Home Top News ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରଣାଳୟ, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ, ଟୁଡ଼ୁ...

ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରଣାଳୟ, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ, ଟୁଡ଼ୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟମନ୍ତ୍ରୀ

102

ନୂଆଦିଲ୍ଳୀ ୭/୦୭: (ଓଡ଼ିଆ ପୁଅ) ଓଡିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ମୟୁରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ। ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଏହି ଦାୟୀତ୍ବ ତୁଲାଇବେ। ଅପର ପକ୍ଷରେ ଧର୍ମେନ୍ଦ୍ରଙ୍କ ହାତରୁ ଷ୍ଟିଲ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଛଡ଼ାଇ ନିଆଯାଇଛି ସେ ଏବେ ଦେଶର ଶିକ୍ଷା ମନ୍ତ୍ରୀ ଦାୟୀତ୍ତ୍ୱ ତୁଲାଇବେ ଏହା ସହ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟୀତ୍ତ୍ୱ ସମ୍ଭାଳିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.