Home Coronavirus Outbreak ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

76

ଭୁବନେଶ୍ୱର ୧୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହା ସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଁଚିଛି। ରାଜ୍ୟରେ ୮ ଓମିକ୍ରମ ସୁସ୍ଥ ହୋଇଛନ୍ତି।

ତାରିଖ ଅନୁଯାୟୀ, ଓମିକ୍ରନ ରୋଗୀ ଚିହ୍ନଟ
ଡିସେମ୍ବର ୨୧ ତାରିଖ – ୨
ଡିସେମ୍ବର ୨୩ ତାରିଖ – ୨
ଡିସେମ୍ବର ୨୬ ତାରିଖ – ୪
ଡିସେମ୍ବର ୨୯ ତାରିଖ – ୧
ଡିସେମ୍ବର ୩୦ ତାରିଖ – ୫
ଜାନୁଆରୀ ୨ ତାରିଖ – ୨୩
ଜାନୁଆରୀ ୫ ତାରିଖ – ୨୪
ଜାନୁଆରୀ ୮ ତାରିଖ – ୧୪
ଜାନୁଆରୀ ୧୦ ତାରିଖ – ୨୮
ଜାନୁଆରୀ ୧୨ ତାରିଖ – ୬୭
ମୋଟ ସଂଖ୍ୟା – ୧୭୦

ଅପର ପକ୍ଷରେ ଦେଶରେ ମଧ୍ୟ ଓମିକ୍ରନ୍ ମାମଲା ୪,୮୬୮ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧,୮୦୫ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ମହାରାଷ୍ଟ୍ର ରେ ସର୍ବାଧିକ ୧୨୮୧ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୯୯ ଜଣ ସୁସ୍ଥ ହୋଇଛନ୍ତି।

ରାଜସ୍ଥାନ ରେ ୬୪୫ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୦୨ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀ ରେ ୫୪୬ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।

ଓଡ଼ିଶା ରେ ୧୦୨ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି।

ମୋଟ ରେ ୪୮୬୮ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୧୮୦୫ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.