Home Top News ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ

40

ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୩୦୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୫୪,୪୧୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୧୬୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୯୮,୭୪୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୧୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୦୨୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୦, ୦୦, ୯୪, ୯୮୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୭, ୪୯, ୦୬୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୪୭ ୨୩୦୪୯୫୫ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୨୬ ୭୯୮୬
ବିହାର ୪୬ ୮୧୮୩୦୪ ୧୦ ୧୨୨୫୬
ଚଣ୍ଡିଗଡ଼ ୭୩ ୯୦୮୮୬ ୧୦ ୧୧୬୫
ଛତିଶଗଡ ୪୨ ୧୧୩୮୨୨୯ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୬୦୯୬ ୧୮୫୯୧୫୨ ୧୩୦୬ ୨୬୧୭୭
୧୦ ଗୋଆ ୫୦ ୨୪୧୫୯୪ ୩୮୩୨
୧୧ ଗୁଜୁରାଟ ୧୧୮ ୧୨୧୩୩୮୨ ୧୭ ୧୦୯୪୩
୧୨ ହରିୟାଣା ୨୫୬୪ ୯୮୨୪୩୪ ୫୫୩ ୧୦୬୨୦
୧୩ ହିମାଚଳ ପ୍ରଦେଶ ୫୩ ୨୮୦୬୭୧ ୧୧ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୧ ୪୪୯୨୭୬ ୪୭୫୧
୧୫ ଝାଡଖଣ୍ଡ ୪୮ ୪୨୯୯୦୦ ୫୩୧୭
୧୬ କର୍ଣ୍ଣାଟକ ୧୮୯୫ ୩୯୦୬୪୬୬ ୧୩୯ ୪୦୧୦୩
୧୭ କେରଳ ୨୯୫୦ ୬୪୭୧୨୪୨ ୩୧୮ ୬୯୨୧୦ ୨୦
୧୮ ଲଦାଖ ୨୮୦୧୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୧୦ ୧୦୩୦୬୮୯ ୩୭ ୧୦୭୩୫
୨୧ ମହାରାଷ୍ଟ୍ର ୧୧୬୧ ୭୭୨୯୭୯୫ ୧୫୩ ୧୪୭୮୪୫
୨୨ ମଣିପୁର ୧୩୫୦୯୭ ୨୧୨୦
୨୩ ମେଘାଳୟ ୧୦ ୯୨୨୦୪ ୧୫୯୩
୨୪ ମିଜୋରାମ ୨୯୩ ୨୨୬୭୧୩ ୬୯ ୬୯୭
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୫୨ ୧୨୭୮୮୩୯ ୧୪ ୯୧୨୬
୨୭ ପୁଡୁଚେରୀ ୧୬୩୮୨୭ ୧୯୬୨
୨୮ ପଞ୍ଜାବ ୨୮୨ ୭୪୧୮୨୩ ୨୨ ୧୭୭୫୧
୨୯ ରାଜସ୍ଥାନ ୫୫୦ ୧୨୭୩୯୬୮ ୬୪ ୯୫୫୩
୩୦ ସିକ୍କିମ୍ ୩୮୬୯୯ ୪୫୨
୩୧ ତାମିଲନାଡୁ ୪୭୪ ୩୪୧୫୭୧୮ ୫୬ ୩୮୦୨୫
୩୨ ତେଲେଙ୍ଗାନା ୩୯୬ ୭୮୭୭୪୬ ୩୦ ୪୧୧୧
୩୩ ତ୍ରିପୁରା ୯୯୯୫୯ ୯୨୩
୩୪ ଉତ୍ତରାଖଣ୍ଡ ୪୯୯ ୪୨୯୩୯୫ ୧୦ ୭୬୯୩
୩୫ ଉତ୍ତରପ୍ରଦେଶ ୧୭୮୦             ୨୦୫୦୭୨୫ ୨୮୨ ୨୩୫୦୮
୩୬ ପଶ୍ଚିମବଙ୍ଗ ୪୨୨ ୧୯୯୬୮୬୪ ୩୮ ୨୧୨୦୩
ମୋଟ ୨୦୩୦୩ ୪୨୫୫୪୪୧୬ ୩୧୬୮ ୫୨୪୦୨୪ ୨୨

 

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.