Bureau
ଡେରାଡୁନ୍-ହରିଦ୍ୱାର ସମେତ ୬ ଟି ଷ୍ଟେସନକୁ ଉଡ଼ାଇଦେବାକୁ ଧମକ, ରୁରକି ଷ୍ଟେସନ ମାଷ୍ଟରଙ୍କୁ ମିଳିଲା...
ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ରୁର୍କି ରେଳ ଷ୍ଟେସନ ମାଷ୍ଟରଙ୍କୁ ଏକ ଧମକପୂର୍ଣ୍ଣ ପତ୍ର ମିଳିଥିବା ଜଣାପଡ଼ିଛି। ଏହି ପତ୍ରରେ ଲକ୍ଷର, ନଜୀବାବାଦ୍, ଡେରାଡୁନ୍, ରୁରକି, ଋଷିକେଶ ଏବଂ ହରିଦ୍ୱାର...
କେନ୍ଦ୍ରାପଡା ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ଟପ୍ପର
କେନ୍ଦ୍ରାପଡା, ୮ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ସୁନେଇଲୋ ଗ୍ରାମର ଇସ୍ପିତା ମିଶ୍ର ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ...
ଆଦର୍ଶ ଶିକ୍ଷକ ହରିହର ପ୍ରଧାନଙ୍କ ପରଲୋକ
ତାଳଚେର, ୮/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅବସରପ୍ରାପ୍ତ ତଥା ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ହରିହର ପ୍ରଧାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ...
୦୯ ମଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ...
ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପ୍ରକଳ୍ପ ଖନନ କାର୍ଯ୍ୟକୁ ନେଇ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ...
ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଆଜି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ, ନୂଆଦିଲ୍ଲୀ ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵରେ ନିୟମ ଉଲଙ୍ଘନ କରି ଯେଉଁ ଖନନ କାର୍ଯ୍ୟ ଚାଲିଛି ତାହାର ବିରୋଧରେ...
ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ...
ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼ଃ ରଜତ କରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଡ଼.କରଙ୍କ ଅବଦାନ ଅକଳ୍ପନୀୟ
ଭୁବନେଶ୍ୱର, ମଇ୦୮(ଓଡ଼ିଆ ପୁଅ) - ଓଡ଼ିଶାର ବିଶିଷ୍ଟ...
ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର ୮/୫ (ଓଡ଼ିଆ ପୁଅ) ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,...
ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ପୂର୍ବ ପ୍ରସ୍ତୁତି ସୂଚନା
ଭୁବନେଶ୍ୱର, ୦୮/୦୫ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି...
ପଦ୍ମଶ୍ରୀ ରଜତ କରଙ୍କର ହୃଦଘାତରେ ପରଲୋକ : ବିଭିନ୍ନ ମହଲରୁ ଶୋକ
କଟକ, ୦୮/୦୫ (ଓଡ଼ିଆ ପୁଅ /ଅଭୟ ଜେନା) ବିଶିଷ୍ଟ ସାହିତ୍ୟିକ, ସଂସ୍କୃତି ପ୍ରଚାରକ, ମାହାଙ୍ଗା ମାଟିର ଯଶସ୍ବୀ ସନ୍ତାନ ପଦ୍ମଶ୍ରୀ ରଜତ କର ଙ୍କର ପରଲୋକ ଘଟିଛି। ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ...
ବ୍ରଜରାଜନଗର ଉପନିର୍ବାଚନର ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
ଭୁବନେଶ୍ୱର ୮/୫ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ...
ରିଲାଏନ୍ସର ଚତୁର୍ଥ ତ୍ରୟମାସ ନିଟ୍ ଲାଭରେ ୨୨.୫% ବୃଦ୍ଧି; ଭାରତର ପ୍ରଥମ କଂପାନି ଭାବେ...
ଭୁବନେଶ୍ୱର ୮ -୫ (ଓଡ଼ିଆ ପୁଅ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍ ଓ ଡିଜିଟାଲ୍ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ୍ ବ୍ୟବସାୟରେ...
