Bureau
ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏକ ସୁଚିନ୍ତିତ ଷଡଯନ୍ତ୍ର କି ? କଂଗ୍ରେସ
ଭୁବନେଶ୍ୱର ୨୦.୧୨ (ଓଡ଼ିଆ ପୁଅ) - ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଉପକାରାଗାର ଭିତରେ ଯେଉଁଭଳି ଭାବରେ ମୃତ୍ୟୁ ଘଟିଛି ତାହା ବହୁ...
କଟକରେ ବିଶ୍ବକପ ହକିର ଉଦଘାଟନ ଉତ୍ସବପାଇଁ ପ୍ରସ୍ତୁତି ବୈଠକ
କଟକ, ୨୧/୧୨ (ଓଡ଼ିଆ ପୁଅ/ଅଭୟ ଜେନା) ଜାନୁଆରୀ ୧୧ ରେ ଅନୁଷ୍ଠିତ ହେବ କଟକ-ବାରବାଟୀ ଷ୍ଟାଡିଅମରେ ବିଶ୍ବକପ ହକିର ମେଗା ଉଦଘାଟନୀ ଉତ୍ସବ।
ଏଥି ଲାଗି ବାରବାଟୀ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କଲେ...
୨୧ ଡିସେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ ୧୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା...
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା, ସାଲୁଜା...
ଭୁବନେଶ୍ୱର ୨୦-୧୨ (ଓଡ଼ିଆ ପୁଅ) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି। ମମିତା ମେହେର ହତ୍ୟା ମାମାଲରେ ସଜା କାଟୁଥିବା...
ଏପରି ଭୁଲ କେବେ କରିବେ ନାହିଁ, ଦେଖନ୍ତୁ ପରିଣାମ
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ସାମାନ୍ୟ ଅସାବଧାନତା ଜୀବନ ନେଇପାରେ। ନିଜ ଭୁଲ ପାଇଁ କେବଳ ଆପଣଙ୍କର କ୍ଷତି ହେବନାହିଁ। ଆପଣଙ୍କ ସହିତ ଅନ୍ୟମାନଙ୍କର ମଧ୍ୟ କ୍ଷତି ହୋଇପାରେ। ତେବେ ଏହି...
୨୦ ଡିସେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ...
ଡାବୁଗାଁ ଶ୍ରୀ ଶ୍ରୀ ରାମକୃଷ୍ଣ ଶାରଦା ସେବା ସଙ୍ଘର ନୂତନ କମିଟି ଗଠନ
ନବରଙ୍ଗପୁର ୧୯-୧୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ କନ୍ୟାଶ୍ରମ ଠାରୁ ଗରୁଡଗୁଡା ଯିବା ରାସ୍ତାରେ ଗଢିଉଠିଥିବା ଡାବୁଗାଁ ଶ୍ରୀ ଶ୍ରୀ ରାମକୃଷ୍ଣ ମନ୍ଦିର ପରିସରରେ ରାମକୃଷ୍ଣ ପ୍ରେମୀ ଶ୍ରଧାଳୁ ଭାଇ...
ସତନାମୀ ଧର୍ମର ପ୍ରତିଷ୍ଠାତା ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ ବାବା ଜୟନ୍ତୀ...
ନବରଙ୍ଗପୁର ୧୮/୧୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଆଜି ପାପଡାହାଣ୍ଡି ସତନାମୀ ସମାଜ ତରଫରୁ ସତନାମୀ ଧର୍ମ ର ପ୍ରତିଷ୍ଠାତା ସନ୍ତ ଶିରୋମଣି ଶ୍ରୀ ଶ୍ରୀ ଗୁରୁ ଘାସିଦାସ ବାବା ଜୟନ୍ତୀ ପାଳିତ ହୋଇଯାଇଛି।...
ମଣ୍ଡିର ଅବ୍ୟବସ୍ଥା ନେଇ ବିଜେପିର ରଣହୁଙ୍କାର : ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ ଆରମ୍ଭ...
ଚାଷୀଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ତରଫରୁ ୨୧ତାରିଖ ଦିନ ରାଜ୍ୟର ସମସ୍ତ ୫୮ଟି ସବ୍ଡିଭିଜନରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ
ଆସନ୍ତା ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ଅଂଚଳ...
କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗର ଆଲୁମିନି ମିଟ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ଆଲୁମିନି ମିଟ ବିଭାଗର ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୩୦ରୁ ଉର୍ଦ୍ଧ୍ୱ ପ୍ରାକ୍ତନ...
ମଦ୍ରାସା ଆରବିୟା ତାଲିମୁଲ ଇସଲାମର ବାର୍ଷିକ କ୍ରୀଡାଉତ୍ସବ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର...
ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଉଦଯାପିତ
୪ର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ ସଫଳ ହୋଇଛି : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର ୧୮.୧୨ (ଓଡ଼ିଆ ପୁଅ) ଡିସେମ୍ବର ୯ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ...
ଆଜି ଆସିବ କି CBSE ବୋର୍ଡ ପରୀକ୍ଷା ତାରିଖ?
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଫେବୃଆରୀ ୧୫, ୨୦୨୩ ରୁ ୨୦୨୨-୨୩ ଏକାଡେମିକ୍ ବ୍ୟାଚ୍ ପାଇଁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା...
ଥାଇଲ୍ୟାଣ୍ଡ ନୌସେନା ଜାହାଜ ସମୁଦ୍ରରେ ବୁଡ଼ିଗଲା, ୭୫ ଉଦ୍ଧାର, ୩୧ ନିଖୋଜ
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ରବିବାର ଦିନ ଏକ ଥାଇଲ୍ୟାଣ୍ଡ ନୌସେନାର ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିବା ଖବର ମିଳିଛି। ଜାହାଜରେ ୧୦୦ ରୁ ଅଧିକ ଲୋକ ଥିଲେ। ୭୫ ଜଣଙ୍କୁ...
ଚାଇନାରେ ପୁଣି କରୋନା ପ୍ରକୋପ : ଆତଙ୍କିତ ଚାଇନାବାସୀ
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଚାଇନାରେ ପୁଣି କରୋନା ପ୍ରକୋପ। ଆତଙ୍କିତ ହେଲେଣି ଚାଇନାବାସୀ। କରୋନା ଯୋଗୁଁ ଚାଇନାରେ ଏକପ୍ରକାରର ଭୟର ବାତାବରଣ ଦେଖାଦେଇଛି। ଲୋକମାନେ ଏତେ ଭୟଭୀତ ଯେ କରୋନାଙ୍କ...
ପ୍ରଥମ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ
ଭୁବନେଶ୍ୱର, ୧୮।୧୨ (ଓଡ଼ିଆ ପୁଅ) : କଟକ ଜିଲ୍ଲାର ନିଆଳୀ ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ପ୍ରଥମ ବିଳାଶୁଣୀ ମହୋତ୍ସବ ଗତ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ...
ବାସୁଳାଇ ଉ.ପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଞ୍ଚାୟତର ଚରପଡା ବାସୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରଡା ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇଦିନ ଧରି ଏହି...
ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଓ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସମ୍ବାଦ ସାହିତ୍ୟ ଘର କେନ୍ଦ୍ରାପଡାର ମାସିକ ଆସର ଅବସରରେ ସଂଗ୍ରାମୀ ଜନନେତା ପୂର୍ବତନ ସାଂସଦ ମୋହନ ଜେନାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ...
କେଶବ ସେଠୀଙ୍କ ଅମୃତାୟନ ପୁସ୍ତକ ଲୋକାର୍ପିତ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଚରଣାଶ୍ରିତ କେଶବ ସେଠୀଙ୍କ ଦ୍ୱାରା ରଚିତ ଏକ ଆଧ୍ୟାତ୍ମିକ ଓ ସମାଜ ସଂସ୍କାରଧର୍ମୀ ପୁସ୍ତକ ‘ଅମୃତାୟନ’କୁ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର...






















