Bureau
ପ୍ରଥମ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ
ଭୁବନେଶ୍ୱର, ୧୮।୧୨ (ଓଡ଼ିଆ ପୁଅ) : କଟକ ଜିଲ୍ଲାର ନିଆଳୀ ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ପ୍ରଥମ ବିଳାଶୁଣୀ ମହୋତ୍ସବ ଗତ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ...
ବାସୁଳାଇ ଉ.ପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଞ୍ଚାୟତର ଚରପଡା ବାସୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରଡା ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇଦିନ ଧରି ଏହି...
ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଓ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସମ୍ବାଦ ସାହିତ୍ୟ ଘର କେନ୍ଦ୍ରାପଡାର ମାସିକ ଆସର ଅବସରରେ ସଂଗ୍ରାମୀ ଜନନେତା ପୂର୍ବତନ ସାଂସଦ ମୋହନ ଜେନାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ...
କେଶବ ସେଠୀଙ୍କ ଅମୃତାୟନ ପୁସ୍ତକ ଲୋକାର୍ପିତ
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଚରଣାଶ୍ରିତ କେଶବ ସେଠୀଙ୍କ ଦ୍ୱାରା ରଚିତ ଏକ ଆଧ୍ୟାତ୍ମିକ ଓ ସମାଜ ସଂସ୍କାରଧର୍ମୀ ପୁସ୍ତକ ‘ଅମୃତାୟନ’କୁ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର...
ନାଟ୍ୟକାର ଜଗନ ମୋହନ ଲାଲାଙ୍କ ସ୍ମୃତିରେ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଆଦି ନାଟ୍ୟକାର ଜଗନ୍ ମୋହନ ଲାଲାଙ୍କ ସ୍ମୃତିରେ ଓଡିଶା ନାଟ୍ୟ ସଙ୍ଘ ଓ ତୁଳସୀ କଲଚରାଲ ଆସୋସିଏସନର ମିଳିତ ଉଦ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।...
୧୯ ଡିସେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...
ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ୧୮/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ନନ୍ଦନକାନନର ପଦାସାହିସ୍ଥିତ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ...
୧୮ ଡିସେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର...
୧୭ ଡିସେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ...
ଆଜି ଶସ୍ତା ହେଲା ସୁନା ଏବଂ ରୂପାର ଦର
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି। ଆମେରିକା ସୁନା ୩୦.୯୦ ଡଲାର ଅର୍ଥାତ୍ ୧.୭୦% ହ୍ରାସ ହୋଇ ୧, ୭୮୭.୮୦ ଡଲାରରେ ପହଞ୍ଚିଛି। ଏଥି...
ରିଲାଏନ୍ସ ରିଟେଲ FMCG ପ୍ରଡ଼କ୍ଟର ନୂଆ ବ୍ରାଣ୍ଡ ଇଣ୍ଡିପେଣ୍ଡେନ୍ସ – ଜାଣନ୍ତୁ କ’ଣ ମିଳିବ...
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଗଷ୍ଟ ୨୯ ରେ ଅନୁଷ୍ଠିତ ଏଜିଏମ୍ ବୈଠକରେ ଇଶା ଅମ୍ବାନୀ FMCG ବ୍ୟବସାୟରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହାର...
୧୬ ଡିସେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ...
ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନଙ୍କ ମତ : ସେବା ଓ ସଙ୍ଗୀତ ପାଇଁ ମନେରହିବେ ବନମାଳୀ
ପିପିଲି ୧୫-୧୨ (ଓଡ଼ିଆ ପୁଅ) ସ୍ଥାନୀୟ ଅଂଚଳରେ ସମାଜସେବା ଓ ଲୁପ୍ତପ୍ରାୟ କଳାକୁ ଉଜ୍ଜିବିତ କରିବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ବନମାଳୀ ମିଶ୍ର ସବୁଦିନ ପାଇଁ ମନେରହିବେ। ଖଞ୍ଜଣି ବାଦନ ସହ...
ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୨’ରେ ପ୍ରତିଭା ପ୍ରଦର୍ଶନ
ନୟାଗଡ଼, ୧୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସ୍ଥିତ କ୍ରୀଡ଼ା ବିଭାଗ ଅଧୀନ କ୍ରୀଡ଼ାଙ୍ଗନରେ ନୟାଗଡ଼ ଜିଲ୍ଲାର ତପସ୍ୟା ଶିଶୁଗୃହ ଏବଂ ନୟାଗଡ଼ କଳାପରିଷଦ ଶିଶୁ ଯତ୍ନ ଅନୁଷ୍ଠାନର ୬୦ ଜଣ...
୧୫ ଡିସେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରବାର...
୧୪ ଡିସେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଶୁଭ ରହିବ। ଆପଣ ଆତ୍ମିୟଜନମାନଙ୍କ ଏବଂ ମିତ୍ରମାନଙ୍କ ସାଥିରେ ସାମାଜିକ କାର୍ଯ୍ୟଗୁଡ଼ିକରେ ବ୍ୟସ୍ତ ରହିବେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଧନ ମଧ୍ୟ ଖର୍ଚ୍ଚ...
ଅଣ୍ଡର ଗ୍ରାଜୁଏସନ UGCର ନୂତନ ଫ୍ରେମୱାର୍କ : ଚାରି ବର୍ଷରେ ‘ଅନର୍ସ’ ଡିଗ୍ରୀ
ଗ୍ରାଜୁଏସନ କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ନୂତନ ଫ୍ରେମୱାର୍କ ଆରମ୍ଭ କରିଛି। NEP ର ସୁପାରିଶକୁ ଆଧାର କରି ଏହି ନୂତନ ପାଠ୍ୟକ୍ରମରେ କେଉଁ ପରିବର୍ତ୍ତନ ଘଟିଛି ତେବେ ଜାଣନ୍ତୁ...
୧୩ ଡିସେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି...
କଟକରେ ପ୍ରେମ ନୟାଗଡ଼ରେ ହତ୍ୟା, ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା
ନୟାଗଡ଼, ୧୨/୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ଓ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ...
ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ
ପୁରୀ ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପୁରୀ ଜିଲ୍ଲା...