ଆଇଆଇଏମ ନାଗପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କଲେ ମହାମହିମ ରାଷ୍ଟ୍ରପତି
ଶିକ୍ଷାନୁଷ୍ଠାନ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ମାର୍ଜିତ କରେ-ମହାମହିମ ରାଷ୍ଟ୍ରପତି
ଜ୍ଞାନ ହେଉଛି ସଶକ୍ତିକରଣ ଓ ଲୋକକଲ୍ୟାଣର ବଡ଼ ମାଧ୍ୟମ- ଧର୍ମେନ୍ଦ୍ର ପ୍ରଧାନ
- ଆଇଆଇଏମ, ନାଗପୁର ସ୍ଥାନୀୟ ସ୍କୁଲ ଓ କଲେଜକୁ ପୋଷ୍ୟ...
କେନ୍ଦ୍ରାପଡା ସତ୍ୟସାଇ ମନ୍ଦିରରେ ମାତା ଈଶ୍ୱରାମ୍ମାଙ୍କ ଦିବସ ପାଳନ ଉତ୍ସବ
କେନ୍ଦ୍ରାପଡା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସତ୍ୟସାଇ ମନ୍ଦିରରେ ଶ୍ରୀ ସତ୍ୟସାଇ ବାବାଙ୍କ ମାତା ପରମ ପୂଜନୀୟା ଇଶ୍ୱରମ୍ମାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିନିମନ୍ତେ ସାଇ...
କେନ୍ଦ୍ରାପଡାରେ ଶନୈଶ୍ଚର ମହାଯଜ୍ଞ ଓ ଜଳାଭିଷେକ
କେନ୍ଦ୍ରାପଡା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨ବର୍ଷ ହେବ...
ଦୋକାନ ଖୋଲୁ ଖୋଲୁ ଟଳିପଡିଲେ ବ୍ୟବସାୟୀ
କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଦୋକାନ ଖୋଲୁ ଖୋଲୁ ଟଳି ପଡିଛନ୍ତି କେନ୍ଦ୍ରାପଡାର ପ୍ରସିଦ୍ଧ ଜଳଖିଆ (ଦୋକାନୀ) ବ୍ୟବସାୟୀ ନିତ୍ୟାନନ୍ଦ ପୃଷ୍ଟି। ପ୍ରତିଦିନ ଭଳି କେନ୍ଦ୍ରାପଡା ସାନମଙ୍ଗଳା(ଇଶ୍ୱରପୁର)ସ୍ଥିତ ତାଙ୍କ ଜଳଖିଆ...
କଟକ ଜିଲ୍ଲା ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ
କଟକ : ୦୭/୦୫ (ଓଡ଼ିଆ ପୁଅ/ଅଭୟ ଜେନା) ଓଡିଶାର ପ୍ରସିଦ୍ଧ କଟକ ଜିଲ୍ଲା ଜନାର୍ଦ୍ଦନପୁର ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ, ଶନିଶ୍ଚର ମେଳା ଓ ଯାତ୍ରା ଅନୁଷ୍ଠିତ ହେଉଛି। ଗତ...
ରାଜ୍ୟରେ ଆଜି ୭୧ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୮ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ
ନୂଆ ଆକ୍ରାନ୍ତ: ୭୧
୦-୧୮ ବର୍ଷର : ୬୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭
- ସ୍ଥାନୀୟ ଅଞ୍ଚଳରୁ୬୪
୧-...
ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୪୫୧ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୦୮-୦୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୬୩୫ କୁ ବୃଦ୍ଧି...
ସୃଷ୍ଟି ହେଲା ବାତ୍ୟା ’ଅସନି’ : ଗଭୀର ଅବପାତ ଏବେ ନେଲା ସାମୁଦ୍ରିକ ଝଡ଼...
ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ଏହାର ନାମ ହେଲା "ଅସାନି"। ଏହା ଏକ ଭୀଷଣ ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏବେ...
ସରକାର କୃଷି ଉପରେ ଗୁରୁତ୍ୱ ଦିଅନ୍ତୁ: ବିକାଶ ସାମ୍ମୁଖ୍ୟ
କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆମ ରାଜ୍ୟ ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ବିଶେଷ ଭାବେ ଆମ କେନ୍ଦ୍ରାପଡା ଜିଲ୍ଲା କୃଷି ଉପରେ ନିର୍ଭରଶୀଳ। କେନ୍ଦ୍ରାପଡା ଜିଲ୍ଲା...
























