Home ଓଡ଼ିଶା ବାଦାମବାଡ଼ି ସ୍ନେହ ଲତା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ବାଦାମବାଡ଼ି ସ୍ନେହ ଲତା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

49

କଟକ, ୧୨/୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ବାଦାମବାଡ଼ି ବିକାଶ ଭବନ ସାମ୍ନାରେ ଥିବା ସ୍ନେହଲତା ଆପାର୍ଟମେଣ୍ଟଟର ୩ ମହଲାରେ ଅଗ୍ନିକଣ୍ଡଘଟି ବ୍ୟାପକ କ୍ଷତି ଘଟି ଥିବା ଜଣାପଡିଛି।

ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଥିବା କୁହାଯାଉଛି।

ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.