Home ଓଡ଼ିଶା ରୁଦ୍ର ମହାରଥୀଙ୍କୁ ଚୟନ କରିଥିବାରୁ ପିପିଲିବାସୀଙ୍କୁ ଅନେକ ଅନେକ ଧନ୍ୟବାଦ -ମାନସ ମଙ୍ଗରାଜ

ରୁଦ୍ର ମହାରଥୀଙ୍କୁ ଚୟନ କରିଥିବାରୁ ପିପିଲିବାସୀଙ୍କୁ ଅନେକ ଅନେକ ଧନ୍ୟବାଦ -ମାନସ ମଙ୍ଗରାଜ

89

ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ରୁଦ୍ର ମହାରଥୀ ଚୟନ କରିଥିବାରୁ ପିପିଲିବାସୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ) ଓଡ଼ିସା ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ଏବଂ ପିପିଲି ପରି ପ୍ରତ୍ୟେକ ଉପ-ନିର୍ବାଚନରେ ଓଡିଶାର ଲୋକମାନେ କ୍ରମାଗତ ଭାବରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି। ଏହା ଶ୍ରୀ ନବୀନ ପଟ୍ଟନାୟକ ପାଇଁ ଓଡିଶାବାସୀଙ୍କ ପ୍ରେମ ଏବଂ ଆଶୀର୍ବାଦକୁ ଦର୍ଶାଉଛି ବୋଲି ପ୍ରକାଶ କରିଛନ୍ତି ମାନସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.