Bureau
ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରଣାଳୟ, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ,...
ନୂଆଦିଲ୍ଳୀ ୭/୦୭: (ଓଡ଼ିଆ ପୁଅ) ଓଡିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ମୟୁରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର...
କାହାକୁ କେଉଁ ବିଭାଗ – ଦେଖନ୍ତୁ ଲିଷ୍ଟ
ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଆଜି ହୋଇଛି କ୍ୟାବିନେଟର ପୁନର୍ଗଠନ। ତେବେ ଅନେକ ମନ୍ତ୍ରୀଙ୍କର ବିଭାଗ ବଦଳିଯାଇଛି ସଂକ୍ଷେପରେ ଜାଣନ୍ତୁ କାହାକୁ ଏ ପର୍ଯ୍ୟନ୍ତ କେଉଁ ବିଭାଗ।
- ଭୁପେନ୍ଦ୍ର ଯାଦବ ଶ୍ରମ...
କ୍ୟାବିନେଟ ବିସ୍ତାର: ନୂଆ କ୍ୟାବିନେଟରେ ୧୩ ଓକିଲ, ୬ ଡାକ୍ତର ୫ ଇଞ୍ଜିନିୟର –...
ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନା ରହିଛି। ଏଥିରେ ୧୮ ଜଣ ପୂର୍ବତନ ରାଜ୍ୟ ମନ୍ତ୍ରୀ ଏବଂ ୩୯ ଜଣ ପୂର୍ବତନ...
ଆଜି କେନ୍ଦ୍ର କ୍ୟାବିନେଟ ବିସ୍ତାର : ଜାଣନ୍ତୁ ସାମ୍ଭାବ୍ୟ ନାମ
ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ। ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟା ୬ ଟାରେ ହେବ ଥିବା ଶପଥ ଗ୍ରହଣ ସମାରୋହ ହେବ ବୋଲି ବିଜ୍ଞପ୍ତି...
ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୪୩, ୭୩୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୪୩, ୭୩୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୫୯, ୯୨୦...
ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୯ : ମୋଟ ମୃତ୍ୟୁ ସଂଖ୍ୟା ୪,୩୫୮...
ଭୁବନେଶ୍ୱର ୦୭-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୫୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୩୫୮ କୁ ବୃଦ୍ଧି ପାଇଛି। କିନ୍ତୁ ସ୍ୱାସ୍ଥ୍ୟ...
ଆଜି ରାଜ୍ୟରେ ୨୬୦୨ ନୂଆ କରୋନା ଆକ୍ରାନ୍ତ, ୫୯ ମୃତ୍ୟୁ ରିପୋର୍ଟ
ଭୁବନେଶ୍ୱର ୭-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୬୦୨
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ : ୧୪୯୫
- ସ୍ଥାନୀୟ ଅଞ୍ଚଳରୁ...
କିମ୍ବଦନ୍ତି ଅଭିନେତା ଦିଲୀପ କୁମାରଙ୍କ ପରଲୋକ
ନୂଆ ଦିଲ୍ଲୀ ଜୁଲାଇ ୦୭ (ଓଡ଼ିଆ ପୁଅ) କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବାର କିଛି ଦିନ ପରେ ବୟସ ସମ୍ବନ୍ଧୀୟ “ଚିକିତ୍ସା ସମସ୍ୟା” ସମାଧାନ ପାଇଁ...
ଜୁଲାଇ ମାସରେ ଓଡିଶାର ପିଏସ୍ୟୁ ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷମାଗଣା ଟିକା ଦେବାର...
ରାଜ୍ୟର କର୍ପୋରେଟ୍ ଅନୁଷ୍ଠାନ ଓ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଟିକାକରଣ ସମୀକ୍ଷା
- କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ ଏବଂ ସିଆଇଆଇର ମୁଖ୍ୟ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ...
କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାକିଷାନ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଢେଙ୍କାନାଳ ୬/୭ (ଓଡ଼ିଆ ପୁଅ) - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କ ପ୍ରତି ଚରମ ଉଦାସୀନତା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ଦିନକୁ ଦିନ...
