Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୬ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଆଜି କରୋନା କାରଣରୁ ୬ ଜଣଙ୍କ ମୃତ୍ୟୁ

47

ଭୁବନେଶ୍ୱର ୧୯ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮, ୪୯୪ କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୧୬୦୭
୦-୧୮ ବର୍ଷର : ୯୯୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭୨୮
– ସ୍ଥାନୀୟ ଅଞ୍ଚଳରୁ୪୮୭୯
୧- ଅନୁଗୁଳ ଜିଲ୍ଲାରୁ – ୧୮୫
୨- ବାଲେଶ୍ୱର ଜିଲ୍ଲାରୁ – ୩୦୫
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୫୩
୫- ବଲାଙ୍ଗୀର ଜିଲ୍ଲାରୁ – ୨୨୯
୭- କଟକ ଜିଲ୍ଲାରୁ – ୮୯୮
୮- ଦେବଗଡ଼ ଜିଲ୍ଲାରୁ – ୭୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୧
୧୦- ଗଜପତି ଜିଲ୍ଲାରୁ – ୮୭
୧୧- ଗଞ୍ଜାମ ଜିଲ୍ଲାରୁ – ୯୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩୪
୧୩- ଯାଜପୁର ଜିଲ୍ଲାରୁ – ୨୩୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୯
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୩
୧୬- କନ୍ଧମାଳ ଜିଲ୍ଲାରୁ – ୮୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୧
୧୯- ଖୋର୍ଦ୍ଧାରୁ: ୪୩୪୭
୨୦- କୋରାପୁଟ ଜିଲ୍ଲାରୁ – ୧୬୮
୨୧- ମାଲକାନଗିରି : ୮୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୭୪
୨୩- ନବରଙ୍ଗପୁର ଜିଲ୍ଲାରେ: ୧୪୯
୨୪- ନୟାଗଡ଼ ଜିଲ୍ଲାରୁ – ୨୦୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୬୬
୨୬- ପୁରୀ ଜିଲ୍ଲାରୁ – ୧୫୭
୨୭- ରାୟଗଡ଼ା ଜିଲ୍ଲାରୁ – ୨୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୩୯୦
୨୯- ସୋନପୁର ଜିଲ୍ଲାରୁ – ୧୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୧୯
୩୧- State Pool: ୮୭୭
– ନୂଆ ସୁସ୍ଥ ହୋଇଥିଲେ୭୭୪୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୮୪୨୦୬୩
– ମୋଟ ଆକ୍ରାନ୍ତ ୧୧୬୭୦୯୪
– ମୋଟ ସୁସ୍ଛ ହୋଲେଣି ୧୦୭୩୭୭୭
– ସକ୍ରୀୟ ଆକ୍ରାନ୍ତ – ୮୪୭୭୦

