Home Top News ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା

ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା

99

ନୂଆଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି। ଏହା ସାଉଥମ୍ପଟନର ରୋଜ୍ ବୋଲରେ ଶୁକ୍ରବାର ଠାରୁ ଆରମ୍ଭ ହେବ।

ତେବେ ଅଶ୍ୱିନ ଏବଂ ଜାଡେଜାଙ୍କ ସହିତ ୨ ଜଣ ସ୍ପିନରଙ୍କୁ ପ୍ଲେଇଙ୍ଗ ଇଲେଭେନ୍‌ରେ ସ୍ଥାନ ଦିଆଯାଇଛି।
ଇଶାନ୍ତ ଶର୍ମା, ମହମ୍ମଦ ଶମି ଏବଂ ବୁମରା ପେସ୍ ବିଭାଗର ନେତୃତ୍ୱ ନେବେ।

ପ୍ଲେଇଙ୍ଗ ଇଲେଭେନ୍‌
୧ – ରୋହିତ ଶର୍ମା
୨ – ଶୁବମାନ ଗିଲ୍
୩ – ଚେ ପୂଜାରା
୪ – ବିରାଟ କୋହଲି (ଅଧିନାୟକ)
୫ – ଅଜିଙ୍କ୍ୟ ରାହାଣେ
୬ – ଋଷଭ ପନ୍ତ (WK)
୭ – ରବିନ୍ଦ୍ର ଜାଡେଜା
୮ – ରବି ଅଶ୍ୱିନ୍
୯ – ଜସପ୍ରୀତ ବୁମ୍ରା
୧୦ – ଇଶାନ୍ତ ଶର୍ମା
୧୧ – ମହମ୍ମଦ ଶାମି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.