Home Authors Posts by Bureau

Bureau

17676 POSTS 0 COMMENTS

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୮କରୋନା ପଜିଟିଭ

0
କେନ୍ଦ୍ରାପଡ଼ା ୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ରବିବାର ୮ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି...

କବି ଡଃ. ଶ୍ରୀଧର ସାମଲଙ୍କ କବିତା ସଙ୍କଳନ “ସ୍ୱପ୍ନ କିଛି ବାକିଥାଉ” ଲୋକାର୍ପିତ

0
କେନ୍ଦ୍ରାପଡ଼ା ୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସାରସ୍ୱତ ଜଗତର ଅମ୍ଳାନ ବ୍ୟକ୍ତିତ୍ୱ ତଥା ସୁନାମଧନ୍ୟ କବି ପ୍ରଫେସର ଡଃ. ଶ୍ରୀଧର ସାମଲଙ୍କ ଦ୍ୱିତୀୟ କବିତା ସଙ୍କଳନ “ସ୍ୱପ୍ନ କିଛି ବାକିଥାଉ”...

ବିଜୁ ଯୁବ ଜନତା ଦଳର ଜନସେବା କାର୍ଯ୍ୟକ୍ରମ

0
କେନ୍ଦ୍ରାପଡ଼ା ୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨...

ପିପିଲି ବିଜୟକୁ ନେଇ କେନ୍ଦ୍ରାପଡାରେ ବିଜୟ ଉତ୍ସବ

0
କେନ୍ଦ୍ରାପଡ଼ା ୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଓଡିଶାର ପୁରୀ ଜିଲ୍ଲାର ପିପିଲି ବିଧାନସଭା ଉପ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡା ବିଜେଡି...

ଗାନ୍ଧୀ ଜୟନ୍ତୀରେ “ସାମ୍ପ୍ରତିକ ସମୟରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା” ଶୀର୍ଷକ ଆଲୋଚନା ଚକ୍ର

0
କେନ୍ଦ୍ରାପଡ଼ା ୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସମଗ୍ର ବିଶ୍ୱ ଏବେ ହଜାର ହଜାର ଟନ୍‌ର ବାରୁଦଗଦା ଉପରେ ଠିଆ ହୋଇଥିବାବେଳେ ମାନବ ସଭ୍ୟତାର ସୁରକ୍ଷିତ ଭବିଷ୍ୟତ ପାଇଁ ଗାନ୍ଧୀ ବିଚାରର ପ୍ରସାର...

ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ପିପିଲି-ଡେଲାଙ୍ଗବାସୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ...

0
ଭୁବନେଶ୍ୱର ୦୩/୧୦ (ଓଡ଼ିଆ ପୁଅ) : ପିପିଲି-ଡେଲାଙ୍ଗ ଉପ ନିର୍ବାଚନର ଜନାଦେଶକୁ ସମ୍ମାନ ଜଣାଇବା ସହ ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ...

ରୁଦ୍ର ମହାରଥୀଙ୍କୁ ଚୟନ କରିଥିବାରୁ ପିପିଲିବାସୀଙ୍କୁ ଅନେକ ଅନେକ ଧନ୍ୟବାଦ -ମାନସ ମଙ୍ଗରାଜ

0
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ରୁଦ୍ର ମହାରଥୀ ଚୟନ କରିଥିବାରୁ ପିପିଲିବାସୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ) ଓଡ଼ିସା ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ଏବଂ...

ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

0
ପୁରୀ ୦୩.୧୦ (ଓଡ଼ିଆ ପୁଅ) - ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି। ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ...

ତାରକ ମେହେଟା କା ଓଲଟା ଚଷମାର ନଟୁ କାକାଙ୍କ ନିଧନ

0
ମୁମ୍ବାଇ ୩ -୧୦ (ଓଡ଼ିଆ ପୁଅ) ସିରିଏଲ ତାରକ ମେହେଟା କା ଓଲଟା ଚଳମାରେ ନଟୁ କାକା ଆଉ ନାହାଁନ୍ତି। ନଟୁ କାକାଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଘନଶ୍ୟାମ ନାୟକଙ୍କ ଦେହାନ୍ତ...

ପିପିଲି ଉପନିର୍ବାଚନ: ଗଣତି ଶେଷ, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦,୬୨୨ ଭୋଟରେ...