ନିପୁଣ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
-୩ରୁ ୯ ବର୍ଷ ଆୟୁବର୍ଗର ଶିଶୁମାନଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ନିପୁଣ ଭାରତ ସକ୍ଷମ ହେବ: ଶ୍ରୀ ରମେଶ ପୋଖରିଆଲ
-ପ୍ରାଥମିକ ଶିକ୍ଷା ଭିତ୍ତିଭୂମିର ଅନୁଭୂତିକୁ ସାମଗ୍ରିକ, ସମନ୍ୱିତ, ସମାବେଶୀ, ଆନନ୍ଦମୟ ଓ...
କେତେ ଶୋଷିଲେ ସନ୍ତୁଷ୍ଟ ହେବ ବିଜେପି ? ମହଙ୍ଗାମାଡର ଜବାବ ଦେବେ ଲୋକେ-ନିରଞ୍ଜନ
ଭୁବନେଶ୍ୱର ୬.୭ (ଓଡ଼ିଆ ପୁଅ) - କରୋନା ଏବଂ ତଦ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି। ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି। ଏହି ସମୟରେ...
ଛାତ୍ର ଛାତ୍ରୀଙ୍କୁ ତୁରନ୍ତ କୋଭିଡ୍ ଟୀକା ଦିଆଯାଉ – ଛାତ୍ର କଂଗ୍ରେସ
ଭୁବନେଶ୍ୱର ୬.୭ (ଓଡ଼ିଆ ପୁଅ) – ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ୱଭୂଷଣ ମହାପାତ୍ର କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ...
୦୭ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା...
ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର ୬/୭ (ଓଡ଼ିଆ ପୁଅ) ଭୁବନେଶ୍ୱର ଏମ୍ସ AIIMS ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି।
ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ...
JEE ମେନ୍ ପରୀକ୍ଷାର ତୃତୀୟ ପର୍ଯ୍ୟାୟ ଜୁଲାଇ ୨୦-୨୫ ରୁ ଚତୁର୍ଥ ପର୍ଯ୍ୟାୟ ଜୁଲାଇ...
ନୂଆଦିଲ୍ଲୀ ୦୬ ଜୁଲାଇ (ଓଡିଆ ପୁଅ) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାନକ ମଙ୍ଗଳବାର ଦିନ ଏପ୍ରିଲ ଏବଂ ମେ ଅଧିବେଶନ ପାଇଁ JEE ମେନ୍ ପରୀକ୍ଷା ପାଇଁ ନୂତନ ତାରିଖ...
କେନ୍ଦ୍ର କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ...
ନୂଆଦିଲ୍ଲୀ ୦୬ ଜୁଲାଇ (ଓଡିଆ ପୁଅ): କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବରିଷ୍ଠ ବିଜେପି ମନ୍ତ୍ରୀ ତଥା ଦଳର ମୁଖ୍ୟ ଜେପି ନଡ୍ଡାଙ୍କ...
୧୧୧ ଦିନର ସର୍ବନିମ୍ନ : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୪, ୭୦୩...
ନୂଆଦିଲ୍ଲୀ ୦୬ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୪, ୭୦୩ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୪, ୬୪, ୩୫୭ କୁ...
ଆଜି ରାଜ୍ୟରେ ୨୪୮୭ ନୂଆ କରୋନା ଆକ୍ରାନ୍ତ, ୫୧ ମୃତ୍ୟୁ ରିପୋର୍ଟ
ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୪୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିବା ବେଳେ ୫୧ ମୃତ୍ୟୁ ରିପୋର୍ଟ ହୋଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୪୮୭
- କ୍ୱାରେଣ୍ଟାଇନ୍...
ଆଜି ୫୧ କରୋନା ମୃତ୍ୟୁ ରିପୋର୍ଟ ପରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୨୯୯...
ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧ ମୃତ୍ୟୁ ରିପୋର୍ଟ ହୋଇଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ।...





















