Bureau
ରାଜ୍ୟରେ ଆଜି କରୋନା ନେଲା ୩୭ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୫୦୮...
ଭୁବନେଶ୍ୱର ୧୮-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୫୦୮ କୁ ବୃଦ୍ଧି ପାଇଛି।
ବରଗଡ ଜିଲ୍ଲାରୁ ୩...
୧୮ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
ମେଷ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ...
ମହଙ୍ଗା ପଡିଲା ସଟର ବନ୍ଦକରି ଭିତରେ ବ୍ୟବସାୟ, ଏକ ଲକ୍ଷ ଟଙ୍କା ଜରିମାନା ସହ...
ଭଦ୍ରକ, ୧୭/୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) -ଲକଡାଉନ ସମୟରେ ଦୋକାନ ଭିତରେ ଗ୍ରାହକ ବାହାରେ ସଟର ବନ୍ଦ କରିବା ମହଙ୍ଗା ପଡିଛି ୩ କର୍ମଚାରୀ ଗିରଫ ସହ ମାଲିକ ନାମରେ ଥାନାରେ ମାମଲା...
ଖୁବ ଶୀଘ୍ର ହେବ ମୋଦୀ କ୍ୟାବିନେଟ୍ ପୁନର୍ଗଠନ : ସିନ୍ଧିଆ ଏବଂ ବରୁଣ ଗାନ୍ଧୀଙ୍କ...
ନୂଆ ଦିଲ୍ଲୀ ୧୭ ଜୁନ୍ (ଓଡ଼ିଆ ପୁଅ) ଖୁବ ଶୀଘ୍ର ମୋଦୀ ସରକାରରେ କ୍ୟାବିନେଟର ହେବ ପୁନର୍ଗଠନ। ଖୁବ ଶୀଘ୍ର ଘୋଷଣା କରାଯାଇପାରେ ନାମ। ଏଥର ଅନେକ ଯୁବ ଚେହେରା ସ୍ଥାନ ପାଇପାରନ୍ତି।...
ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ କଲିକତା ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି...
କୋଲକାତା ୧୭-୬ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀର ୨୦୨୧ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି କଲିକତା ହାଇକୋର୍ଟରେ ନିର୍ବାଚନ ଆବେଦନ କରିଛନ୍ତି।
ଆସନ୍ତାକାଲି ସକାଳ ୧୧ ଟାରେ ହେବ...
ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା : ଭୂମିହୀନ...
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା...
ଟାସ୍କ ଫୋର୍ସ ଚେତାବନୀ – କରୋନାର ତୃତୀୟ ଲହର ୨ ରୁ ୪ ସପ୍ତାହ...
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସମାପ୍ତ ହେଉଥିବା ପରି ମନେ ହେଉଛି। ବର୍ତ୍ତମାନ ତୃତୀୟ ଲହରର ଆଶଂକା ଡରାଇଲାଣି। ବାସ୍ତବରେ, ମହାରାଷ୍ଟ୍ର ରାଜ୍ୟ କୋଭିଡ ଟାସ୍କଫୋର୍ସ...
ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା
ନୂଆଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି। ଏହା ସାଉଥମ୍ପଟନର ରୋଜ୍ ବୋଲରେ ଶୁକ୍ରବାର ଠାରୁ ଆରମ୍ଭ ହେବ।
ତେବେ...
ଏହି ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହି ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରିଛି ପାଣିପାଗ ବିଭାଗ।
ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର,...
CBSE, ICSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସୂତ୍ର – ସୁପ୍ରୀମ କୋର୍ଟରେ ଦାଖଲ-...
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳର ସୂତ୍ର ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ସୂତ୍ର ଅନୁଯାୟୀ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପ୍ରାପ୍ତ ମାର୍କ...
ବ୍ଲାକ, ୟେଲୋ, ହ୍ୱାଇଟ୍ ପରେ ଏବେ ମଧ୍ୟପ୍ରଦେଶରେ ‘ଗ୍ରୀନ୍ ଫଙ୍ଗସ୍’ – ଦେଶର ପ୍ରଥମ...
ନୂଆଦିଲ୍ଲୀ ୧୭ ଜୁନ୍ (ଓଡିଆ ପୁଅ) ଦେଶରେ ଦ୍ୱିତୀୟ କରୋନା ତରଙ୍ଗ ଭୟଭୀତ ଥିଲା ଏବଂ ଏହାକୁ ଧୀରେ ଧୀରେ ନିୟନ୍ତ୍ରଣ କରାଯାଉଛି। ଦେଶ କରୋନାରୁ ସୁସ୍ଥ ହେଉଛି। କିନ୍ତୁ ଏଥର କରୋନା...
ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ହେଲେ ନୂତନ ବୋର୍ଡ ଚେୟାରମ୍ୟାନ୍
ନୂଆଦିଲ୍ଲୀ ୧୭ ଜୁନ୍ (ଓଡିଆ ପୁଅ) ମାଇକ୍ରୋସଫ୍ଟ ବୁଧବାର ଜନ୍ ଥମ୍ପସନ୍ଙ୍କ ସ୍ଥାନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କୁ ଏହାର ନୂତନ ଚେୟାରମ୍ୟାନ୍ ଭାବରେ ମନୋନୀତ କରିଛି।
୨୦୧୪ ରେ ଷ୍ଟିଭ୍ ବଲମେରଙ୍କ...
ଗାଜିଆବାଦରେ ବୃଦ୍ଧଙ୍କୁ ଆକ୍ରମଣ ଘଟଣା : ସ୍ୱରା ଭାସ୍କର ଏବଂ ଟୁଇଟର ସମେତ ୫...
ନୂଆଦିଲ୍ଲୀ, ଜୁନ୍ ୧୭ (ଓଡିଆ ପୁଅ) ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମୁସଲମାନ ବୃଦ୍ଧଙ୍କ ଦାଢ଼ି କାଟିବା ଘଟଣାରେ ଦିଲ୍ଲୀ ପୋଲିସ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ପ୍ରକାଶ କରିଛି।...
ଆସିଗଲା ରାଜ୍ୟୱାରୀ ଏବଂ ଜିଲ୍ଲାୱାରୀ ସମ୍ପୂର୍ଣ୍ଣ କରୋନା ତଥ୍ୟ -ଜାଣନ୍ତୁ କେଉଁ ଜିଲ୍ଲାରେ ଏବଂ...
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ବଢିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୩,୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଓଡିଶାରେ ଗତ ୨୪ ଘଣ୍ଟା...
ଆଜି ଦେଶରେ ୬୭, ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨, ୩୩୦ମୃତ୍ୟୁ
ନୂଆ ଦିଲ୍ଲୀ ୧୭-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୬୭, ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨, ୩୩୦ ଜଣଙ୍କର ମୃତ୍ୟୁ ହୋଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,...
ରାଜ୍ୟରେ ଆଜି କରୋନା ନେଲା ୩୯ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୪୭୧...
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୪୭୧ କୁ ବୃଦ୍ଧି ପାଇଛି।
ବରଗଡ ଜିଲ୍ଲାରୁ ୧...
ପୁଣି ରାଜ୍ୟରେ ସାମାନ୍ୟ ବଢିଲା ସଂକ୍ରମଣ: ରାଜ୍ୟରେ ୩,୬୩୧ ନୂଆ ଆକ୍ରାନ୍ତ, ୩୯ ଜଣଙ୍କର...
ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ବଢିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୩,୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଓଡିଶାରେ ଗତ ୨୪ ଘଣ୍ଟା...
ମାହାଙ୍ଗା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର
ମାହାଙ୍ଗା, ୧୭/୬ (ଓଡ଼ିଆ ପୁଅ /ଅଭୟ ଜେନା ) କୁଆଁପାଳ-ବାଲିଚନ୍ଦ୍ରପୁର ରାସ୍ତାର ପଟ୍ଟାମୁଣ୍ଡାଇ କେନାଲ ପିଙ୍ଗୁଲେଇ ବଂଧ ନିକଟରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ରାସ୍ତା ଉପରେ ଦୀର୍ଘ ଏକ...
ଗଭୀର ସମୁଦ୍ର ମିଶନ ଏବଂ ପୋଷକ ଆଧାରିତ ସାର ଉପରେ ସବସିଡି ହାର ବୃଦ୍ଧି...
ନୂଆଦିଲ୍ଲୀ ୧୬-୬ (ଓଡିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ଗଭୀର ସାଗର ମିଶନ ଏବଂ ପୋଷକ ଆଧାରିତ ସାର ଉପରେ ସବସିଡି ହାର ପ୍ରସ୍ତାବକୁ...
୧୭ ଜୁନ୍ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିକୋଣରେ ଲାଭଦାୟୀ ରହିବ। ଧନଲାଭ ସହିତ ଲମ୍ବା ସମୟ ପାଇଁ ଧନର ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନରେ ଆଜି...





















