Bureau
ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ
ଭୁବନେଶ୍ୱର ୨୧ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୬ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୭ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ...
ଢ଼ିଙ୍କିଆ ବିଶୃଙ୍ଖଳା ସଂପର୍କରେ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗଠିତ
ଭୁବନେଶ୍ୱର ୨୦.୧ (ଓଡ଼ିଆ ପୁଅ) - ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରି ଲହୁ ଲୁହାଣ...
୨୧ ଜାନୁଆରୀ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...
ପଶ୍ଚିମ ଘାନାରେ ବିସ୍ପୋରଣ ୧୭ ମୃତ, ୫୯ ଆହତ
ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ପଶ୍ଚିମ ଘାନାରେ ବିସ୍ପୋରଣ କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଆହତ ହୋଇଛନ୍ତି।
ଏହି ଏକ ଟ୍ରକରେ ବିସ୍ପୋରକ ନେଇ ଯାଉଥିବା ସମୟରେ ମୋଟର...
ରାଜ୍ୟରେ ଆଜି ପୁଣି ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ
ଭୁବନେଶ୍ୱର ୨୦ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ।
ନୂଆ ଆକ୍ରାନ୍ତ: ୧୦୩୬୮
୦-୧୮ ବର୍ଷର: ୧୦୯୦
- କ୍ୱାରେଣ୍ଟାଇନ୍...
ଦେଶରେ ୩ଲକ୍ଷ ପାର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ ନୂଆ...
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧୭୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୯, ୨୮୭ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି;...
ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୫୦୧...
ଭୁବନେଶ୍ୱର ୨୦ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୫୦୧ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ...
୨୦ ଜାନୁଆରୀ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ...
ଜିଲ୍ଲାପାଳଙ୍କ କୋଭିଡ ପରିସ୍ଥିତିର ସମୀକ୍ଷା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ...
ପୁରୀ ୧୯.୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାର କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ମର୍ମରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ...
ବରିଷ୍ଠ ରାଜସ୍ବ ସହାୟକଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନର ଶୋକବ୍ୟକ୍ତ
ପୁରୀ, ୧୯।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ଦୀନବନ୍ଧୁ ଜେନାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ...
ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନ : ନାମାଙ୍କନ ଭରିଲେ ୫୨ ହଜାର ୮୬୮ ପ୍ରାର୍ଥୀ
ଭୁବନେଶ୍ୱର ୧୯-୧ (ଓଡ଼ିଆ ପୁଅ) ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ଆଜି ତୃତୀୟ ଦିନ। ଆଜି ଏହି ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ନାମାଙ୍କନ ଭରିଛନ୍ତି ୫୨ ହଜାର ୮୬୮ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ...
ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି
ପୁରୀ, ୧୯।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି...
ରାଜ୍ୟରେ ଆଜି କରୋନା କାରଣରୁ ୬ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର ୧୯ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮, ୪୯୪ କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଜି ପୁଣି...
ଦେଶରେ ଆଜି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ ନୂଆ...
ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୮, ୯୬୧ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି;...
ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୧୯ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୧୬୦୭
୦-୧୮ ବର୍ଷର : ୯୯୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭୨୮
- ସ୍ଥାନୀୟ ଅଞ୍ଚଳରୁ୪୮୭୯
୧- ଅନୁଗୁଳ...
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ...
- ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ
- କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
- ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ମଧ୍ୟ ଆମେ...
କଟକରେ ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଉପରେ ଚଢ଼ାଉ
କଟକ : ୧୮/୧ (ଓଡ଼ିଆ ପୁଅ /ଅଭୟ ଜେନା) ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ବେଆଇନ ହୋଇଥିଲେ ହେଁ କଟକ ମଙ୍ଗଳାବାଗର ଏକ ଲ୍ୟାବରେ ଏହି ବେଆଇନ କାର୍ଯ୍ୟ ଚାଲିଥିଲା। ଖବର ପାଇ...
୧୯ ଜାନୁଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...
ମୋବାଇଲ ଲୁଟେରାଙ୍କ ଆତଙ୍କ : ଶେଷରେ ମାଡି ବସିଲା ପୁରୀ ପୋଲିସ୍
ପୁରୀ, ୧୮।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ କବଜା ରେ। ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ।...
ଭାଗବନ୍ତ ମାନ ହେଲେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ – ଅରବିନ୍ଦ...
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଭାଗବନ୍ତ ମାନ ହେଲେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଅରବିନ୍ଦ କେଜ୍ରିୱାଲ ଏ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।
୨୧ ଲକ୍ଷ ୫୯ ହଜାର...




















