Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୮...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୮ ମୃତ

37

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୧,୫୧୬ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୩,୭୪,୪୯୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୨,୧୯୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୦୮,୩୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୭୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୪୨୩୧୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୮%

ଆରୋଗ୍ୟ ହୋଇଛନ୍ତି ୯୭.୪୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୩, ୦୫, ୮୯, ୬୮୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୫, ୨୭, ୧୭୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୪, ୦୧, ୯୬, ୯୮୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୯୨, ୧୩୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୪୩ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୧୯ ୧୯୯୮୫୬୧ ୧୧୦୭ ୧୩୯୭୦
ଅରୁଣାଚଳ ପ୍ରଦେଶ ୫୮୩ ୫୨୮୧୧ ୮୨ ୨୬୯
ଆସାମ ୬୦୨୯ ୫୮୨୫୮୬ ୫୬୯ ୫୭୩୨
ବିହାର ୭୪ ୭୧୬୦୭୪ ୧୦ ୯୬୫୮
ଚଣ୍ଡିଗଡ଼ ୨୫ ୬୪୩୦୪ ୮୧୬
ଛତିଶଗଡ ୩୯୧ ୯୯୦୮୭୧ ୨୮ ୧୩୫୫୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୯
ଦିଲ୍ଲୀ ୩୯୯ ୧୪୧୨୬୭୨ ୫୨ ୨୫୦୮୩
୧୦ ଗୋଆ ୮୪୦ ୧୭୦୭୧୬ ୮୧ ୩୨୧୪
୧୧ ଗୁଜୁରାଟ ୧୫୮ ୮୧୫୩୪୪ ୧୩ ୧୦୦୮୨
୧୨ ହରିୟାଣା ୫୫୭ ୭୬୦୩୮୩ ୩୯ ୯୬୮୬
୧୩ ହିମାଚଳ ପ୍ରଦେଶ ୧୬୮୨ ୨୧୦୧୨୫ ୨୩୭ ୩୬୩୦
୧୪ ଜାମ୍ମୁ କାଶ୍ମୀର ୧୨୯୩ ୩୨୦୯୪୮ ୧୪୨ ୪୪୧୨
୧୫ ଝାଡଖଣ୍ଡ ୧୪୨ ୩୪୨୭୮୦ ୨୮ ୫୧୩୩
୧୬ କର୍ଣ୍ଣାଟକ ୧୭୦୫୫ ୨୯୦୫୬୦୪ ୯୨୧ ୩୭୪୭୨ ୧୦
୧୭ କେରଳ ୨୩୮୨୦୧ ୪୦୭୪୨୦୦ ୨୩୫୩୫ ୨୨୩୦୩ ୧୭୭
୧୮ ଲଦାଖ ୩୯ ୨୦୩୫୪ ୨୦୭
୧୯ ଲକ୍ଷଦୀପ ୧୦୨୯୭ ୫୧
୨୦ ମଧ୍ୟପ୍ରଦେଶ ୧୩୦ ୭୮୧୬୬୪ ୧୦୫୧୭
୨୧ ମହାରାଷ୍ଟ୍ର ୫୧୩୨୦ ୬୩୦୮୪୯୧ ୧୩୮୦୬୧ ୪୪
୨୨ ମଣିପୁର ୨୭୬୯ ୧୧୨୦୩୧ ୬୫୮ ୧୮୦୭
୨୩ ମେଘାଳୟ ୨୦୦୭ ୭୪୫୨୪ ୧୪୪ ୧୩୪୬
୨୪ ମିଜୋରାମ ୧୨୩୪୭ ୫୭୧୭୧ ୮୧୬ ୨୩୩
୨୫ ନାଗାଲାଣ୍ଡ ୬୫୦ ୨୯୨୭୧ ୫୪ ୬୩୪
୨୬ ଓଡ଼ିଶା ୬୪୫୧ ୧୦୦୦୫୪୮ ୬୮୯ ୮୦୮୪
୨୭ ପୁଡୁଚେରୀ ୯୯୫ ୧୨୧୮୧୪ ୧୦୯ ୧୮୨୦
୨୮ ପଞ୍ଜାବ ୩୨୩ ୫୮୪୧୯୪ ୨୫ ୧୬୪୫୩
୨୯ ରାଜସ୍ଥାନ ୮୫ ୯୪୫୧୩୬ ୮୯୫୪
୩୦ ସିକ୍କିମ୍ ୮୪୭ ୨୯୨୭୭ ୬୭ ୩୭୭
୩୧ ତାମିଲନାଡୁ ୧୬୩୦୪ ୨୫୭୯୧୬୯ ୧୫୨୩ ୩୫୧୧୯ ୨୫
୩୨ ତେଲେଙ୍ଗାନା ୫୩୫୧ ୬୫୧୭୬୩ ୩୩୮ ୩୮୯୨
୩୩ ତ୍ରିପୁରା ୬୦୫ ୮୨୧୪୩ ୯୨ ୮୦୫
୩୪ ଉତ୍ତରାଖଣ୍ଡ ୩୧୯ ୩୩୫୪୭୯ ୩୨ ୭୩୮୯
୩୫ ଉତ୍ତରପ୍ରଦେଶ ୧୯୧ ୧୬୮୬୪୫୭ ୧୬ ୨୨୮୬୪
୩୬ ପଶ୍ଚିମବଙ୍ଗ ୮୨୧୯ ୧୫୨୮୬୩୩ ୭୬୬ ୧୮୫୫୩ ୧୪
ମୋଟ ୩୯୧୫୧୬ ୩୨୩୭୪୪୯୭ ୩୨୧୯୮ ୪୪୨୩୧୭ ୩୦୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.