Bureau
ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା
କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଝାଙ୍ଗ ସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଜଣେ...
ସ୍ପଷ୍ଟ ଦିବାଲୋକରେ ବ୍ୟାଗ ଝାମ୍ପିନେଲେ
କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲୁଟ୍, ଡକାୟତି କେନ୍ଦ୍ରାପଡ଼ା ପୋଲିସର ପିଛା ଛାଡୁନି। ଟାଉନ୍ ଥାନା ଅନ୍ତର୍ଗତ କାକଟ ଲକ ନିକଟସ୍ଥ ଏଚ୍ପି ଗ୍ୟାସ ଗୋଦାମ ସମ୍ମୁଖ ରାସ୍ତାରୁ ଜଣେ...
ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଂଶଗ୍ରହଣ କରିବା ନିମନ୍ତେ ସମଗ୍ର ଦେଶରୁ ୮୫୦୦...
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୧ରେ ପାଂଚଟି ପାରମ୍ପରିକ କ୍ରୀଡା ରହିବ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ନିମନ୍ତେ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି,...
ମୋଟରଯାନ ଟ୍ରେଡ଼ ସାର୍ଟିଫିକେଟ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ
ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନ୍ତର୍ଗତ ଟ୍ରେଡ ସାର୍ଟିଫିକେଟ ନିୟମରେ କେତେକ ସଂଶୋଧନ ଆଣିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ...
ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
- ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଲକ୍ଷ୍ୟ ନେଇ ଏନଇପି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି : ପ୍ରଧାନମନ୍ତ୍ରୀ
- ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବାକୁ ଦେବା ଲାଗି ଅନଲାଇନ...
ରାଜ୍ୟର ମାନବ ସମ୍ବଳକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ଏକ ସରକାରୀ ଷଡ଼ଯନ୍ତ୍ର : ପ୍ରଦେଶ...
ଭୁବନେଶ୍ୱର, ୭/୫ (ଓଡ଼ିଆ ପୁଅ) : ରାଜ୍ୟରେ ସରକାରଙ୍କ ତଥ୍ୟ ମୁତାବକ ୪୩, ୪୭୯ ପିଲା ମାଟ୍ରିକ୍ ପରିକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ମଧ୍ୟ ପରିକ୍ଷା ଦେଲେ ନାହିଁ। ରେଗୁଲାର ଛାତ୍ର...
୦୮ ମଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ପରିଜନମାନଙ୍କର ସହିତ ମିଶିକରି ଘରୋଇ ମାମଲାରେ ମହତ୍ତ୍ଵପୂର୍ଣ୍ଣ ବିଚାର ବିମର୍ଶ କରିବେ। କାର୍ଯ୍ୟସ୍ଥଳ ଉପରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଶ ହେବ। ଅଫିସ୍...
ଋଣ ନେଇ ବେଟିଂ, ବିପୁଳ ଅର୍ଥ ହାରିବା ପରେ ମାଆପୁଅଙ୍କ ଆତ୍ମହତ୍ୟା
ରାୟଗଡ଼ା ୭-୫ (ଓଡ଼ିଆ ପୁଅ) ରାୟଗଡ଼ାଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଷ ପିଇ ମାଆ ପୁଅ ଆତ୍ମହତ୍ୟା କରିଥିବା ଖବର ଆସିଛି। ତେବେ ରାୟଗଡ଼ା ଜିଲ୍ଲା ସେଶଖାଲ ଥାନା ଅନ୍ତର୍ଗତ ଝିମିଡ଼ିପେଟା ଗାଁରେ...
ରାଜ୍ୟରେ ଆଜି ୧୪ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୭ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୪
୦-୧୮ ବର୍ଷର : ୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯
- ସ୍ଥାନୀୟ ଅଞ୍ଚଳରୁ୫
୧- ବାଲେଶ୍ୱର...
ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୩୦୩ କୁ ବୃଦ୍ଧି ପାଇଛି।
ସକ୍ରିୟ...
ପୁଣି ରୋଷେଇ ଘରେ ମହଁଗା ମାଡ଼, ଆଜିଠୁ ୫୦ ଟଙ୍କା ବଢ଼ିଲା ସିଣଲିଣ୍ଡରର ଦାମ
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜିଠାରୁ ୫୦ ଟଙ୍କା ମହଁଗା ହୋଇଛି। ଶେଷ ଥର ପାଇଁ ୨୨ ମାର୍ଚ୍ଚରେ ଘରୋଇ LPG ସିଲିଣ୍ଡରର ଦରରେ ପରିବର୍ତ୍ତନ...
ଇନ୍ଦୋରର ୨ ମହଲା କୋଠାରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ
ଇନ୍ଦୋର ୭-୫ (ଓଡ଼ିଆ ପୁଅ) ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦୋରର ବିଜୟ ନାଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଟ...
ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଘୋଷଣା
ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଜାରି। ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଶୁକ୍ରବାର ମଧ୍ୟରାତ୍ରୀରୁ ଲାଗୁ ହୋଇଛି ଜରୁରୀ ପରିସ୍ଥିତି। ଦେଶରେ ଆଇନଶୃଙ୍ଖଳା ରକ୍ଷା ପାଇଁ ରାଷ୍ଟ୍ରପତି...
୦୭ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ।...
ରାଜ୍ୟରେ ଆଇନ୍ ଅବାଟରେ ଯାଉଛି : କଂଗ୍ରେସ
ଭୁବନେଶ୍ୱର, ୦୬/୦୫ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ବାରମ୍ବାର କୁହନ୍ତି ଆଇନ୍ ତା’ ବାଟରେ ଯିବ। କିନ୍ତୁ ଆଇନ ନା ତା’ ବାଟରେ ଯାଉଛି ନା ଅପରାଧିମାନଙ୍କୁ ଧରିବା ବାଟରେ ଯାଉଛି। ରାଜ୍ୟରେ...
ଯୁଗଳ କିଶୋର ବୋରା ଏମସିଏଲର ନୂତନ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଓ ପରିଯୋଜନା)
ତାଳଚେର, ୬/୫ (ଓଡ଼ିଆ ପୁଅ) : ଯୁଗଳ କିଶୋର ବୋରା ମହାନଦୀ କୋଲଫିଲ୍ଡସର ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଦାୟିତ୍ୱ ଗହଣ କରିଛନ୍ତି। ଏମସିଏଲରେ ନିର୍ଦ୍ଦେଶକ ବୈଷୟିକ ଭାବେ ଦାୟିତ୍ୱ...
ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀର ସ୍ଥିତି...
- କୋଇଲା ଆମଦାନୀ ପାଇଁ ଅର୍ଡର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ
- କୋଇଲା କମ୍ପାନୀଗୁଡ଼ିକ ଠାରୁ ମିଳିଥିବା କୋଇଲାର ଅନୁପାତ ଅନୁଯାୟୀ ସବୁ ବିଦ୍ୟୁତ...
କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା
ପୁରୀ ୬-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା ହୋଇଛି। ସକାଳ ୬ ଟା ୯ ଯାଏ ପୁରୀରେ ଘଡ଼ ଘଡି ସହ ଜୋର...
୦୬ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର...
ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୫ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୭୧୯ କୁ ବୃଦ୍ଧି...





















