Home Coronavirus Outbreak ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ : ୬୨୩

ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ : ୬୨୩

53

ଭୁବନେଶ୍ୱର ୧୯ -୯ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୬୨୩
୦-୧୮ ବର୍ଷର : ୯୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୬୨
– ସ୍ଥାନୀୟ ଅଞ୍ଚଳରୁ୨୬୧
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୩
୨- ବାଲେଶ୍ୱର ଜିଲ୍ଲାରୁ – ୨୮
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୧୩
୫- କଟକ ଜିଲ୍ଲାରୁ – ୭୪
୬- ଦେବଗଡ଼ ଜିଲ୍ଲାରୁ – ୨
୭- ଢେଙ୍କାନାଳ ଜିଲ୍ଲାରୁ – ୭
୮- ଗଜପତି ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୧୨
୧୦- ଜଗତସିଂହପୁର ଜିଲ୍ଲାରୁ – ୨୯
୧୧- ଯାଜପୁର ଜିଲ୍ଲାରୁ – ୨୮
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୬
୧୩- କଳାହାଣ୍ଡି ଜିଲ୍ଲାରୁ – ୧
୧୪- କନ୍ଧମାଳ ଜିଲ୍ଲାରୁ – ୧
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୬- କେନ୍ଦୁଝର ଜିଲ୍ଲାରୁ – ୩
୧୭- ଖୋର୍ଦ୍ଧାରୁ : ୨୭୨
୧୮- କୋରାପୁଟ ଜିଲ୍ଲାରୁ – ୪
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୮
୨୦- ନବରଙ୍ଗପୁର ଜିଲ୍ଲାରେ: ୧
୨୧- ନୟାଗଡ଼ ଜିଲ୍ଲାରୁ – ୪
୨୨- ପୁରୀ ଜିଲ୍ଲାରୁ – ୭
୨୩- ରାୟଗଡ଼ା ଜିଲ୍ଲାରୁ – ୧
୨୪- ସମ୍ବଲପୁର ଜିଲ୍ଲାରୁ – ୧୫
୨୫- ସୋନପୁର ଜିଲ୍ଲାରୁ – ୧
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୬
୨୭- State Pool: ୬୩
– ନୂଆ ସୁସ୍ଥ ହୋଇଥିଲେ୭୫୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୨୫୬୬୮୨
– ମୋଟ ଆକ୍ରାନ୍ତ ୧୦୨୦୨୪୪
– ମୋଟ ସୁସ୍ଛ ହୋଲେଣି ୧୦୦୬୩୨୦
– ସକ୍ରୀୟ ଆକ୍ରାନ୍ତ – ୫୭୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.