Home Top News ପଶ୍ଚିମ ଘାନାରେ ବିସ୍ପୋରଣ ୧୭ ମୃତ, ୫୯ ଆହତ

ପଶ୍ଚିମ ଘାନାରେ ବିସ୍ପୋରଣ ୧୭ ମୃତ, ୫୯ ଆହତ

64

ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ପଶ୍ଚିମ ଘାନାରେ ବିସ୍ପୋରଣ କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଆହତ ହୋଇଛନ୍ତି।

ଏହି ଏକ ଟ୍ରକରେ ବିସ୍ପୋରକ ନେଇ ଯାଉଥିବା ସମୟରେ ମୋଟର ସାଇକେଲ ସହିତ ଧକ୍କା ହେବା ଫଳରେ ଏହି ବିସ୍ପୋରଣ ଘଟିଥିବା ଜଣାପଡ଼ିଛି।

ଏହି ବିସ୍ପୋରଣ ପଶ୍ଚିମ ଘାନାରେ ଘଟିଛି।

ଘାନାର ସୂଚନା ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଅପରାହ୍ନ ୫ ଟା ଏହି ଘଟଣା ଘଟିଛି।

ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ସହିତ ଏକ ମୋଟରସାଇକେଲ୍ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।

ମନ୍ତ୍ରଣାଳୟର ସୂଚନାନୁସାରେ, ଏହାପରେ ତୁରନ୍ତ ଜାତୀୟ ଜରୁରୀକାଳୀନ ସେବା ଦ୍ୱାରା ଆହତ ଲୋକଙ୍କୁ ଜାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଆହତ ୫୯ ଜଣଙ୍କ ମଧ୍ୟରୁ ୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.