Bureau
ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ତାଙ୍କ ପଦରୁ ଇସ୍ତଫା ଦେଲେ- କାରଣ ଅସ୍ପଷ୍ଟ
ଅହମ୍ମଦାବାଦ ୧୧-୯ (ଓଡ଼ିଆ ପୁଅ) ଗୁଜୁରାଟରେ ନିର୍ବାଚନ ପ୍ରଚାର ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ...
ଗରିବ ଉଚ୍ଚ ବର୍ଗଙ୍କୁ ସହକାରୀ ଇଞ୍ଜିନିୟର ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ :...
ରାଞ୍ଚି ୧୧-୯ (ଓଡ଼ିଆ ପୁଅ) ଝାଡ଼ଖଣ୍ଡ ହାଇକୋର୍ଟ ଶୁକ୍ରବାର ଦିନ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। କହିଛନ୍ତି ଯେ, ଉଚ୍ଚ ଜାତିର ଗରିବମାନେ ମଧ୍ୟ ସହକାରୀ ଇଞ୍ଜିନିୟର ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ...
ଫାଇନାଲ୍ ଏବଂ ଫାଉଣ୍ଡେସନ୍ ପରୀକ୍ଷା ଫଳ ତାରିଖ ପ୍ରକାଶ କଲା ICAI
ନୂଆ ଦିଲ୍ଲୀ ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ICAI, CA ଜୁଲାଇ ଫଳାଫଳ ୨୦୨୧ ତାରିଖ ପ୍ରକାଶ କରିଛି। ଜୁଲାଇ ୨୦୨୧ ରେ ଅନୁଷ୍ଠିତ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୧,୫୧୬ କୁ ବୃଦ୍ଧି ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି କରୋନା କାରଣରୁ ୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮,...
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୬୩୦
୦-୧୮ ବର୍ଷର...
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ – ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ଗାଁ ଠାରୁ ନେଇ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’...
ବନ୍ଦ କୋଠା ଘର ମଧ୍ୟରୁ ଅବସରପ୍ରାପ୍ତ ପୋଲିସର ଗଳିତ ମୃତଦେହ ଉଦ୍ଧାର
ସାଲେପୁର, ୧୦/୦୯ (ଓଡ଼ିଆ ପୁଅ /ଅଭୟ ଜେନା) ସ୍ଥାନୀୟ ଉତ୍ତର ଵଟେଶ୍ୱର ଗ୍ରାମରେ ଥିବା ଏକ କୋଠା ଘରୁ ଯୁବକଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରିଛି ସାଲେପୁର ପୋଲିସ। ଘଟଣାରୁ ପ୍ରକାଶ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର – ଆଗାମୀ ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ...
ଭୁବନେଶ୍ୱର ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗତ କାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ...
ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାର ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ - ଧର୍ମେନ୍ଦ୍ର ପ୍ରଧାନ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ
- ଏହି ଅତ୍ୟାଧୁନିକ କୋଚ୍...
୧୧ ସେପ୍ଟେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟାପାରରେ ଲାଭ ହେବ। ବିବାହ ଉତ୍ସୁକ ଜାତକର ବିବାହର ଆୟୋଜନ...
ଏହି ଦିନ ପ୍ରକାଶ ପାଇବ JEE ମେନ୍ ରେଜଲ୍ଟ
ନୂଆ ଦିଲ୍ଲୀ ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) JEE ମେନ୍ ରେଜଲ୍ଟ: ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା - JEE ମେନ୍ ରେଜଲ୍ଟ ଯାହା ଆଜି ସେପ୍ଟେମ୍ବର ୧୦ରେ ଘୋଷଣା ହେବାର ଥିଲା ତାହାକୁ...
ଯୌନ ଇଚ୍ଛାର ଅଭାବ : ସମସ୍ୟା ଏବଂ କାରଣ ଗୁଡ଼ିକ କ’ଣ? କେଉଁ ବୟସରେ...
ଯୌନ ଇଚ୍ଛାର ଅଭାବ କିମ୍ବା କମ୍ ଯୌନ ଛଚ୍ଛା ଅର୍ଥାତ୍ "ଲୋ ଲିବିଡୋ' ର ବିଭିନ୍ନ କାରଣ କ'ଣ ତାହା ଏକ ଷ୍ଟଡ଼ିରୁ ଜଣାପଡ଼ିଛି। ଷ୍ଟଡ଼ିରୁ ଜଣାପଡ଼ିଛିଯେ, ପ୍ରାୟ ୪୩ ପ୍ରତିଶତ ମହିଳା...
ପାର୍ବଣ ପର୍ବ ପୂର୍ବରୁ ରନ୍ଧନ ତେଲ ଶସ୍ତା ହେବ! ଜମାକାରୀଙ୍କ ଉପରେ ଲାଗିବ ଲଗାମ୍
ନୂଆ ଦିଲ୍ଲୀ ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗତ ଏକ ବର୍ଷ ମଧ୍ୟରେ ଖାଇବା ତେଲର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ଖାଇବା ତେଲର...
ସେପ୍ଟେମ୍ବର ୧୧ ରୁ ଆରମ୍ଭ ହେବ JEE ଆଡଭାନ୍ସ ପଞ୍ଜିକରଣ; ଅନଲାଇନ୍ ରେଜିଷ୍ଟ୍ରେସନ୍ କିପରି...
JEE ଆଡଭାନ୍ସ ପଞ୍ଜୀକରଣ ୧୧ ସେପ୍ଟେମ୍ବର ୨୦୨୧ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁ ପରୀକ୍ଷାର୍ଥୀମାନେ JEE ମେନ୍ ରେ ୨, ୫୦, ୦୦୦ ର୍ୟାଙ୍କରେ ସୁରକ୍ଷିତ ଅଛନ୍ତି ସେମାନେ ପଞ୍ଜୀକରଣ...
କୋଭିଡ -୧୯ ଏବଂ ଫ୍ଲୁ ପାଇଁ ସିଙ୍ଗଲ୍-ଡୋଜ୍ ବୁଷ୍ଟର୍ ସଟ୍ ବିକଶିତ କରିବ ମଡେର୍ଣ୍ଣା
ନୂଆ ଦିଲ୍ଲୀ ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆମେରିକାର ଔଷଧ ନିର୍ମାତା ମଡେର୍ଣ୍ଣା ଏକକ-ଡୋଜ୍ ଟିକା ବିକାଶିତ ପାଇଁ ଘୋଷଣା କରିଛି। ଯାହା ଏକ କୋଭିଡ୍ -୧୯ ବୁଷ୍ଟର୍ ଏବଂ ଏକ ଋତୁକାଳୀନ...
କର୍ଣ୍ଣଲ ପରେ ଜିନ୍ଦରେ କୃଷକମାନେ ବିଜେପି ବିଧାୟକଙ୍କୁ ଘେରିଲେ, ସୁରକ୍ଷା ବଳୟରେ ବିଧାୟକ ପଳାଇବା...
ନୂଆ ଦିଲ୍ଲୀ ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଜିନ୍ଦରେ କୃଷକମାନେ ଜିଲ୍ଲା ସଭାକୁ ବିରୋଧ କରି ବିଜେପି ବୈଠକକୁ ବିରୋଧ କରିଥିଲେ। ଏହି ସମୟରେ ପାନିପତ ଗ୍ରାମୀଣ ବିଧାୟକ ମହିପାଲ...
ସୁନ୍ଦରଗଡ଼ ଜିଲ୍ଲା: ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ...
- ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେବେ ମିଶନ ଶକ୍ତିର ମା’
- ପୁଷ୍ଟିଶସ୍ୟରୁ ଖାଦ୍ୟ ପ୍ରସ୍ତୁତି, କିଓସ୍କ ପରିଚାଳନା ପାଇଁ ତାଲିମ
ସୁନ୍ଦରଗଡ଼, ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ...
ସୁନା ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟି ନଗଦ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର, ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଓଡିଶାର ଗୋଲଡେନ୍ ବଏ ତଥା ବିଶ୍ୱ ଚାମ୍ପିଅନ୍ ପାରା ସଟଲର ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସରେ ପାରା ବ୍ୟାଡମିଣ୍ଟନରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ଭାବରେ...
ନୂଆଖାଇରେ ମିଳିବ କାଳିଆ ଟଙ୍କା
ଭୁବନେଶ୍ୱର ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ନୂଆଖାଇରେ ମିଳିବ କାଳିଆ ଟଙ୍କା। ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ...
























