Home Top News ଆଜି କେନ୍ଦ୍ର କ୍ୟାବିନେଟ ବିସ୍ତାର : ଜାଣନ୍ତୁ ସାମ୍ଭାବ୍ୟ ନାମ

ଆଜି କେନ୍ଦ୍ର କ୍ୟାବିନେଟ ବିସ୍ତାର : ଜାଣନ୍ତୁ ସାମ୍ଭାବ୍ୟ ନାମ

60

ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ। ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟା ୬ ଟାରେ ହେବ ଥିବା ଶପଥ ଗ୍ରହଣ ସମାରୋହ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ବିଭିନ୍ନ ସୂତ୍ରରୁ କିଛି ସାମ୍ଭାବ୍ୟ ନାମ ଆସୁଛି ଜାଣନ୍ତୁ

କେଉଁମାନେ ହୋଇପାରନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ଚେହେରା

୧. ଜ୍ୟୋତିରାଦିତ୍ୟ ସିନ୍ଧିଆ।

୨. ସରବାନନ୍ଦ ସୋନୱାଲ।

୩. ପଶୁପତି ନାଥ ପାରାସ।

୪. ନାରାୟଣ ରାଣେ।

୫. ଭୁପେନ୍ଦ୍ର ଯାଦବ

୬. ଅନୁପ୍ରିୟା ପଟେଲ।

୭. କପିଲ ପାଟିଲ।

୮. ମୀନାକ୍ଷୀ ଲେଖୀ।

୯. ରାହୁଲ କସାବା।

୧୦. ଅଶ୍ୱିନୀ ବୈଷ୍ଣବ।

୧୧. ଶାନ୍ତନୁ ଠାକୁର।

୧୨. ବିନୋଦ ସୋନକର।

୧୩. ପଙ୍କଜ ଚୌଧୁରୀ।

୧୪. ଆରସିପି ସିଂ (ଜେଡିୟୁ)

୧୫. ଦିଲଶ୍ୱର କାମାତ୍ (JDU)

୧୬. ଚନ୍ଦ୍ରଶେଖର ପ୍ରସାଦ ଚନ୍ଦ୍ରବଂଶୀ (ଜେଡିୟୁ)

୧୭. ରାମନାଥ ଠାକୁର (JDU)

୧୮. ରାଜକୁମାର ରଂଜନ।

୧୯. ବିଏଲ ବର୍ମା

୨୦. ଅଜୟ ମିଶ୍ର।

୨୧. ହିନା ଗାଭିତ୍।

୨୨. ଶୋଭା କରନ୍ଦଲାଜେ।

୨୩. ଅଜୟ ଭଟ୍ଟ।

୨୪. ପ୍ରୀତମ୍ ମୁଣ୍ଡେ

୨୫ . ଅନୀଲ ବଲୁନି

୨୬. ବିଶ୍ୱେଶ୍ୱର ଟୁଡ଼ୁ

୨୭ – ବରୁଣ ଗାନ୍ଧୀ

୨୮. ସୁନିତା ଦିଗଲ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.