Home Coronavirus Outbreak ଆଜି ଦେଶରେ ୬୭, ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨, ୩୩୦ମୃତ୍ୟୁ

ଆଜି ଦେଶରେ ୬୭, ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨, ୩୩୦ମୃତ୍ୟୁ

42

ନୂଆ ଦିଲ୍ଲୀ ୧୭-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୬୭, ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨, ୩୩୦ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୭, ୦୦, ୩୧୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୮, ୬୯୨ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୦୩, ୫୭୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨, ୩୩୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୮୧, ୯୦୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୨୬, ୭୪୦ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୪, ୯୧, ୬୭୦ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୭୮%

ଆରୋଗ୍ୟ ହୋଇଛନ୍ତି ୯୫.୯୩%

ଏବଂ ମୃତ୍ୟୁ ସଂଖ୍ୟା ୧.୨୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୬, ୫୫, ୧୯, ୨୫୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୪, ୬୩, ୯୬୧ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୮, ୫୨, ୩୮, ୨୨୦ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୯, ୩୧, ୨୪୯ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୦ ୭୦୭୯ ୩୦ ୧୨୭
ଆନ୍ଧ୍ରପ୍ରଦେଶ ୭୧୪୬୬ ୧୭୪୩୧୭୬ ୧୦୨୨୮ ୧୨୧୦୯ ୫୭
ଅରୁଣାଚଳ ପ୍ରଦେଶ ୨୮୧୦ ୨୯୨୨୩ ୨୮୯ ୧୫୫  
ଆସାମ ୩୯୬୫୩ ୪୨୬୨୫୯ ୪୮୮୧ ୪୦୬୪ ୩୬
ବିହାର ୩୯୯୧ ୭୦୪୮୦୫ ୭୩୦ ୯୫୨୩
ଚଣ୍ଡିଗଡ଼ ୪୬୨ ୫୯୯୮୦ ୬୩ ୭୯୯
ଛତିଶଗଡ ୧୧୧୨୬ ୯୬୪୨୬୫ ୧୧୫୨ ୧୩୩୫୪ ୧୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୬୫ ୧୦୪୧୨  
ଦିଲ୍ଲୀ ୨୭୪୯ ୧୪୦୪୦୮୫ ୫୧୬ ୨୪୮୭୬ ୨୫
୧୦ ଗୋଆ ୪୦୪୪ ୧୫୬୩୫୪ ୪୨୮ ୨୯୬୦ ୧୩
୧୧ ଗୁଜୁରାଟ ୮୨୪୨ ୮୦୩୧୨୨ ୯୩୫ ୧୦୦୧୨
୧୨ ହରିୟାଣା ୩୫୭୯ ୭୫୩୯୧୮ ୩୩୪ ୯୧୦୯ ୩୯
୧୩ ହିମାଚଳ ପ୍ରଦେଶ ୩୭୩୩ ୧୯୨୨୬୦ ୫୨୩ ୩୪୧୪
୧୪ ଜାମ୍ମୁ କାଶ୍ମୀର ୧୧୩୮୧ ୨୯୩୭୬୩ ୧୬୪୯ ୪୨୧୭ ୧୨
୧୫ ଝାଡଖଣ୍ଡ ୨୨୪୬ ୩୩୬୬୪୫ ୫୮୭ ୫୦୯୨
୧୬ କର୍ଣ୍ଣାଟକ ୧୫୧୫୮୭ ୨୫୯୯୪୭୨ ୧୭୯୧୩ ୩୩୨୯୬ ୧୪୮
୧୭ କେରଳ ୧୧୦୨୨୬ ୨୬୩୯୫୯୩ ୧୫୬୮୯ ୧୧୬୫୫ ୧୪୭
୧୮ ଲଦାଖ ୫୩୮ ୧୮୯୪୫ ୪୭ ୧୯୯  
୧୯ ଲକ୍ଷଦୀପ ୪୪୭ ୮୮୪୭ ୭୯ ୪୫  
୨୦ ମଧ୍ୟପ୍ରଦେଶ ୩୨୭୩ ୭୭୬୮୮୭ ୪୬୩ ୮୬୪୯ ୩୪
୨୧ ମହାରାଷ୍ଟ୍ର ୧୩୯୭୪୪ ୫୬୭୯୭୪୬ ୧୦୫୬୭ ୧୧୫୩୯୦ ୧୨୩୬
୨୨ ମଣିପୁର ୯୦୭୮ ୫୧୭୬୨ ୪୦୮ ୧୦୦୮ ୧୦
୨୩ ମେଘାଳୟ ୪୪୬୪ ୩୮୦୩୨ ୪୫୩ ୭୫୮
୨୪ ମିଜୋରାମ ୩୬୪୭ ୧୨୪୧୪ ୨୨୩ ୭୪
୨୫ ନାଗାଲାଣ୍ଡ ୨୬୯୯ ୨୦୮୦୫ ୩୮୨ ୪୬୧
୨୬ ଓଡ଼ିଶା ୪୨୨୭୦ ୮୧୭୩୫୯ ୫୫୭୯ ୩୪୩୨ ୪୪
୨୭ ପୁଡୁଚେରୀ ୪୪୯୫ ୧୦୭୪୨୫ ୫୯୭ ୧୭୦୨
୨୮ ପଞ୍ଜାବ ୧୦୦୪୬ ୫୬୪୦୮୪ ୧୩୮୩ ୧୫୬୯୮ ୪୮
୨୯ ରାଜସ୍ଥାନ ୪୯୬୨ ୯୩୬୫୮୬ ୯୨୮ ୮୮୬୫
୩୦ ସିକ୍କିମ୍ ୨୯୬୫ ୧୫୫୫୬ ୪୨୦ ୨୮୫
୩୧ ତାମିଲନାଡୁ ୧୧୪୩୩୫ ୨୨୪୪୦୭୩ ୨୧୦୫୮ ୩୦୩୩୮ ୨୭୦
୩୨ ତେଲେଙ୍ଗାନା ୧୯୯୭୫ ୫୮୪୪୨୯ ୧୪୩୬ ୩୫୨୧ ୧୧
୩୩ ତ୍ରିପୁରା ୫୧୨୨ ୫୫୧୧୬ ୨୪୬ ୬୩୪
୩୪ ଉତ୍ତରାଖଣ୍ଡ ୩୫୭୨ ୩୨୭୨୩୩ ୪୧୧ ୬୯୯୭ ୧୨
୩୫ ଉତ୍ତରପ୍ରଦେଶ ୬୪୯୬ ୧୬୭୪୯୯୯ ୯୨୭ ୨୧୯୬୩ ୪୯
୩୬ ପଶ୍ଚିମବଙ୍ଗ ୨୧୧୫୨ ୧୪୩୨୯୬୧ ୨୦୧୨ ୧୭୧୧୮ ୬୯
ମୋଟ ୮୨୬୭୪୦ ୨୮୪୯୧୬୭୦ ୧୦୩୫୭୦ ୩୮୧୯୦୩ ୨୩୩୦

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.