Home Authors Posts by Bureau

Bureau

17676 POSTS 0 COMMENTS

ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ

0
ପୁରୀ,୧୨।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ। ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନ, ପୁରୀ,ଭୁବନେଶ୍ୱର ଆଦି ପାଞ୍ଚୋଟି ସ୍ଥାନରେ ଭିଜିଲାନ୍ସ ବିଭାଗର ପାଞ୍ଚୋଟି ଟିମ୍ ଏକ...

ବିଜେଡିରେ ନୂଆ ସାଂଗଠନିକ ଦାୟୀତ୍ତ୍ୱ, ପ୍ରଦୀପ ମାଝୀ ହେଲେ ବରିଷ୍ଠ ସାଧାରାଣ ସମ୍ପାଦକ

0
ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଆଗକୁ ପଞ୍ଚାୟତ ନିର୍ବାଚନ। ବିଜେଡ଼ି ପକ୍ଷରୁ ସଙ୍ଗଠନରେ ପରିବର୍ତ୍ତନ କରାଯାଇଛି। ତେବେ ଏ ନେଇ ବିଜେଡ଼ି ଏକ ବିଜ୍ଞପ୍ତି ଜୀରୀକରିଛି। ବିଜ୍ଞପ୍ତି ଅନୁୟାୟୀ, ବିଜେଡିର ୩ ବରିଷ୍ଠ ସାଧାରଣ...

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି : ଗତ ୨୪ ଘଣ୍ଟା ମଧ୍ୟରେ ୨୭ ହଜାରରୁ...

0
ନୂଆ ଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀରେ କରୋନା ମାଲଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୭ ହଜାର ନୂତନ କରୋନା ମାମଲା ରେକର୍ଡ଼ ହୋଇଛି। ୨୭, ୫୬୧...

ବାଲୁକାକଳାରେ ଭାରତରତ୍ନ ଲତାମଙ୍ଗେସକରଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା

0
ପୁରୀ,୧୨।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତ ରତ୍ନ ତଥା ଭାରତ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର କୋଭିଡ଼ ରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ICU...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା ୧୨ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା...

ବାଦାମବାଡ଼ି ସ୍ନେହ ଲତା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

0
କଟକ, ୧୨/୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ବାଦାମବାଡ଼ି ବିକାଶ ଭବନ ସାମ୍ନାରେ ଥିବା ସ୍ନେହଲତା ଆପାର୍ଟମେଣ୍ଟଟର ୩ ମହଲାରେ ଅଗ୍ନିକଣ୍ଡଘଟି ବ୍ୟାପକ କ୍ଷତି ଘଟି ଥିବା ଜଣାପଡିଛି। ସଟ ସର୍କିଟ ରୁ ଅଗ୍ନିକାଣ୍ଡ...

ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ପାଳିତ

0
ପୁରୀ, ୧୨।୦୧ (ଓଡ଼ିଆ ପୁଅ) ମହାନ ସ୍ବାଧିନତା ସଂଗ୍ରାମୀ ଚନ୍ଦନ ହଜୁରୀ ତଥା ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ଆଜି ପାଳିତ ହୋଇଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ...

ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା...

0
ଭୁବନେଶ୍ୱର ୧୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହା ସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଁଚିଛି।...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୪,୮୬୮କୁ ବୃଦ୍ଧି, ଦେଶରେ ଏବଂ ରାଜ୍ୟରେ ପ୍ରବଳ ବଢ଼ିଲା...

0
ନୂଆ ଦିଲ୍ଲୀ ୧୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୪,୮୬୮ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧,୮୦୫ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏ ନେଇ...

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୯୪,୭୨୦ ନୂଆ...

0
ନୂଆ ଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୪,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯,୫୫,୩୧୯...

ରାଜ୍ୟରେ ପୁଣି ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ‌୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ: ୮୭୭୮ ୦-୧୮ ବର୍ଷର : ୭୯୨ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୯୬ - ସ୍ଥାନୀୟ ଅଞ୍ଚଳରୁ୩୬୮୨ ୧- ଅନୁଗୁଳ ଜିଲ୍ଲାରୁ...

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କରୋନା ଏଣ୍ଟ୍ରି : ୪୨ କରୋନା ପଜିଟିଭ୍

0
ନୂଆ ଦିଲ୍ଲୀ ୧୧ -୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କରୋନାର ଏଣ୍ଟ୍ରି ହୋଇଛି। ୪୨ ଜଣ କର୍ମକର୍ତ୍ତା କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ସଞ୍ଜୟ ମନସୁଖଙ୍କୁ...

କେନ୍ଦ୍ରାପଡା ବିଧାୟକଙ୍କ ଆଶୁ ଆରୋଗ୍ୟକାମନା କରି ଶ୍ରୀବଳଦେବଜୀଊଙ୍କ ନିକଟରେ ସମୁହ ଦୀପଦାନ

0
କେନ୍ଦ୍ରାପଡ଼ା ୧୧ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି। ବିଦାୟକ ଶ୍ରୀ ବେହେରାଙ୍କ ଆଶୁ...

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା: ୫ଟି ପର୍ଯ୍ୟାୟରେ ହେବ ଭୋଟଜିଲ୍ଲାର...

0
କେନ୍ଦ୍ରାପଡ଼ା ୧୧ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଚଳିତ ଭର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବା ପାଇଁ ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା...

୧୨ ଜାନୁଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ: ଦିନ ଆରମ୍ଭରେ ଆପଣ ନୂଆ କାମ ଆରମ୍ଭ କରିବାକୁ ଉତ୍ସାହିତ ହେବେ। ଶରୀର ଏବଂ ମନର ମଧ୍ୟ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ। ସ୍ନେହୀ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସ୍ନେହ...

କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିବା ପାଇଁ...

0
- ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ ଭୁବନେଶ୍ୱର ୧୧ -୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ...

ଉତ୍ତରପ୍ରଦେଶରେ ବିଜେପିକୁ ଲାଗୁଛି ବଡ଼ ବଡ଼ ଝଟକା : ୧୧ ବିଜେପି ବିଧାୟକଙ୍କ ସମେତ...

0
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ପାଖେଇ ଆସୁଛି ୫ଟି ରାଜ୍ୟରେ ବିଧାନସବା ନିର୍ବାଚନ। ଏହା ମଧ୍ୟରେ ମଧ୍ୟ ବିଜେପି ଶାସିତ ଉତ୍ତରପ୍ରଦେଶରେ ମଧ୍ୟ ହେବ ବିଧାନସଭା ନିର୍ବାଚନ। ବିଧାନସଭା ନିର୍ବାଚନ ଘୋଷଣା...

ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ

0
ଭୁବନେଶ୍ୱର ୧୧ -୧ (ଓଡ଼ିଆ ପୁଅ) ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ତଥା କିମ୍ବଦନ୍ତି ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଛି। ତାଙ୍କର ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ପ୍ରାଥମିକ ରିପୋର୍ଟ...

ମାୟାବତୀ ଲଢ଼ିବେ ନାହିଁ ବିଧାନସଭା ନିର୍ବାଚନ

0
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ବହୁଜନ ସମାଜବାଦୀ ପାର୍ଟି ନେତା ତଥା ସାଂସଦ ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଏକ ବଡ ଝଟକା : ଇସ୍ତଫା ଦେଲେ କ୍ୟାବିନେଟ...

0
ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଉତ୍ତପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଧରଣର ଝଟକା। ଯୋଗୀ କ୍ୟାବିନେଟରେ ଶ୍ରମ ଓ ନିଯୁକ୍ତି ଏବଂ ସମନ୍ୱୟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ...