Bureau
ବରିଷ୍ଠ ନାଗରିକ ବିନୋଦ ପ୍ରଧାନଙ୍କ ପରଲୋକ
ତାଳଚେର, ୨୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ସୋଲଡା ଗ୍ରାମର ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପ୍ରଧାନଙ୍କ ୬୨ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ଧରି ସେ...
ଅପରିଷ୍କାର ବର୍ଷା ପାଣିରେ ଗାଧୋଉଛନ୍ତି ସରକାରୀ ଛାତ୍ରାବାସର କୁନିକୁନି ଛାତ୍ର – ବିଦ୍ୟାଳୟରେ ପାଣିର...
ନବରଙ୍ଗପୁର ୨୬-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ବାଙ୍କୁଲି ଗ୍ରାମରେ ରହିଥିବା ସରକାରୀ ବିଦ୍ୟାଳୟ ଠାରେ, ଗରିବ ଆଦିବାସୀ ନିରୀହ ଛାତ୍ର ଛାତ୍ରମାନଙ୍କ ପାଇଁ...
ଚାକିରୀ କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକାଇ, ଠକ ଗିରଫ
ମାଲକାନଗିରି, ୨୫/୬ (ଓଡ଼ିଆ ପୁଅ) ରେଳବାଇ ଓ ଅନ୍ୟାନ୍ୟ ବିଭାଗରେ ଚାକିରୀ କରାଇ ଦେବା ନାମରେ ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ କିଛି ନୀରିହ ଆଦିବାସୀ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା...
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରରେ ୫ ଅସୁସ୍ଥ, ଦୁଇ ଗୁରୁତର
ମାଲକାନଗିରି ୨୫/୬ (ଓଡ଼ିଆ ପୁଅ) ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି...
ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ; ରଥଯାତ୍ରାରେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଯାତ୍ରା କରନ୍ତି ମହାପ୍ରଭୁ:...
ଦିବାକର ଜେନା ଥିଲେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱଦ୍ୱାଦଶାହ ଉପଲକ୍ଷେ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା,୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଗତାୟୁ ଶିକ୍ଷକ ନେତା ଦିବାକର ଜେନା ଥିଲେ ଜଣେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱ । ଶିକ୍ଷକତାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ପ୍ରୟାତ ଜେନା କ୍ରୀଡା, ସାହିତ୍ୟ,...
ଥାନାରେ ପଶି ପୋଲିସ ସବଇନ୍ସପେକ୍ଟରକୁ ଆକ୍ରମଣ: ବାପ-ପୁଅ ଗିରଫ
କେନ୍ଦ୍ରାପଡ଼ା, ୨୫ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କୁ ଆକମ୍ରଣ କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ...
କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ
କେନ୍ଦ୍ରାପଡ଼ା, ୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କରୋନା ବେଳେ ପାଠ ପଢା ବ୍ୟାଘାତ ହୋଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକତା ଉପରେ ପ୍ରଭାବ ପଡିଥିଲା। କରୋନା କଟକଣା ଉଠିଯିବା ପରେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବିଶେଷ...
ବାହାର ଜିଲ୍ଲା ମାଲିକଙ୍କ ଗାଡିକୁ ବିରୋଧ: ୨ ଘଣ୍ଟା ରାସ୍ତା ଅବରୋଧ
କେନ୍ଦ୍ରାପଡା, ୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ପାରାଦ୍ୱୀପରୁ ଜିପସମ ପରିବହନ କରୁଥିବା ବାହାର ଜିଲ୍ଲାର ଟ୍ରକକୁ କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ ଟ୍ରକ ମାଲିକ ମାନେ ବିରୋଧ କରି ଗାଡି ଅଟକାଇଛନ୍ତି। କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ...
ସ୍ୱପ୍ନା ଦେଶ ପରେ ମାଟି ତଳୁ ଉଦ୍ଧାର ହେଲା ପୁରାତନ ଦେବଦେବୀଙ୍କ ମୂର୍ତ୍ତି
କଟକ, ୨୬/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକସଦର ବ୍ଲକର ନିମେଇଁସାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ଶମ୍ଭୁ ବେହେରାଙ୍କ ଘର ମଧ୍ୟରେ ପ୍ରାୟ ୨୦ ଫୁଟମାଟି ତଳୁ ଗରୁଡ଼ ଏବଂ ନାରାୟଣ, ବିଷ୍ଣୁ...
ରାଜ୍ୟରେ ଆଜି ୬୮ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୨୫ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୮
୦-୧୮ ବର୍ଷର : ୧୨
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୦
- ସ୍ଥାନୀୟ ଅଞ୍ଚଳରୁ୨୮
୧- ବାଲେଶ୍ୱର...
ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୯ ନୂଆ...
ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୨,୫୭୬ କୁ ବୃଦ୍ଧି...
ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ
ପୁରୀ ୨୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷାର ସୁନ୍ଦର ବାର୍ତ୍ତା ସମସ୍ତଙ୍କୁ ସଚେତନ କରିବା ସହ ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହେବ ବୋଲି...
ଶ୍ରୀଜିଉମାନଙ୍କର ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ
ପୁରୀ ୨୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଅଣସର ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହୋଇଛି ରାଜପ୍ରାସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ...
ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ
ପୁରୀ ୨୬-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ...
ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପାଛାଉଣି ହେବା ପ୍ରସଙ୍ଗ: ୫ ଶହ କେଜି ରୂପା ନିଳାଦ୍ରୀ...
ପୁରୀ ୨୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପାଛାଉଣି ହେବା ପ୍ରସଙ୍ଗ। ଗତବର୍ଷ ନଭେମ୍ବର ୨୬ ତାରିଖରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି...
୨୬ ଜୁନ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା...
ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ଆସନ୍ତା ୨୮ରେ ଅନୁଷ୍ଠିତ ହେବ...
- କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସହ ପ୍ରଭାରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେବେ
- ରାଜ୍ୟର ସାଂପ୍ରତିକ ରାଜନୈତିକ...
ରଥଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରିସାଇକେଲିଂ ପାଇଁ ସାମାଜିକ...
କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
- ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ଯାଏଁ ପୁରୀରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ପରାମର୍ଶ
- ଏହି ଦିନ ଲୋକମାନେ ଭୋଗ ଓ ଫୁଲ ପାଇଁ ପଲିଥିନ୍,...
ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା ସେବା
ତାଳଚେର, ୨୫/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। କେତେବେଳେ ଡ଼ାକ୍ତରଙ୍କ ଅଭାବ ତ କେତେବେଳେ ଆବଶ୍ୟକ ଯନ୍ତ୍ରପାତି...
























