Biranchi Narayan Patri
ମା’ ଙ୍କର ପୂଜା ବନ୍ଦ ହେବନାହିଁ ; କିନ୍ତୁ ଉତ୍ସବ ଉପରେ କଟକଣା: ଜିଲ୍ଲାପାଳ
ଯାଜପୁର ୨୪ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ...
ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବୃଦ୍ଧି ପାଇବ
ଭୁବନେଶ୍ୱର ୨୩ା୯ ( ଓଡିଆ ପୁଅ) ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଅକ୍ଟୋବର ମାସ ଠାରୁ ବିଦ୍ୟୁତ ଦରକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା...
କୋଭିଡ ନିୟମ ଉଲଙ୍ଘନ ପାଇଁ ୩ ପେଟ୍ରୋଲ ପମ୍ପରୁ ୧୫ ହଜାର ଫାଇନ ଆଦାୟ
ଯାଜପୁର ୧୮ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଜିଲ୍ଲାପାଳ ଚଳ୍ରବର୍ତ୍ତୀ ସିଂ ରାଠୋର ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ...
କେନ୍ଦ୍ରୀୟ ପ୍ରତିନିଧି ଦଳର ଯାଜପୁର ଜିଲ୍ଲା ଗସ୍ତ ଓ ବନ୍ୟା ସମୀକ୍ଷା
ଯାଜପୁର, ୧୬ା୯(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ୨୦୨୦ ଅଗଷ୍ଟ ରେ ସଂଘଟିତ ପ୍ରଳୟଙ୍କରୀ ବନ୍ୟାର ଅନୁଧ୍ୟାନ ପାଇଁ ଆଜି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ...
ମାଆଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିର ଆକାର ନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ୧୬ା୯ ( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମୂର୍ତ୍ତି ଉଚ୍ଚତା ଓ ମଣ୍ଡପକୁ ଆବଦ୍ଧ କରି ମାଆଙ୍କୁ ପୂଜାର୍ଚ୍ଚନା ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍,...
ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ଯାଜପୁର/କଟକ ୧୪ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁରର ଅଧିଷ୍ଟାତ୍ରୀ ମା’ ବିରଜା ଙ୍କ ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରତି ବର୍ଷ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା...
ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର
ଯାଜପୁର୧୪।୯(ଓଡିଆ ପୁଅ/ବିରଞ୍ଚି ନାରାୟଣ ପାତ୍ରୀ) ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜନସାଧାରଣଙ୍କ ମାଧ୍ୟମରେ ୧୫...
ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ପରଲୋକ
କଟକ ୧୩ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ହାଇକୋର୍ଟର ଜଣେ ଆଗଧାଡିର ଆଇନଜୀବୀଙ୍କର ଆଜି ଏକ ଘରୋଇ ହସ୍ପିଟାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା...
ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର୧୩ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଆ ଚଳଚ୍ଚିତ୍ରର ଭେଟେରାନ୍ ଅଭିନେତା ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ୍ ଦାସଙ୍କ ଦେହାନ୍ତ ବିଷୟରେ...
ଯାତ୍ରା ଜଗତର ବେଶ୍ ପରିଚିତ କଳାକାର “ଭିକୁ ସେଠ୍”, ମହେନ୍ଦ୍ର ଦାସଙ୍କ ପରଲୋକ
କଟକ ୧୨।୯ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଜଣେ ଜଲିଉଡ ଜଗତର ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ଚୌଦ୍ବାର ସ୍ଥିତ ନିଜ ବାସଭବନ ତାଙ୍କର...
ବନ୍ୟା ପ୍ରଭାବିତ ବରୀ ଅଞ୍ଚଳରେ କଂଗ୍ରେସର ରାଜ୍ୟ ପ୍ରତିନିଧି ଦଳ
ଯାଜପୁର ୧୧ା୯ ( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଯାଜପୁର ଜିଲ୍ଳାର ବରୀ ବନ୍ୟାଞ୍ଚଳକୁ ନିଖିଳ କଂଗ୍ରେସ କମିଟିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ ଏବଂ ପ୍ରଦେଶ କଂଗ୍ରେସ କମିଟିର...
ଯାଜପୁର ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେବେ ଚକ୍ରବର୍ତ୍ତୀ ସିଂହ ରାଠୋର
ଯାଜପୁର ୧୧ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଳାର ଜିଲ୍ଲାପାଳ ଭାବେ ବ୍ରହ୍ମପୁର ନିଗମ କମିଶନର ଆଇଏଏସ୍ ଅଫିସର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ସାଧାରଣ ପ୍ରଶାସନ ପକ୍ଷରୁ...
ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା
ଯାଜପୁର ୧୨-୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ଭାବେ ଦୀର୍ଘ ୪ ବର୍ଷ ହେଲା କାର୍ଯ୍ୟକରିଥିବା ରଞ୍ଜନ କୁମାର ଦାସଙ୍କର ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ...
ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା
ଯାଜପୁର ୧୧ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ମା’ ବିରଜାଙ୍କୁ କୃତଜ୍ଞତା...
ସବୁଜ ଘାସ ଚାଷର ଶୁଭାରମ୍ଭ
ଯାଜପୁର୧୧ା୯(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୋ-ଖାଦ୍ୟ ପାଇଁ ଦାନାର ଯେତିକି ଆବଶ୍ୟକତା ରହିଛି ସବୁଜ ଘାସର ଆବଶ୍ୟକତା ତା ଠାରୁ ଅଧିକ। ତେଣୁ ସବୁଜ ଘାସ ପାଇଁ ଚାଷୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ...
ସଂଶୋଧିତ ପାଠ୍ୟ ଖସଡ଼ା ଆଧାରରେ ପ୍ରକାଶ ପାଇଲା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ
କଟକ ୧୧ା୯ (ବିରଞ୍ଚିନାରାୟଣ ପତ୍ରୀ) ସମ୍ପ୍ରତି ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆଜି ଠାରୁ ବଜାରରେ...
ଘରୋଇ କଳିକୁ କେନ୍ଦ୍ର କରି ଗୁଳି ମାଡ; ଜଣେ ଆହତ
ଯାଜପୁର ୧୧-୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ଥାନା ଗୌରପୁର ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ବଡ ଭାଇ ତାର ସାନ ଭାଇକୁ ବନ୍ଧୁକ ଦ୍ୱାରା ଗୁଳି ମାରିବାରୁ...
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ବାଳକଙ୍କ ପ୍ରାଣ ଗଲା
ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବନ୍ୟା ପରେ ଘରେ ଥିବା ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ଯାଇ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ବାଳକଙ୍କ...
ପରିବା ବେପାରୀକୁ ବିନାକାରଣରେ ମାଡ ମାରି ୨ଜଣ କନେଷ୍ଟବଳ ନିଲମ୍ବିତ
ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାହର ଜିଲ୍ଲାର କିଛି ପରିବା ବେପାରୀ ଯାଜପୁର ଜିଲ୍ଲା ରୁ ପରିବା କିଣି ଘରକୁ ଯାଉଥିବା ବେଳେ ବିଝାଂରପୁର ଜରି ପାଣ୍ଡି ଅଧିନସ୍ଥ ସିଙ୍ଗପୁର ଇନ୍ଦିରା...
ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ – ରାଜ୍ୟରେ...
ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ+୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଯୁକ୍ତଦୁଇ କଳାରେ...