Home Coronavirus Outbreak ଦେଶରେ ଓମିକ୍ରନ୍ ମାମଲା ୧,୨୭୦ କୁ ବୃଦ୍ଧି – ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ,...

ଦେଶରେ ଓମିକ୍ରନ୍ ମାମଲା ୧,୨୭୦ କୁ ବୃଦ୍ଧି – ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ, ୩୭୪ ସୁସ୍ଥ

47

ନୂଆ ଦିଲ୍ଲୀ ୩୧ -୧୨ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୧,୨୭୦ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୩୭୪ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଥିବା ବେଳେ ଦିଲ୍ଲୀରେ ୩୨୦ ଏବଂ ଓଡ଼ିଶାରେ ୧୪ ଓମିକ୍ରନ କେସ୍ ରେକର୍ଡ଼ ହୋଇଛି।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ଅପର ପକ୍ଷରେ ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୧,୩୬୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୬୬,୩୬୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୫ ରୋଗୀ ସୁସ୍ଥ ହୋଇଛନ୍ତି।ଆରୋଗ୍ୟ ହାର ୯୮.୩୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୩୮,୮୦୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୯୫୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୨୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୦୮୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୬%

ଆରୋଗ୍ୟ ହୋଇଛନ୍ତି ୯୮.୩୬% ଏବଂ

ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୪, ୫୪, ୧୬, ୭୧୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୬, ୬୫, ୨୯୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୭, ୭୮, ୭୮, ୨୫୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୦, ୮୩୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୮୨ ୧୨୯
ଆନ୍ଧ୍ରପ୍ରଦେଶ ୧୦୮୧ ୨୦୬୧୪୦୫ ୯୭ ୧୪୪୯୩
ଅରୁଣାଚଳ ପ୍ରଦେଶ ୨୧ ୫୫୦୩୮ ୨୮୦
ଆସାମ ୨୧୨୭ ୬୧୨୨୮୨ ୧୧୧ ୬୧୬୪
ବିହାର ୩୩୪ ୭୧୪୩୦୮ ୧୪ ୧୨୦୯୬
ଚଣ୍ଡିଗଡ଼ ୧୨୯ ୬୪୬୩୮ ୧୪ ୧୦୭୯
ଛତିଶଗଡ ୫୯୭ ୯୯୩୮୦୦ ୧୬ ୧୩୬୦୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୭
ଦିଲ୍ଲୀ ୩୦୮୧ ୧୪୧୮୨୨୭ ୪୨୩ ୨୫୧୦୭
୧୦ ଗୋଆ ୮୫୬ ୧୭୬୨୮୩ ୬୧ ୩୫୨୧
୧୧ ଗୁଜୁରାଟ ୨୩୭୧ ୮୧୮୫୮୯ ୧୦୨ ୧୦୧୧୮
୧୨ ହରିୟାଣା ୧୦୭୦ ୭୬୨୨୨୮ ୫୬ ୧୦୦୬୩
୧୩ ହିମାଚଳ ପ୍ରଦେଶ ୪୩୦ ୨୨୪୪୬୫ ୩୭ ୩୮୭୫
୧୪ ଜାମ୍ମୁ କାଶ୍ମୀର ୧୨୯୪ ୩୩୫୩୪୭ ୧୨୦ ୪୫୨୬
୧୫ ଝାଡଖଣ୍ଡ ୧୩୭୧ ୩୪୪୪୭୨ ୩୯ ୫୧୪୩
୧୬ କର୍ଣ୍ଣାଟକ ୮୨୫୨ ୨୯୫୯୯୨୬ ୨୫୨ ୩୮୩୨୭
୧୭ କେରଳ ୨୦୫୨୫ ୫୧୭୬୫୩୫ ୨୮୭୯ ୪୭୪୪୧ ୧୬୪
୧୮ ଲଦାଖ ୨୦୪ ୨୧୭୫୦ ୧୧ ୨୧୯
୧୯ ଲକ୍ଷଦୀପ ୧୦୩୬୧ ୫୧
୨୦ ମଧ୍ୟପ୍ରଦେଶ ୩୬୦ ୭୮୨୯୯୫ ୧୯ ୧୦୫୩୩
୨୧ ମହାରାଷ୍ଟ୍ର ୨୧୯୦୬ ୬୫୦୭୩୩୦ ୧୦୧୩ ୧୪୧୫୧୮ ୨୨
୨୨ ମଣିପୁର ୧୯୦ ୧୨୩୫୮୬ ୧୨ ୨୦୦୨
୨୩ ମେଘାଳୟ ୬୧ ୮୩୨୭୨ ୧୪୮୪
୨୪ ମିଜୋରାମ ୧୬୫୮ ୧୩୯୨୦୦ ୧୫୫ ୫୪୨
୨୫ ନାଗାଲାଣ୍ଡ ୬୯ ୩୧୪୨୦ ୭୦୨
୨୬ ଓଡ଼ିଶା ୧୫୫୪ ୧୦୪୪୫୯୪ ୧୫୧ ୮୪୫୮
୨୭ ପୁଡୁଚେରୀ ୧୨୮ ୧୨୭୪୫୨ ୧୮୮୧
୨୮ ପଞ୍ଜାବ ୫୮୨ ୫୮୭୩୬୮ ୩୩ ୧୬୬୪୪
୨୯ ରାଜସ୍ଥାନ ୭୭୩ ୯୪୬୨୮୩ ୧୬ ୮୯୬୩
୩୦ ସିକ୍କିମ୍ ୬୧ ୩୨୦୩୨ ୪୦୯
୩୧ ତାମିଲନାଡୁ ୬୯୨୯ ୨୭୦୩୧୯୬ ୬୦୮ ୩୬୭୬୫
୩୨ ତେଲେଙ୍ଗାନା ୩୫୬୩ ୬୭୩୯୯୯ ୨୦୬ ୪୦୨୫
୩୩ ତ୍ରିପୁରା ୯୫ ୮୪୧୪୫ ୮୨୯
୩୪ ଉତ୍ତରାଖଣ୍ଡ ୨୫୫ ୩୩୭୨୬୮ ୨୬ ୭୪୧୭
୩୫ ଉତ୍ତରପ୍ରଦେଶ ୬୪୫ ୧୬୮୭୭୯୯ ୨୧ ୨୨୯୧୫
୩୬ ପଶ୍ଚିମବଙ୍ଗ ୮୭୭୬ ୧୬୦୬୫୦୧ ୧୦୬୭ ୧୯୭୫୭ ୧୨
ମୋଟ ୯୧୩୬୧ ୩୪୨୬୬୩୬୩ ୭୫୮୫ ୪୮୧୦୮୦ ୨୨୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.