0
ପୁରୀ ୩-୧୦ (ଓଡ଼ିଆ ପୁଅ) ସରିଲା ପିପିଲି ଉପନିର୍ବାଚନ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦,୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ଜାଣନ୍ତୁ କାହାକୁ କେତେ ଭୋଟ ମିଳିଛି। ଉପ ନିର୍ବାଚନରେ...

କର୍ଡେଲିଆ କ୍ରୁଜ୍ ରେଭ୍ ପାର୍ଟିରୁ ନିଜକୁ ଅଲଗା କଲା – ଏହି ଘଟଣା କର୍ଡେଲିଆ...

0
ମୁମ୍ବାଇ ୩ -୧୦ (ଓଡ଼ିଆ ପୁଅ) କର୍ଡେଲିଆ କ୍ରୁଜ ରବିବାର ଦିନ ରେଭ ପାର୍ଟିରୁ ନିଜକୁ ଦୂରେଇ ରଖିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ରେଭ୍ ପାର୍ଟି ଆୟୋଜନ କରିଥିବା ଅଭିଯୋଗରେ...

ଆଫଗାନିସ୍ତାନ : ତାଲିବାନର କାବୁଲର ମସଜିଦ ବାହାରେ ବୋମା ବିସ୍ଫୋରଣ ଅନେକଙ୍କ ମୃତ୍ୟୁ

0
ନୂଆ ଦିଲ୍ଲୀ ୩ -୧୦ (ଓଡ଼ିଆ ପୁଅ) ରବିବାର ଅପରାହ୍ନରେ ଆଫଗାନିସ୍ତାନର କାବୁଲର ଇଦ୍ଗା ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ସ୍ଥାନୀୟ...

ରେଭ ପାର୍ଟି ମାମଲା : ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପଚରାଉଚରା କରୁଛି ଏନ୍‌ସିବି...

0
ମୁମ୍ବାଇ ୩-୧୦ (ଓଡ଼ିଆ ପୁଅ) ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍‌ ଜାହାଜରେ ରେଭ ପାର୍ଟିରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅଙ୍କ ନାମ ମଧ୍ୟ ଆସିଛି। ପ୍ରକାଶ ଯେ, ଏନସିବି ରେଡ୍‌...

‘ଗାନ୍ଧିଜୀ ଇନ୍‌ ଓଡ଼ିଶା’ ଶୀର୍ଷକ ଅନନ୍ୟ ସଂକଳନର ପୁନଃସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

0
ଭୁବନେଶ୍ୱର ୨ -୧୦ (ଓଡ଼ିଆ ପୁଅ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ...

ଗାନ୍ଧିଜୀଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

0
ପୁରୀ ୦୨.୧୦ (ଓଡ଼ିଆ ପୁଅ) - ଆଜି ସ୍ଥାନୀୟ ସଂସ୍କୃତି ଭବନରେ ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ତଥା ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଭାସ ଚନ୍ଦ୍ର...

ପୁରୀ : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0
ପୁରୀ ୦୨.୧୦ (ଓଡ଼ିଆ ପୁଅ) - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଓ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଗାନ୍ଧୀଘାଟ...

ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

0
ପୁରୀ- ୦୨.୧୦ (ଓଡ଼ିଆ ପୁଅ) - ଆଜି ସକାଳ ସମୟରେ ପୁରୀ ବେଳାଭୂମିରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ଚେନ୍ନାଇସ୍ଥିତ ଜାତୀୟ ସାଗର ତଟ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ...

ପିପିଲି ଉପ ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ

0
ପୁରୀ- ୦୨.୧୦ (ଓଡ଼ିଆ ପୁଅ) - ପିପିଲି ଉପ ନିର୍ବାଚନର ଭୋଟଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦୁଇଟି ପ୍ରକୋଷ୍ଠର ୧୪ଟି ଟେବୁଲରେ ୨୫ ରାଉଣ୍ତ ଗଣତି କରାଯିବ।...

୦୩ ଅକ୍ଟୋବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...

ଝାରଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ : କଂଗ୍ରେସ

0
ଭୁବନେଶ୍ୱର ୧.୧୦ (ଓଡ଼ିଆ ପୁଅ) - ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅତି ଗମ୍ଭୀରତାର ସହ ନେଇଛନ୍ତି। ଆଜି ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା...