Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୫ ମୃତ

34

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୭୧୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୪୭,୬୯୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୦୧୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୯୧,୩୯୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୧୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୯୭୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୯, ୬୩, ୩୦, ୩୬୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୯୮, ୭୧୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୩୭ ୨୩୦୪୯୪୫ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୨୪ ୭୯୮୬
ବିହାର ୪୫ ୮୧୮୨୮୪ ୧୨୨୫୬
ଚଣ୍ଡିଗଡ଼ ୬୭ ୯୦୮୬୫ ୧୧୬୫
ଛତିଶଗଡ ୪୫ ୧୧୩୮୨୧୫ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୮୫୩ ୧୮୫୬୩୭୪ ୧୪୮୬ ୨୬୧୭୭
୧୦ ଗୋଆ ୫୫ ୨୪୧୫୭୪ ୩୮୩୨
୧୧ ଗୁଜୁରାଟ ୧୧୦ ୧୨୧୩୩୫୧ ୧୬ ୧୦୯୪୩
୧୨ ହରିୟାଣା ୨୭୩୪ ୯୮୧୧୪୮ ୪୩୦ ୧୦୬୨୦
୧୩ ହିମାଚଳ ପ୍ରଦେଶ ୫୭ ୨୮୦୬୪୮ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୮ ୪୪୯୨୬୩ ୧୦ ୪୭୫୧
୧୫ ଝାଡଖଣ୍ଡ ୪୫ ୪୨୯୮୯୭ ୫୩୧୭
୧୬ କର୍ଣ୍ଣାଟକ ୧୮୦୧ ୩୯୦୬୧୮୯ ୧୬୨ ୪୦୧୦୨
୧୭ କେରଳ ୨୮୯୯ ୬୪୭୦୫୯୭ ୧୭୯ ୬୯୧୬୪ ୫୨
୧୮ ଲଦାଖ ୨୮୦୧୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୧୬ ୧୦୩୦୬୨୩ ୨୧ ୧୦୭୩୫
୨୧ ମହାରାଷ୍ଟ୍ର ୧୦୪୯ ୭୭୨୯୪୬୯ ୧୬୬ ୧୪୭୮୪୫
୨୨ ମଣିପୁର ୧୩୫୦୯୭ ୨୧୨୦
୨୩ ମେଘାଳୟ ୯୨୨୦୨ ୧୫୯୩
୨୪ ମିଜୋରାମ ୪୦୮ ୨୨୬୫୪୦ ୭୦ ୬୯୭
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୪୫ ୧୨୭୮୮୧୪ ୯୧୨୬
୨୭ ପୁଡୁଚେରୀ ୧୬୩୮୨୩ ୧୯୬୨
୨୮ ପଞ୍ଜାବ ୨୩୦ ୭୪୧୭୬୪ ୨୦ ୧୭୭୫୧
୨୯ ରାଜସ୍ଥାନ ୪୬୮ ୧୨୭୩୮୬୭ ୩୮ ୯୫୫୩
୩୦ ସିକ୍କିମ୍ ୩୮୬୯୮ ୪୫୨
୩୧ ତାମିଲନାଡୁ ୪୬୭ ୩୪୧୫୬୦୩ ୫୮ ୩୮୦୨୫
୩୨ ତେଲେଙ୍ଗାନା ୩୫୪ ୭୮୭୬୮୨ ୨୧ ୪୧୧୧
୩୩ ତ୍ରିପୁରା ୯୯୯୫୮ ୯୨୨
୩୪ ଉତ୍ତରାଖଣ୍ଡ ୪୮୮ ୪୨୯୩୬୮ ୧୯ ୭୬୯୩
୩୫ ଉତ୍ତରପ୍ରଦେଶ ୧୬୪୧ ୨୦୫୦୧୮୮ ୨୪୪ ୨୩୫୦୮
୩୬ ପଶ୍ଚିମବଙ୍ଗ ୪୧୧ ୧୯୯୬୭୯୨ ୩୨ ୨୧୨୦୨
ମୋଟ ୧୯୭୧୯ ୪୨୫୪୭୬୯୯ ୩୦୧୦ ୫୨୩୯୭୫ ୫୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.