Home Coronavirus Outbreak କିମ୍ବଦନ୍ତି ଅଭିନେତା ଦିଲୀପ କୁମାରଙ୍କ ପରଲୋକ

କିମ୍ବଦନ୍ତି ଅଭିନେତା ଦିଲୀପ କୁମାରଙ୍କ ପରଲୋକ

75

ନୂଆ ଦିଲ୍ଲୀ ଜୁଲାଇ ୦୭ (ଓଡ଼ିଆ ପୁଅ) କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବାର କିଛି ଦିନ ପରେ ବୟସ ସମ୍ବନ୍ଧୀୟ “ଚିକିତ୍ସା ସମସ୍ୟା” ସମାଧାନ ପାଇଁ ତାଙ୍କୁ ଗତ ସପ୍ତାହରେ ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଭିନେତା ଦିଲୀପ କୁମାର ୯୮ ବର୍ଷ ବୟସରେ ଦେହାନ୍ତ ହୋଇ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର। ହିନ୍ଦି ସିନେମାରେ ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ଥିଲେ।

କୁମାରଙ୍କ କ୍ୟାରିୟର ପାଞ୍ଚ ଦଶନ୍ଧି ଧରି “ମୋଗଲ-ଏ-ଆଜମ”, “ଦେବଦାସ”, “ନୟା ଦୌର” ଏବଂ “ରାମ ଅର ଶ୍ୟାମ” ଭଳି ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଶେଷ ବଡ ପରଦା ଫିଲ୍ମ ୧୯୯୮ ରେ ଚଳଚ୍ଚିତ୍ର “କିଲା” ରେ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.