Home Top News କର୍ଣ୍ଣାଟକର ସିନି ଶେଟ୍ଟି ହେଲେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨

କର୍ଣ୍ଣାଟକର ସିନି ଶେଟ୍ଟି ହେଲେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨

146

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) କର୍ଣ୍ଣାଟକର ସିନି ଶେଟ୍ଟି ରବିବାର ଦିନ VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲରେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ହୋଇଛନ୍ତି। ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି ସମାରୋହରେ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାତା ଚୌହାନଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଭାବରେ ମନୋନୀତ ହୋଇଛନ୍ତି।

ଅଭିନେତ୍ରୀ ନେହା ଧୁପିଆ, ଡିନୋ ମୋରେ ଏବଂ ମଲାଇକା ଆରୋରା, ଡିଜାଇନର୍ ରୋହିତ ଗାନ୍ଧୀ ଏବଂ ରାହୁଲ ଖାନ୍ନା, କୋରିଓଗ୍ରାଫର ଶିଆମାକ୍ ଡାଭର୍ ଏବଂ ପୂର୍ବତନ କ୍ରିକେଟର ମିତାଲି ରାଜ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.