Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୯ ମୃତ୍ୟୁ

29

ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦୭୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୩୨୧୫୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୬,୭୧,୧୬୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୪୮,୧୬୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮,୪୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୪,୮୩୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୯୯%

ଆରୋଗ୍ୟ ହୋଇଛନ୍ତି ୯୭.୬୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୮୦, ୪୩, ୭୨, ୩୩୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୫, ୪୨, ୭୩୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୫, ୨୩, ୪୦, ୧୬୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୫୯, ୮୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୪ ୭୪୫୫ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୫୩ ୨୦୦୮୬୩୯ ୧୩୦୯ ୧୪୦୬୧
ଅରୁଣାଚଳ ପ୍ରଦେଶ ୪୬୧ ୫୩୩୨୮ ୭୬ ୨୭୧
ଆସାମ ୫୦୬୩ ୫୮୬୮୫୬ ୪୬୫ ୫୭୯୦
ବିହାର ୬୫ ୭୧୬୧୫୮ ୧୦ ୯୬୫୮
ଚଣ୍ଡିଗଡ଼ ୩୫ ୬୪୩୨୩ ୮୧୮
ଛତିଶଗଡ ୩୩୨ ୯୯୧୧୫୦ ୪୨ ୧୩୫୬୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୫
ଦିଲ୍ଲୀ ୪୦୪ ୧୪୧୨୯୮୦ ୪୪ ୨୫୦୮୫
୧୦ ଗୋଆ ୭୭୧ ୧୭୧୩୫୧ ୮୧ ୩୨୯୨
୧୧ ଗୁଜୁରାଟ ୧୪୩ ୮୧୫୪୯୦ ୨୪ ୧୦୦୮୨
୧୨ ହରିୟାଣା ୩୨୩ ୭୬୦୫୮୦ ୯୮୦୮
୧୩ ହିମାଚଳ ପ୍ରଦେଶ ୧୬୧୦ ୨୧୧୫୫୪ ୧୪୨ ୩୬୪୯
୧୪ ଜାମ୍ମୁ କାଶ୍ମୀର ୧୪୭୯ ୩୨୧୮୭୮ ୧୧୩ ୪୪୧୬
୧୫ ଝାଡଖଣ୍ଡ ୭୪ ୩୪୨୯୦୭ ୨୩ ୫୧୩୩
୧୬ କର୍ଣ୍ଣାଟକ ୧୫୭୮୩ ୨୯୧୩୭୧୩ ୧୦୮୦ ୩୭୫୮୭ ୧୪
୧୭ କେରଳ ୧୮୧୪୧୧ ୪୨୮୩୯୬୩ ୨୭୨୬୬ ୨୩୪୩୯ ୧୪୩
୧୮ ଲଦାଖ ୧୦୯ ୨୦୩୮୬ ୨୦୭
୧୯ ଲକ୍ଷଦୀପ ୧୦୨୯୯ ୫୧
୨୦ ମଧ୍ୟପ୍ରଦେଶ ୯୭ ୭୮୧୭୭୨ ୧୮ ୧୦୫୧୭
୨୧ ମହାରାଷ୍ଟ୍ର ୫୧୪୭୨ ୬୩୨୮୫୬୧ ୩୮୪୧ ୧୩୮୪୬୯ ୮୦
୨୨ ମଣିପୁର ୨୧୮୦ ୧୧୪୨୫୧ ୨୨୮ ୧୮୩୦
୨୩ ମେଘାଳୟ ୧୮୭୬ ୭୬୦୭୫ ୧୯୨ ୧୩୭୪
୨୪ ମିଜୋରାମ ୧୪୪୫୬ ୬୪୪୫୬ ୯୩୮ ୨୫୯
୨୫ ନାଗାଲାଣ୍ଡ ୪୯୧ ୨୯୬୯୬ ୩୯ ୬୫୩
୨୬ ଓଡ଼ିଶା ୫୯୨୯ ୧୦୦୫୫୬୪ ୮୧୨୮
୨୭ ପୁଡୁଚେରୀ ୯୨୪ ୧୨୨୬୩୧ ୧୨୨ ୧୮୨୯
୨୮ ପଞ୍ଜାବ ୩୧୬ ୫୮୪୪୫୩ ୨୩ ୧୬୪୬୭
୨୯ ରାଜସ୍ଥାନ ୧୦୨ ୯୪୫୧୯୦ ୧୦ ୮୯୫୪
୩୦ ସିକ୍କିମ୍ ୭୨୮ ୨୯୭୮୬ ୮୨ ୩୭୯
୩୧ ତାମିଲନାଡୁ ୧୬୮୯୩ ୨୫୯୧୪୮୦ ୧୫୮୧ ୩୫୩୧୦ ୨୨
୩୨ ତେଲେଙ୍ଗାନା ୫୧୪୮ ୬୫୪୨୩୦ ୩୨୯ ୩୯୦୩
୩୩ ତ୍ରିପୁରା ୩୬୭ ୮୨୬୬୫ ୬୭ ୮୦୮
୩୪ ଉତ୍ତରାଖଣ୍ଡ ୨୮୨ ୩୩୫୭୦୪ ୨୦ ୭୩୯୦
୩୫ ଉତ୍ତରପ୍ରଦେଶ ୧୯୩ ୧୬୮୬୫୭୨ ୨୨୮୮୭
୩୬ ପଶ୍ଚିମବଙ୍ଗ ୭୯୬୭ ୧୫୩୪୪୦୬ ୭୫୭ ୧୮୬୪୧ ୧୨
ମୋଟ ୩୩୨୧୫୮ ୩୨୬୭୧୧୬୭ ୩୮୯୪୫ ୪୪୪୮୩୮ ୩୦୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.