Bureau
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ କାରଗିଲ ଯୋଦ୍ଧା ଯୋଗେନ୍ଦ୍ର ସିଂଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ କାରଗିଲ ଯୋଦ୍ଧା ପରମବୀର ଚକ୍ର ବିଜୟୀ ସୁବେଦାର ମେଜର ଯୋଗେନ୍ଦ୍ର ସିଂ ଯାଦବଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।...
ତାଳଚେର ବିଭିନ୍ନ ହୋଟେଲରେ ଖାଦ୍ୟ ନିରାପତା ବିଭାଗର ଚଢ଼ାଉ
ତାଳଚେର, ୭/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଅଂଚଳରେ ରହିଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଆଦିରେ ବାସି ଖାଦ୍ୟ ବିକ୍ରୀ ହେଉଥିବା ନେଇ ଖାଦ୍ୟ ନିରାପତା ବିଭାଗରେ ଅଭିଯୋଗ ବହୁବାର...
୦୮ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ...
ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୩୦...
ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୯,୪୫୭ କୁ ବୃଦ୍ଧି...
ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୦୫ ପ୍ରତିଶତ
ନୟାଗଡ଼, ୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପାଶ୍ ହାର ହୋଇଥିବାବେଳେ ରେଗୁଲାର ପାସ୍ ହାର ୯୨.୦୫ ରହିଛି। ଜିଲ୍ଳାରେ ୨୩୧ ଟି ହାଇସ୍କୁଲର...
୦୭ ଜୁଲାଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା...
ମହଁଗା ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାର ନୂଆ...
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ସାଧାରଣ ଲୋକଙ୍କ ପାଇଁ ଏବେ ମହଁଗା ମାଡ଼ ଅନବରତ ଚାଲିଛି। ଆଜିଠାରୁ ପୁଣି ଏଲପିଜି ସିଲିଣ୍ଡରର ମୂଲ୍ୟ ମହଙ୍ଗା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ...
୦୬ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନ ଆନନ୍ଦପୂର୍ବକ କଟିବ। ମିତ୍ରମାନଙ୍କ ପଛରେ ଧନଖର୍ଚ୍ଚ ହୋଇପାରେ ଏବଂ ଲାଭ ମଧ୍ୟ ହେବ। ସରକାରୀ ଏବଂ ଅର୍ଧ ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।...
୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ...
ଭୁବନେଶ୍ୱର ୫/୭ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି...
୦୫ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
କର୍ଣ୍ଣାଟକର ସିନି ଶେଟ୍ଟି ହେଲେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨
ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) କର୍ଣ୍ଣାଟକର ସିନି ଶେଟ୍ଟି ରବିବାର ଦିନ VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲରେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ହୋଇଛନ୍ତି।...
୦୪ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ...
ଆଡ଼ପ ମଣ୍ଡପରେ ମହାପ୍ରଭୁ, ଆଡ଼ପ ଅବଢ଼ା ପାଇବାକୁ ପୁରୀକୁ ହଜାର ହଜାର ଲୋକଙ୍କ ସୁଅ
ପୁରୀ ୩-୭ (ଓଡ଼ିଆ ପୁଅ) ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ଆଜି ସକାଳୁ ଆଡ଼ପ ମଣ୍ଡପ ଦର୍ଶନ ପାଉଛନ୍ତି ଭକ୍ତ। ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ସାଧାରଣ...
କେମିତି ଜାଣିବେ, ସାଙ୍ଗର ହତ୍ୟାରେ ହାତ ଅଛି ବୋଲି ? ନୂପୁର ଶର୍ମାଙ୍କୁ ସମର୍ଥନ...
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଅମରାବତୀ ହତ୍ୟା ମାମଲା ଆସିଛି ନୂଆ ଖୁଲାସା। ଅମରାବତୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ବଡ ଖୁଲାସା କରାଯାଉଛି। ବର୍ତ୍ତମାନ ମିଳିଥିବା ସର୍ବଶେଷ ସୂଚନା...
ମହାରାଷ୍ଟ୍ର ରାଜନୀତି : ସେମିଫାଇନାଲରେ ଜିତିଲେ ସିନ୍ଧେ : ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପିର...
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ରାଜନୈତିକ ମୋଡ଼ରେ ସିନ୍ଧେ ସରକାର ବାଜିମାରିଛି। ବିଧାନସଭାର ନୂତନ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟସଭାର ନୂତନ ବାଚସ୍ପତି ଭାବରେ ବିଜେପି ରାହୁଲ...
ପାପଡାହାଣ୍ଡି ପୋଲିସକୁ ବଡ଼ ସଫଳତା
ନବରଙ୍ଗପୁର ୩-୭ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। ଏ ଅଞ୍ଚଳରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦଳକୁ ଧରିବାରେ ମିଳିଛି ଏହି ସଫଳତା। ପାପଡାହାଣ୍ଡି ଅଞ୍ଚଳରେ...
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ଆଜିଠୁ ଆଡ଼ପ ମଣ୍ଡପ ଅବଢା
ନୂଆଜିଲ୍ଲୀ ୩-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀଗୁଣ୍ଡିଚାଯାତ୍ରା ଜିନ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁଙ୍କର ସମସ୍ତ ନୀତି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ଗତକାଲି ସକାଳେ ରଥ ଉପରେ ଶ୍ରୀ...
ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା
- ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଏନଏପିଏସ ଯୋଜନାର ଶୁଭାରମ୍ଭ
- ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆ...
ଜଟଣୀ ଇଲେଭେନ୍ ଷ୍ଟାର ବେଣାପଞ୍ଜରୀ ତିରିମଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଭୁବନେଶ୍ୱର, ୨.୭ (ଓଡ଼ିଆ ପୁଅ) : ଆଜି ଇଲେଭେନ୍ ଷ୍ଟାର କ୍ଲବ ଆନୁକୂଲ୍ୟରେ ଜଟଣୀ ବେଣାପଞ୍ଜରୀ ପଡ଼ିଆଠାରେ ବେଣାପଞ୍ଜରୀ ଏବଂ ତିରିମଲର ମିଳିତ ସହଯୋଗରେ ଏକ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି...
ରାଜ୍ୟ ବଜେଟ ବିରୋଧାଭାଷ ଓ ବିଭ୍ରାନ୍ତିର ଏକ ବିକଳ ଦସ୍ତାବିଜ : ସମୀର ମହାନ୍ତି
- ଚଳିତ ବଜେଟ ମହିଳା, ବରୋଜଗାର ଯୁବକ, ଶ୍ରମିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ନିରାଶ କରିଛି
ଭୁବନେଶ୍ୱର ୦୨/୦୭ (ଓଡ଼ିଆ ପୁଅ) : ରାଜ୍ୟ ବଜେଟକୁ ବିରୋଧାଭାଷ ଓ ବିଭ୍ରାନ୍ତିର ବିକଳ ଦସ୍ତାବିଜ ବୋଲି...




















