Home ଓଡ଼ିଶା ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବୃଦ୍ଧି ପାଇବ

ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବୃଦ୍ଧି ପାଇବ

91

ଭୁବନେଶ୍ୱର ୨୩ା୯ ( ଓଡିଆ ପୁଅ) ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଅକ୍ଟୋବର ମାସ ଠାରୁ ବିଦ୍ୟୁତ ଦରକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବଢାଇବାକୁ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ନୂଆ ଦର –
– ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସା
– ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା
– ୨ ଶହ ଯାଏଁ ୪ଟଙ୍କା ୫ ପଇସା।
– ୩ ଶହ ୟୁନିଟ ଯାଏଁ ୪ ଟଙ୍କା ୫୩ ପଇସା
– ୪ ଶହ ୟୁନିଟ ଯାଏଁ ୪ ଟଙ୍କା ୭୮ ପଇସା
– ୫ଶହ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କାକୁ ବୃଦ୍ଧି କରାଯାଇଛି।

କିନ୍ତୁ ବର୍ଦ୍ଧିତ ଦର କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.