ଜିଲ୍ଲାୱାରୀ ସମମ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୫, ୧୯୦ [+୧୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୨ [+୧୮୫] ଜଣ ସକ୍ରୀୟ ଅଛନ୍ତି। ୪୩, ୯୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୪, ୫୭୫ [+୩୦୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୨୨୭ [+୩୦୫] ଜଣ ସକ୍ରୀୟ ଅଛନ୍ତି। ୪୧, ୦୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୨, ୬୧୭ [+୧୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୪୮ [+୧୪୫] ଜଣ ସକ୍ରୀୟ ଅଛନ୍ତି। ୩୧, ୦୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୭, ୭୨୩ [+୧୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୬୩ [+୧୫୨] ଜଣ ସକ୍ରୀୟ ଅଛନ୍ତି। ୨୬, ୫୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୫, ୯୪୩ [+୨୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୪୭ [+୨୨୯] ଜଣ ସକ୍ରୀୟ ଅଛନ୍ତି। ୨୪, ୨୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୩, ୧୧୪ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୬ [+୭୮] ଜଣ ସକ୍ରୀୟ ଅଛନ୍ତି। ୧୨, ୫୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୧, ୦୪, ୪୫୧ [+୮୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୯୩୪ [+୮୯୭] ଜଣ ସକ୍ରୀୟ ଅଛନ୍ତି। ୯୭, ୬୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୭, ୧୩୮ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୨ [+୭୫] ଜଣ ସକ୍ରୀୟ ଅଛନ୍ତି। ୬, ୭୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୭୮୫ [+୭୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯୦ [+୭୧] ଜଣ ସକ୍ରୀୟ ଅଛନ୍ତି। ୧୯, ୯୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୧୦, ୬୭୬ [+୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୦ [+୮୭] ଜଣ ସକ୍ରୀୟ ଅଛନ୍ତି। ୯, ୮୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୫, ୨୧୮ [+୯୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୩ [+୯୩] ଜଣ ସକ୍ରୀୟ ଅଛନ୍ତି। ୩୩, ୭୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୯, ୭୬୬ [+୧୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୬୩ [+୧୩୩] ଜଣ ସକ୍ରୀୟ ଅଛନ୍ତି। ୨୮, ୦୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୬, ୩୬୧ [+୨୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୩୪ [+୨୩୧] ଜଣ ସକ୍ରୀୟ ଅଛନ୍ତି। ୪୪, ୩୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୬, ୫୦୪ [+୨୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯୫ [+୨୧୮] ଜଣ ସକ୍ରୀୟ ଅଛନ୍ତି। ୨୫, ୩୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୫, ୭୭୪ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୫ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୨୪, ୩୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୯୫୫ [+୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୮ [+୮୦] ଜଣ ସକ୍ରୀୟ ଅଛନ୍ତି। ୧୧, ୫୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୭୯୧ [+୧୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୧୪ [+୧୧୯] ଜଣ ସକ୍ରୀୟ ଅଛନ୍ତି। ୨୫, ୦୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୨, ୩୦୭ [+୧୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୭ [+୧୨୧] ଜଣ ସକ୍ରୀୟ ଅଛନ୍ତି। ୨୧, ୩୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୨, ୧୭, ୦୫୨ [+୪, ୩୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯, ୭୪୫ [+୪, ୩୪୫] ଜଣ ସକ୍ରୀୟ ଅଛନ୍ତି। ୧, ୮୫, ୬୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୬୧୨ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୨୦, ୮୬୨ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୨୯ [+୧୬୮] ଜଣ ସକ୍ରୀୟ ଅଛନ୍ତି। ୧୯, ୫୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୨, ୦୭୧ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୨ [+୮୫] ଜଣ ସକ୍ରୀୟ ଅଛନ୍ତି। ୧୧, ୬୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୪, ୭୬୦ [+୧୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୬୪ [+୧୭୪] ଜଣ ସକ୍ରୀୟ ଅଛନ୍ତି। ୪୨, ୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୪, ୯୮୫ [+୧୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬୧ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୨୪, ୦୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୪, ୯୦୧ [+୨୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୨ [+୨୦୬] ଜଣ ସକ୍ରୀୟ ଅଛନ୍ତି। ୨୩, ୭୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୩, ୮୧୩ [+୧୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬୯ [+୧୬୬] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୮, ୦୧୪ [+୧୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୦୧ [+୧୫୭] ଜଣ ସକ୍ରୀୟ ଅଛନ୍ତି। ୪୫, ୭୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୧, ୮୭୨ [+୨୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୬୦ [+୨୨୯] ଜଣ ସକ୍ରୀୟ ଅଛନ୍ତି। ୨୦, ୬୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୮, ୪୬୪ [+୩୯୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୪୯୮ [+୩୯୦] ଜଣ ସକ୍ରୀୟ ଅଛନ୍ତି। ୩୪, ୭୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୪, ୫୨୮ [+୧୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୨୩ [+୧୧୪] ଜଣ ସକ୍ରୀୟ ଅଛନ୍ତି। ୧୩, ୪୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୭୮, ୫୧୫ [+୧, ୨୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦, ୫୫୪ [+୧, ୨୧୯] ଜଣ ସକ୍ରୀୟ ଅଛନ୍ତି। ୬୭, ୩୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୪୧, ୩୬୯ [+୮୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୬୩୪ [+୮୭୭] ଜଣ ସକ୍ରୀୟ ଅଛନ୍ତି। ୩୪, ୭୩୫ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.