Home Top News ପଦ୍ମପୁର ଉପନିର୍ବାଚନ : ୮ମ ରାଉଣ୍ଡରେବି ବିଜେଡି ଆଗରେ, ବର୍ଷା ସିଂଙ୍କୁ ୫୭% ଭୋଟ, ପ୍ରଦୀପଙ୍କୁ...

ପଦ୍ମପୁର ଉପନିର୍ବାଚନ : ୮ମ ରାଉଣ୍ଡରେବି ବିଜେଡି ଆଗରେ, ବର୍ଷା ସିଂଙ୍କୁ ୫୭% ଭୋଟ, ପ୍ରଦୀପଙ୍କୁ ୩୭%

45

ପଦ୍ମପୁର ଉପନିର୍ବାଚନ : ୮ମ ରାଉଣ୍ଡରେବି ବିଜେଡି ଆଗରେ, ବର୍ଷା ସିଂଙ୍କୁ ୫୭% ଭୋଟ, ପ୍ରଦୀପଙ୍କୁ ୩୭% ମିଳିଛି। ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ ରହିଛନ୍ତି। ପଦ୍ମପୁର ଉପନିର୍ବାଚନର ପାଇଁ ଆରମ୍ଭ ହୋଇଛି ଭୋଟ୍‌ଗଣତି। ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି।  ୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଜାଣନ୍ତୁ କାହାକୁ କେତେ ଭୋଟ ମିଳିଛି।

ପ୍ରାର୍ଥା ଦଳ ପୂର୍ବ ରାଉଣ୍ଡ ଏହି ରାଉଣ୍ଡ ମୋଟ ଭୋଟ % ଭୋଟ
ପ୍ରଦୀପ ପୁରୋହୀତ ବିଜେପି ୨୫୧୦୩ ୩୦୪୭ ୨୮୧୫୦ ୩୭.୨୩
ବର୍ଷା ସିଂ ବରିହା ବିଜେଡ଼ି ୩୭୬୫୧ ୬୦୪୦ ୪୩୬୯୧ ୫୭.୭୮
ସତ୍ୟ ଭୂଷଣ ସାହୁ କଂଗ୍ରେସ ୧୧୩୧ ୫୦୩ ୧୬୩୪ ୨.୧୬
ବିଦ୍ୟାଧର ପାଣ୍ଡବ ଅଖିଳ ଭାରତ ହିନ୍ଦୁ ମହାସଭା ୧୧୫ ୨୫ ୧୪୦ ୦.୧୯
ମୁକ୍ତେଶ୍ବର ଦାସ ଓଡ଼ିଶା ଜନତା ପାର୍ଟି ୭୫ ୨୨ ୯୭ ୦.୧୩
ଉଦୀତ ବନ୍ଦିଆ ସ୍ୱାଧିନ ୧୩୩ ୨୫ ୧୫୮ ୦.୨୧
ଗଙ୍ଗାଧର ସାହା ସ୍ୱାଧିନ ୧୩୮ ୨୧ ୧୫୯ ୦.୨୧
ଦେବାର୍ଚ୍ଚନ ନାୟକ ସ୍ୱାଧିନ ୧୭୮ ୩୦ ୨୦୮ ୦.୨୮
ବୃନ୍ଦାବନ ପୁରୋହୀତ ସ୍ୱାଧିନ ୧୭୪ ୧୫ ୧୮୯ ୦.୨୫
ଶେଷଦେବ ସାହୁ ସ୍ୱାଧିନ ୩୭୪ ୬୦ ୪୩୪ ୦.୫୭
ନୋଟା ନୋଟା ୬୫୫ ୯୯ ୭୫୪
ମୋଟ   ୬୫୭୨୭ ୯୮୮୭ ୭୫୬୧୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.