Home Authors Posts by Bureau

Bureau

17655 POSTS 0 COMMENTS

୩୧ ଡିସେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ଓଡିଶା ଜଣେ ଟାଣୁଆ ଏବଂ...

0
- ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି ଭୁବନେଶ୍ୱର, ଡ଼ିସେମ୍ବର ୩୦ (ଓଡ଼ିଆ ପୁଅ) - ପୂର୍ବତନ ବାଚସ୍ପତି, ରାଜ୍ୟସଭା ସାଂସଦ ଏବଂ ବର୍ତମାନର ବ୍ରଜରାଜନଗର ବିଧାୟକ...

ମହାରାଷ୍ଟ୍ରରେ ଓମିକ୍ରନ୍ ବିସ୍ପୋରଣ ! ୧୯୮ ଟି ନୂଆ ମାମଲା ସହିତ ମୋଟ ସଂଖ୍ୟା...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ଓମିକ୍ରନ୍ ଭାରିଆଣ୍ଟର ୧୯୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହ ସମୁଦାୟ ସଂଖ୍ୟା ୪୫୦ କୁ ବୃଦ୍ଧି ପାଇଛି। ଅପର ପକ୍ଷରେ ମହାରାଷ୍ଟ୍ରରେ...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର...

0
ଭୁବନେଶ୍ବର, ୩୦-୧୨ (ଓଡ଼ିଆ ପୁଅ) ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି...

ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କର ଶୋକ

0
ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ପୂର୍ବତନ ବାଚସ୍ପତି ତଥା ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତିଯେ, 'ବ୍ରଜରାଜନଗର...

ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

0
ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଥିବା ଖବର ମିଳିଛି। ବ୍ରଜରାଜନଗର ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କର ଗୁରୁବାର ସନ୍ଧ୍ୟାରେ ୬୩ ବର୍ଷ...

ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା...

0
ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ରାଜ୍ୟରେ କରୋନାର ନୂଆ ଭାରିଆଂଟ ଓମିକ୍ରନ ସଂକର୍ମଣ ବଢ଼ିବାରେ ଲାଗିଛି। ତେବେ ଆଜି ପୁନଃ ୫ ଓମିକ୍ରନର ନୂଆ ମାମଲା ଚିହ୍ନଟ ହୋଇଛି। ଏନେଇ ଆଇଏଲଏସ ସୂଚନା...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଲୋକାର୍ପଣ

0
- ରାଜ୍ୟରେ ଏକ ବିଶ୍ୱ ଶ୍ରେଣୀ ସଂଗ୍ରହାଳୟ କମ୍ପ୍ଲେକ୍ସ ପ୍ରତିଷ୍ଠା ହେବ - ମୁଖ୍ୟମନ୍ତ୍ରୀ - କଳିଙ୍ଗ ଆର୍ଟ ଗ୍ୟାଲେରୀ କଳା ଏବଂ କଳାକାରଙ୍କ ଏକ ପାୱାର୍ ହାଉସ୍ ହେବ। ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ)...

ଓମିକ୍ରନ କାରଣରୁ ଦିଲ୍ଲୀ ଏବଂ ମୁମ୍ବାଇରେ କମ୍ୟୁନିଟି ସ୍ପ୍ରେଡ୍‌ ! ଗୋଟିଏ ଦିନରେ ବଢ଼ିଲା...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। ଆଜି ୧୩,୧୫୪ ଟି ନୂଆ କରୋନା ମାମଲା ଆସିଥିଲା ​​ଯାହା ମଙ୍ଗଳବାର ତୁଳନାରେ ୪୩ ପ୍ରତିଶତ...

ଠିକ୍ ସମୟରେ ହେବ ଉତ୍ତରପ୍ରଦେଶ ନିର୍ବାଚନ: ମୁଖ୍ୟ ନିର୍ବାଚନ କମିଶନର

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଗୁରୁବାର ଦିନ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଛି।...

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଦାନ

0
ପୁରୀ, ୨୯। ୧୨ (ଓଡ଼ିଆ ପୁଅ) ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଶ୍ରୀ ସୁବ୍ରତ ରଥ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ...

ଆଜିଠୁ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ 

0
କଟକ, ୩୦/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜିଠୁ ୫ ଦିନ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଡିସେମ୍ବର ୩୦ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଜାନୁଆରୀ...

ପଞ୍ଚାୟତ ନିର୍ବାଚନ : ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହେଲା...

0
ଭୁବନେଶ୍ୱର ୩୦ -୧୨ (ଓଡ଼ିଆ ପୁଅ) ଆସୁଛି ପଞ୍ଚାୟତ ନିର୍ବାଚନ। ବଢ଼ିଲା ନିର୍ବାଚନ ତାତି। ତେବେ ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହେଲା ନିର୍ବାଚନ ଚିହ୍ନ। ଚିହ୍ନ ଗୁଡିକ...

ରାଜ୍ୟରେ ଆଜି ୨୨୫ ନୂଆ ଆକ୍ରାନ୍ତ

0
ଭୁବନେଶ୍ୱର ୩୦ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ: ୨୨୫ ୦-୧୮ ବର୍ଷର : ୩୭ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୨ - ସ୍ଥାନୀୟ ଅଞ୍ଚଳରୁ୯୩ ୧- ବାଲେଶ୍ୱର ଜିଲ୍ଲାରୁ...

ବିଭିନ୍ନ ଦେଶରେ ୪ ଥର ଟୀକାକରଣ କରିସାରିଥିବା ମହିଳା ହେଲେ କରୋନା ସଂକ୍ରମିତ

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଜଣେ ମହିଳା ଯାହାଙ୍କୁ ପ୍ରାୟ ୩୦ ବର୍ଷ ବୟସ ହେବ। ଯିଏକି ବିଭିନ୍ନ ଦେଶରେ ୪ ଥର ଟୀକାକରଣ କରିସାରିଛନ୍ତି। ବିମାନ ବନ୍ଦରରେ COVID19...

ଦେଶରେ ଓମିକ୍ରନ୍ ମାମଲା ୯୬୧ କୁ ବୃଦ୍ଧି – ଏପର୍ଯ୍ୟନ୍ତ ୩୨୦ ଜଣ ଲୋକ...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୯୬୧ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୩୨୦ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏ ନେଇ...

ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ମାତ୍ରାରେ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୨,୪୦୨...

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ଘୋଷଣା ହେବକି ନିର୍ବାଚନ ତାରିଖ ? ମଧ୍ୟାହ୍ନରେ...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ପ୍ରାରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ...

ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ ହେଲେ କାଲିଚରନ୍ : ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ...

0
ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ବିଷୟରେ ଅଶାଳୀନ ଭାଷଣ ଦେଇଥିବା କାଲିଚରନ୍ ମହାରାଜଙ୍କୁ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଖଜୁରାହୋରୁ ରାୟପୁର ପୋଲିସ କାଲିଚରନଙ୍କୁ ଗିରଫ କରିଛି। ତାଙ୍କର ବିରୁଦ୍ଧରେ...

ବିଳମ୍ବରେ ହେଉ ପଛେ, ସରକାରଙ୍କ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ମାତ୍ର ଏ ନିଷ୍ପତ୍ତିରେ...

0
ଭୁବନେଶ୍ୱର ୨୯ା୧୨ (ଓଡ଼ିଆ ପୁଅ) : ବିଳମ୍ବିତ ହେଉ ପଛେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ମାତ୍ର ସରକାର କରୋନାର ତୃତୀୟ ଲହର ଆଳ ଦେଖାଇ...