Home Coronavirus Outbreak ରାଜ୍ୟରେ ପୁଣି ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ

99

ଭୁବନେଶ୍ୱର ୧୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮,୭୭୮ ନୂଆ ଆକ୍ରାନ୍ତ ଚିହ‌୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୮୭୭୮
୦-୧୮ ବର୍ଷର : ୭୯୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୯୬
– ସ୍ଥାନୀୟ ଅଞ୍ଚଳରୁ୩୬୮୨
୧- ଅନୁଗୁଳ ଜିଲ୍ଲାରୁ – ୧୦୭
୨- ବାଲେଶ୍ୱର ଜିଲ୍ଲାରୁ – ୨୩୧
୩- ବରଗଡ଼ ଜିଲ୍ଲାରୁ – ୧୩୬
୪- ଭଦ୍ରକ ଜିଲ୍ଲାରୁ – ୧୦୩
୫- ବଲାଙ୍ଗୀର ଜିଲ୍ଲାରୁ – ୨୧୬
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୭୬୬
୮- ଦେବଗଡ଼ ଜିଲ୍ଲାରୁ – ୨୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୮
୧୦- ଗଜପତି ଜିଲ୍ଲାରୁ – ୭୨
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୬
୧୨- ଜଗତସିଂହପୁର ଜିଲ୍ଲାରୁ – ୧୧୪
୧୩- ଯାଜପୁର ଜିଲ୍ଲାରୁ – ୧୯୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦୩
୧୫- କଳାହାଣ୍ଡି ଜିଲ୍ଲାରୁ – ୮୬
୧୬- କନ୍ଧମାଳ ଜିଲ୍ଲାରୁ – ୨୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୬
୧୮- କେନ୍ଦୁଝର ଜିଲ୍ଲାରୁ – ୯୫
୧୯- ଖୋର୍ଦ୍ଧାରୁ: ୨୬୧୫
୨୦- କୋରାପୁଟ ଜିଲ୍ଲାରୁ – ୧୬୧
୨୧- ମାଲକାନଗିରି : ୧୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୩୮
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧୨
୨୪- ନୟାଗଡ଼ ଜିଲ୍ଲାରୁ – ୭୫
୨୫- ନୂଆପଡ଼ା ଜିଲ୍ଲାରୁ – ୬୭
୨୬- ପୁରୀ ଜିଲ୍ଲାରୁ – ୨୧୬
୨୭- ରାୟଗଡ଼ା ଜିଲ୍ଲାରୁ – ୬୫
୨୮- ସମ୍ବଲପୁର ଜିଲ୍ଲାରୁ – ୫୯୬
୨୯- ସୋନପୁର ଜିଲ୍ଲାରୁ – ୮୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୫୨
୩୧- State Pool: ୫୭୫
– ନୂଆ ସୁସ୍ଥ ହୋଇଥିଲେ୭୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୩୨୨୬୦୨
– ମୋଟ ଆକ୍ରାନ୍ତ ୧୦୯୧୫୪୭
– ମୋଟ ସୁସ୍ଛ ହୋଲେଣି ୧୦୪୭୭୮୩
– ସକ୍ରୀୟ ଆକ୍ରାନ୍ତ – ୩୫୨୪୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.