରେ, ବର୍ଷା ସିଂଙ୍କୁ ୫୭% ଭୋଟ,...
ପଦ୍ମପୁର ଉପନିର୍ବାଚନ : ୮ମ ରାଉଣ୍ଡରେବି ବିଜେଡି ଆଗରେ, ବର୍ଷା ସିଂଙ୍କୁ ୫୭% ଭୋଟ, ପ୍ରଦୀପଙ୍କୁ ୩୭% ମିଳିଛି। ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ ରହିଛନ୍ତି। ପଦ୍ମପୁର ଉପନିର୍ବାଚନର ପାଇଁ...
ପଦ୍ମପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ, ବର୍ଷା ସିଂଙ୍କୁ ୫୮% ଭୋଟ
ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ ବର୍ଷା ସିଂଙ୍କୁ ୫୮% ଭୋଟ ମିଳିଛି। ପଦ୍ମପୁର ଉପନିର୍ବାଚନର ପାଇଁ ଆରମ୍ଭ ହୋଇଛି ଭୋଟ୍ଗଣତି। ସକାଳ ୮ଟାରେ...






















