Home Top News ଆଜି ଆସିବ କି CBSE ବୋର୍ଡ ପରୀକ୍ଷା ତାରିଖ?

ଆଜି ଆସିବ କି CBSE ବୋର୍ଡ ପରୀକ୍ଷା ତାରିଖ?

38

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଫେବୃଆରୀ ୧୫, ୨୦୨୩ ରୁ ୨୦୨୨-୨୩ ଏକାଡେମିକ୍ ବ୍ୟାଚ୍ ପାଇଁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରିବ। ମିଡିଆ ରିପୋର୍ଟ ଅନୁଯାୟୀ, CBSE ବୋର୍ଡ ପରୀକ୍ଷା ସମୟ ସାରଣୀ ୨୦୨୩ ଆଜି, ଡିସେମ୍ବର ୧୯, ୨୦୨୨ ରିଲିଜ୍ ହେବାର ଆଶା କରାଯାଉଛି। ଯଦିଓ ବୋର୍ଡ ଅଧିକାରୀମାନେ ଏ ସମ୍ପର୍କରେ କୌଣସି ବିବୃତ୍ତି ପ୍ରକାଶ କରିନାହାଁନ୍ତି। CBSE ୨୦୨୩ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ cbseacademic.nic.in ଏବଂ cbse.gov.in ରେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସମୟ ସାରଣୀ ଡାଉନଲୋଡ୍ କରିପାରିବେ।
ତେବେ
CBSE ର ଅଫିସିଆଲ୍ ୱେବସାଇଟ୍ ଯଥା cbse.gov.in ପରିଦର୍ଶନ କରନ୍ତୁ।
ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଯଥାକ୍ରମେ ୪୦% ପ୍ରଶ୍ନ ଏବଂ ୩୦% ପ୍ରଶ୍ନ ଦକ୍ଷତା ଭିତ୍ତିକ (କମ୍ପିଟେଟିଭ୍ ବେସ୍ଡ) ଆସିବ ବୋଲି ବୋର୍ଡ ଏକ ବିଜ୍ଞପ୍ରିରେ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.